ବହୁତ ଦିନର ବ୍ୟବଧାନ ପରେ ପୁଣି ଦେଖାଗଲେ ଭୟଙ୍କର ଏଲିଏନ, AI କଲା ବଡ଼ ଖୁଲାସା।

ଏଲିଏନକୁ ନେଇ ଆସିଲା ତାଜା ଖବର। ଚନ୍ଦ୍ରରେ ଅଛନ୍ତି ଭୟଙ୍କର ଏଲିଏନ। AI କଲା ବଡ଼ ଖୁଲାସା। ଏହାକୁ ଦେଖି ବୈଜ୍ଞାନିକଙ୍କର ଉଡ଼ିଗଲା ହସ।ଆପଣ ମାନେ ନିଶ୍ଚୟ ଶୁଣିଥିବେ କି ଏଲିଏନକୁ ନେଇ ଅନେକ ସମୟରେ ଅନେକ ଚର୍ଚ୍ଚା ହୋଇଥାଏ। ଚନ୍ଦ୍ର ପୃଷ୍ଠାରେ ଏଲିଏନ ବାସ କରନ୍ତି ବୋଲି ଅନେକ ସମୟରେ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗି ରହିଛି। ହେଲେ ଏବେ ଠୋସ ପ୍ରମାଣ ମିଳିଛି। ଏଲିଏନକୁ ନେଇ ଫୋଟ ଜାରି କରିଛି AI। ଯାହାକୁ ଦେଖି ବୈଜ୍ଞାନିକଙ୍କର ହସ ଉଡିଯାଇଛି।

ଆପଣ ମାନେ ଦେଖିପାରୁଥିବା ଏହି ଫୋଟଟିକୁ ଜାରି କରିଛି ଆଂଟିଫିସିଆଲ ଇଣ୍ଟେଜେସ ବା AI । ଯାହାକି ସମସ୍ତଙ୍କୁ ଚକିତ କରିଛି ଆଉ ଲୋକମାନେ ଏହାକୁ ଦେଖି ମଧ୍ୟ ଭୟଭୀତ ହୋଇଛନ୍ତି। ତେବେ ଏଲିଏନକୁ ନେଇ ବିଭିନ୍ନ ପ୍ରକାରର ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ଦେଶରେ ଗବେଷଣା ସଂସ୍ଥା ମଧ୍ୟ ଏଲିଏନକୁ ନେଇ ଅନେକ ପ୍ରକାରର ତଥ୍ୟ ଦେଉଛନ୍ତି। ତେବେ ଏହି ସମୟରେ ଏଲିଏନକୁ ନେଇ ଆସିଛି ଏକ ବଡ଼ ଖବର। ତାହା ହେଉଛି ଚନ୍ଦ୍ରର ଦକ୍ଷିଣ ପୋଲିଏଭ ଏଲିଏନ ଥିବା ଖବର ମିଳିଛି।

ଆଉ ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିଲା କି କିଛି ଏଲିଏନ ମଧ୍ୟ ଚନ୍ଦ୍ରର ଏଇ ଅନ୍ଧକାର ଭାଗରେ ରହିପାରନ୍ତି। ତେବେ ବିଜ୍ଞାନ ପକ୍ଷରୁ ଏହାକୁ ନେଇ କୌଣସି ଉତର ନଥିଲା। କିନ୍ତୁ ଯେତେବେଳେ ଏହାକୁ ନେଇ AI କୁ ପଚରାଯାଇଥିଲା ସେତେବେଳେ AI ଏଭଳି କିଛି ଫୋଟ ଜାରି କରିଥିଲା ଯାହାକୁ ଦେଖି ଭୟରେ ଦେହ ଶୀତେଇ ଯାଇଥିଲା। ଯେଉଁ ଚିତ୍ର ଗୁଡିକ ଆପଣଙ୍କ ସାମ୍ନାରେ ରହିଛି।

ଆପଣ ମାନେ ଏହି ଦୃଶ୍ୟରେ ଦେଖିପାରୁଥିବେ ଏଇ ଜୀବଟିକୁ। ଯାହା ଏଇ ଜୀବଟି ଝିଟିପିଟି ବା ଡ୍ରାଗନ ଭଳି ଦେଖାଯାଉଛି। ଯାହାର ରଙ୍ଗ କଳା ବା ରୁପା ରଙ୍ଗର ମିଶ୍ରଣ। ଏହାର ଆଖି ନାଲ ସ୍ୱତେ ଯେପରି ସେଥିରୁ କିଛି ଶକ୍ତି ବାହାରୁଛି। କିନ୍ତୁ ବିଜ୍ଞାନ ଏହାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହେଁ। ହେଲେ ଏହାକୁ ଅସ୍ୟୁକାର ମଧ୍ୟ କରାଯାଇପାରିବ ନାହିଁ। ପୃଥିବୀରେ ଯେପରି ବିଭିନ୍ନ ପ୍ରକାରର ଜୀବ ଦେଖାଯାନ୍ତି ତେବେ ଅନ୍ୟ ଗ୍ରହ ଅନ୍ୟ ଉପଗ୍ରହରେ ମଧ୍ୟ କେତେକ ଜୀବ ଦେଖାଯାନ୍ତି। ତେବେ ଏ ଦୁନିଆରେ ଏପରି ଜୀବ ରହିପାରିବେ ନାହିଁ ଯାହା ବଞ୍ଚିବା ପାଇଁ ଅମ୍ଳଜାନ ଏବଂ ଜଳ ପରି ଜିନିଷର ଆବଶ୍ୟକତା ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ବିଜ୍ଞାନ ସେହି ଜିନିଷ ଗୁଡିକୁ ଅନ୍ୟ ଗ୍ରହ ମାନଙ୍କରେ ଜୀବନ ଖୋଜିବା ପାଇଁ ଆଧାର ଭାବରେ ବିଚାର କରିଛି। ଯାହା ପୃଥିବୀ ପାଇଁ ସକ୍ରାତିକ।

Leave a Reply

Your email address will not be published. Required fields are marked *