ଅମାନିଆ ବାପା ,ନିଜ ଜୀବନ ସହ ନିଜ ଝିଅର ଜୀବନ ମଧ୍ୟ ନେଇଗଲେ , ଭାଇରାଲ ହେଲା ଭିଡ଼ିଓ

ଆଜିକାର ଦୁନିଆଁର ଘ-ଟଣା ବିଷୟରେ ଜାଣି ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ଆଉ ଭାବୁଥିବେ କଣ ହେଉଛି ଏ ଦୁନିଆଁରେ । ତେବେ ଏଭଳି ଖବର ଅତ୍ୟନ୍ତ ସାଧାରଣ ଅଟେ । ପ୍ରତିଦିନ ନୂଆ ନୂଆ ଖବର ବିଷୟରେ ଶୁଣିବାକୁ ମିଳୁଛି ତଥା ଶୁଣିବାକୁ ମିଳୁଛି । କେଉଁଠି ନିଜ ସ୍ୱାର୍ଥ ପାଇଁ ସ୍ୱାମୀ ସ୍ତ୍ରୀକୁ ହ-ତ୍ୟା କରୁଛି ତ କେଉଁଠି ବାପା ଝିଅକୁ । ଆଉ କେଉଁଠି ନିଜ ଭାଇ ଭାଇ ମଧ୍ୟରେ ଘରୋଇ ବିବାଦ କାରଣରୁ ଭାଇ ଭାଇ ହ-ତ୍ୟାକା-ଣ୍ଡର ଶି-କା-ର ହେଉଛି ।

ତେବେ ଏଭଳି ଏକ ଖବର ସାମ୍ନାକୁ ଆସିଅଛି । ଯେଉଁଠାରେ ଦେଖିବାକୁ ମିଳିବ କି , ଜଣେ ଅମା-ନିଆ ବାପା ନିଜ ଝିଅକୁ ନିଜେ ମୃ-ତ୍ୟୁ ମୁହଁକୁ ଠେଲି ଦେଉଛନ୍ତି । ଏହି ଅମା-ନିଆ ବାପା ନିଜେ ତ ଆରପାରିକୁ ଗଲେ ତା ସହିତ ନିଜ ଭୁଲ୍ ପାଇଁ ହିଁ ନିଜ ଝିଅକୁ ବି ସାଙ୍ଗରେ ନେଇ ଚାଲିଗଲେ । ବାପା ନିୟମ ନ ମାନି ସାଙ୍ଗେ ସାଙ୍ଗେ ଟ୍ରେନ ଆଗକୁ ଚାଲିଗଲେ ଆଉ ମାଡି ଗଲା ଟ୍ରେନ । ସାଙ୍ଗେ ସାଙ୍ଗେ ଆଖି ପିଛୁଳାକେ ଚାଲିଗଲା ଦୁଇ ଜୀବନ । ସବୁ ଛାରଖାର ହୋଇଗଲା । ନି-ୟ-ମ ନ ମାନି ନିଜର ତ ଜୀବନ ଗଲା ତା ସହ ଚାଲିଗଲା ଝିଅର ଜୀବନ ।

ତେବେ ଏଭଳି ଏକ ଲୋ-ମଟା-ଙ୍କୁରା ଦୃ-ଶ୍ୟ ଦେଖିବାକୁ ମିଳିଛି ଓଡ଼ିଶାର ରାଉରକେଲା ସହରରେ । ଯେଉଁଠାରେ ଜଣେ ବାପାଙ୍କ ପାଇଁ ଝିଅର ଜୀବନ ଯିବା ସହ ବାପା ମଧ୍ୟ ଚାଲି ଗଲେ । ତେବେ ସୂଚନା ଅନୁଯାୟୀ , ରେଳ ଆସିବାର ଖବର ପାଇ ରେଳ ଫାଟକ ପଡି ଯାଇଥିଲା । କିନ୍ତୁ କିଛି ଅମାନିଆ ଲୋକ କିଛି ନୀତି ନି-ୟ-ମ ନ ମାନି ରେଳ ଫାଟକକୁ ଅତିକ୍ରମ କରି ଯାଇଥିଲେ । ବନ୍ଦ ଫାଟକକୁ ଅତିକ୍ରମ କରି ଆର ପାରିକୁ ଯାଉଥିଲେ ଲୋକମାନେ । ତେବେ ଏହି ସମୟରେ ଜଣେ ବାପା ନିଜ ଝିଅକୁ ଗାଡ଼ିରେ ବସାଇ ପାର୍ ହୋଇ ଯାଉଥିଲେ ।

ତେବେ ଭାଗ୍ୟ ଏତେ ଖରାପ ଯେ , ଦୁହିଙ୍କ ଉପରେ ଟ୍ରେନ ଚଢି ଯାଇଥିଲା ଆଉ ଦୁହେଁ ମୃ-ତ୍ୟୁର ଶି-କା-ର ହୋଇଥିଲେ । ନିଜ ମୃ-ତ୍ୟୁକୁ ସେମାନେ ନିଜେ ଡାକି ଆଣିଥିଲେ । ତେବେ ଆପଣ ଭାଇରାଲ ଭିଡ଼ିଓରେ ଦେଖି ପାରିବେ ଯେ , ଅମା-ନିଆ ଲୋକମାନେ ମୃ-ତ୍ୟୁକୁ ଖାତିର ନ କରି ଟ୍ରେନର ନିକଟତର ହୋଇ ଯାଉଥିଲେ ଆଉ ପୁରା ଟ୍ରେନ ପାଖରେ ଆସି ଛିଡା ହୋଇ ଯାଉଥିଲେ ।

ତେବେ ସୂଚନା ମୁତାବିକ ଝିଅକୁ କଲେଜରୁ ଆଣିବାକୁ ଯାଇଥିଲେ ବାପା । ଆଉ କଲେଜରୁ ଝିଅକୁ ଆଣି ଘରକୁ ଫେରିଥିଲେ । କିନ୍ତୁ ଜାଣି ନଥିଲେ ଆଜି ସେମାନେ ଏ ଦୁନିଆଁକୁ ଛାଡି ଚାଲିଯିବେ । ବିଧିର ବିଧାନକୁ କେହି ରୋକିପାରିବ ନାହିଁ ବୋଲି ଆମେ ସମସ୍ତେ ଜାଣିଛେ । ଅମା-ନିଆ ବାପା ନିୟ-ମକୁ ଖାତିର ନ କରି ରେଳଧାରଣାକୁ ଅତିକ୍ରମ କରୁଥିଲେ ଆଉ ସାଙ୍ଗେ ସାଙ୍ଗେ ଆଗରୁ ଆସିଗଲା ଟ୍ରେନ ଆଉ ଚାଲିଗଲା ଜୀବନ ।

Leave a Reply

Your email address will not be published. Required fields are marked *