ରାଗ ମଣିଷର ବଡ଼ ଶ-ତ୍ରୁ। ଥରେ ମଣିଷ ରା-ଗି ଗଲାପରେ ସେ କଣ କରିଦିଅ ସେ କିଛି ଜାଣିପାରେନି। ଆଉ ତା ରା-ଗ ଶାନ୍ତ ହେଲା ବେଳକୁ ଆଉକିଛି ବାକି ନଥାଏ। କେତେବେଳେ ରା-ଗରେ ମଣିଷ କାହାକୁ ଗା-ଳି ଗୁ-ଲଜ କରିଦିଏ ତ କେତେବେଳେ କାହାର ଜୀବନ ନେଇ ଯାଏ। ରା-ଗ ରୁ-ଷା ବେଳେ ମଣିଷ ବଡ଼ ସାନ କିଛି ମାନେନି। ମଣିଷର ରା-ଗ ପାଇଁ ଗୋଟେ ସାଧାରଣ ଝ-ଗଡ଼ା ହ-ତ୍ୟା କାଣ୍ଡର ରୂପ ନେଇଯାଏ। ହଁ ଆଜ୍ଞା ଏମିତି ଏକ ଅଭା-ବନୀୟ ଘ-ଟଣା ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି।
ଅନୁଗୁଳ ଜିଲ୍ଲା ବତିସୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଳଲହଡା ଗାଆଁର ଅନୁରାଗ ମହାକୁଡ ନିଜ ନାତି ନବୀନ ଏବଂ ନାତୁଣୀ ବୋହୂ ସହ ଗୋଟେ ଘରେ ରୁହନ୍ତି। ନାତି ନବୀନ ମଧ୍ୟ ଅଜାଙ୍କୁ ବହୁତ୍ ଭଲ ପାଆନ୍ତି କିନ୍ତୁ ବୁଧବାର ଦିନ ନବୀନ ବାହାରୁ କାମ ସାରି ଘରକୁ ଫେରିବା ପରେ ସ୍ତ୍ରୀଙ୍କ ପାଖରୁ ଶୁଣିବାକୁ ପାଇଲେ ତାଙ୍କ ଅଜା ନାତୁଣୀ ବୋହୂ ସହିତ ଅନୈ-ତିକ ସ-ମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ।
ସ୍ତ୍ରୀଙ୍କ ପାଖରୁ ଏ ବିଷୟରେ ଶୁଣି ନବୀନ ରା-ଗି ଯାଇ ଅଜାଙ୍କ ପାଖକୁ ଯାଇ ସତ କଥା କଣ ପଚାରିଲେ। ଏଇ କଥାକୁ ନେଇ ଅଜା ଏବଂ ନାତି ଭିତରେ ଜୋରେ ଝ-ଗଡା ହେଲା। କିନ୍ତୁ ଅଜା ନାତି ପ୍ରଶ୍ନର କିଛି ଉତ୍ତର ନ ଦେଇ ନାତିର ରା-ଗ ଦେଖି ଦୌଡ଼ି ପଳେଇ ଯାଉଥିଲେ ଠିକ୍ ସେତିକି ବେଳେ ନାତି ନିଜ ରା-ଗକୁ ନିୟନ୍ତ୍ରଣ କରି ନପାରି ଗୋଟେ ଠେଙ୍ଗାରେ ଅଜାଙ୍କ ମୁଣ୍ଡକୁ ପି-ଟି ପି-ଟି ର-କ୍ତାତ କରିଦେଲେ। ବତିସୁଆ ପୋ-ଲିସ୍ ଏ ବିଷୟରେ ଜାଣିବା ପରେ ଘ-ଟଣା ସ୍ଥଳରେ ପହଞ୍ଚି ନବୀନଙ୍କୁ ଗି-ରଫ କରି ଥା-ନାକୁ ନେବା ସହିତ ଅଜାଙ୍କୁ ମେଡିକାଲ ନେଇଥିଲେ କିନ୍ତୁ ସେତେବେଳକୁ ଅଜା ମ-ରି ସାରିଥିଲେ।