ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ଅଭିନେତା ଶ୍ରୀତମଙ୍କ ମାଆ।

ମଣିଷ ଜୀବନରେ କେତେବେଳେ ଯେ କଣ ଘଟିଯାଏ ଏ କଥା କେହି ଜାଣି ପାରନ୍ତିନି। ସକାଳେ ସୁସ୍ଥ ଥିବା ଲୋକ ସନ୍ଧ୍ୟା ବେଳକୁ ପାଖରେ ନଥାଏ ତ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହେଇଥିବା ଲୋକ ବହୁଦିନ ପର୍ଯ୍ୟନ୍ତ ବଞ୍ଚିରୁହେ। ଯମ କେତେବେଳେ କାହାକୁ ଆସି ନେଇଯାଏ କେହି ଜାଣି ପାରନ୍ତିନି। ଗତ କିଛି ବର୍ଷ ଭିତରେ ଚଳଚ୍ଚିତ୍ର ଦୁନିଆଁର ଅନେକ କଳାକାରଙ୍କର ମୃ-ତୁ ହେଇ ଗଲାଣି। କିଛି ଦିନ ତଳେ ପିଣ୍ଟୁ ନନ୍ଦ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଥିଲେ ଆଉ ଏବେ ଶ୍ରିତମ୍ ଦାସଙ୍କ ମାଆ।

ଓଡ଼ିଆ ଚଳଚ୍ଚିତ୍ର ଦୁନିଆଁର ଶ୍ରିତମ୍ ଦାସଙ୍କୁ ଘରେ ଘରେ ସମସ୍ତେ ଜାଣିଛନ୍ତି। ୧୯୯୫ ମସିହାରୁ ଆରମ୍ଭ କରି ଆଜି ପର୍ୟ୍ୟନ୍ତ ସେ ଓଡ଼ିଆ ଫିଲ୍ମ କରୁଛନ୍ତି। ଗତ କିଛି ଦିନ ତଳେ ତାଙ୍କ ବନ୍ଧୁ ପିଣ୍ଟୁ ନନ୍ଦଙ୍କୁ ପଞ୍ଚେଇବା ପାଇଁ ସେ ଅନେକ ଚେଷ୍ଟା କରିଥିଲେ କିନ୍ତୁ କିଛି ଲାଭ ହେଇ ନଥିଲା। ସେ ପିଣ୍ଟୁଙ୍କୁ ମେଡ଼ିକାଲରେ ଦେଖା କରି ତାଙ୍କର ଯାହା ସାହାଯ୍ୟ ଦରକାର ସେ କରିବେ ବୋଲି କହିଥିଲେ ଏବଂ ସାରା ଦେଶ ବାସୀଙ୍କୁ ସାହାଯ୍ୟ ମାଗିଥିଲେ। କିନ୍ତୁ ପିଣ୍ଟୁ ନନ୍ଦ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଥିଲେ।

ପିଣ୍ଟୁ ନନ୍ଦ ମୃତୁ ପରେ ଶ୍ରୀତମ ପୁରା ଭାଙ୍ଗି ପଡ଼ିଥିଲେ। ନିଜ ବନ୍ଧୁକୁ ହରେଇବାର ଦୁଃ-ଖରୁ ସେ ଏ ପର୍ଯ୍ୟନ୍ତ ବାହାରି ନଥିଲେ। ଭଗବାନ ସେ ଦୁଃ-ଖ ଉପରେ ପୁଣି ଆଉ ଗୋଟେ ଦୁଃ-ଖ ଦେଇ ଦେଇ ଗାଲେ। ଗତ କାଲି ରାତିରେ ଶ୍ରୀତମଙ୍କ ମାଆ ହୃ-ଦଘା-ତ
ରେ ମୃ-ତୁ ବରଣ କରିଛନ୍ତି। ସେ କାଲି ସଂପୂର୍ଣ୍ଣ ସୁସ୍ଥ ଥିଲେ କିନ୍ତୁ ହଠାତ ହୃ-ଦଘା-ତ ପାଇଁ ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ। ମାଆଙ୍କ ମୃ-ତୁ ପରେ ସେ ପୁରା ଭାଙ୍ଗି ପଡିଛନ୍ତି ଏବଂ ତାଙ୍କ ଘରେ ଶୋ-କର ଲ-ହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *