ନିଜ ପର-କ୍ରୀୟ ପ୍ରୀତିକୁ ଲୁଚା-ଇବାକୁ ଯାଇ ନିଜ ୩ ବର୍ଷର ଶିଶପୁତ୍ର କୁ ମା-ରିଦେଲା ମାଆ।

ଗୋଟେ ପିଲା ପାଇଁ ଦୁନିଆଁରେ ସବୁଠୁ ନିଜର ତା ମାଆ ବାପା। ସେ ନିଜ ମାଆ କୋଳରେ ସବୁଠୁ ଅଧିକ ସୁର-କ୍ଷିତ ମଧ୍ୟ ମନେକରେ। ନିଜ ପିଲାକୁ ସୁର-କ୍ଷା ଦେବାପାଇଁ ମାଆ ବାପା ଯେତେବଡ଼ ଲୋକ ହେଲେ ମଧ୍ୟ ତାଙ୍କ ସହ ଲ-ଢ଼ି ଯାଆନ୍ତି କିନ୍ତୁ ମଧ୍ୟପ୍ରଦେଶରୁ ଏମିତି ଏକ ଘ-ଟଣା ସାମ୍ନା କୁ ଆସିଛି ଯେଉଁଠି ମାଆ ନାମରେ କ-ଳଙ୍କ ଲଗେଇ ଥିବା ଜଣେ ମହିଳା ନିଜକୁ ବଞ୍ଚାଇବାକୁ ଯାଇ ନିଜ ପିଲାକୁ ଛାତରୁ ଠେଲି ହ-ତ୍ୟା କରିଦେଇଛନ୍ତି।

ମଧ୍ୟପ୍ରଦେଶ ଗ୍ୱାଲିଅର ପୋ-ଲିସ୍ ଷ୍ଟେ-ସନ୍ ର କନେଷ୍ଟବଳ ଧ୍ୟାନ୍ ସିଂ ୨୦୧୭ରେ ବୈଦିକ ରୀତିରେ ଜ୍ୟୋତି ରାଠୋରଙ୍କୁ ବିବାହ କରିଥିଲେ। କିଛି ବର୍ଷ ଯିବାପରେ ତାଙ୍କର ଦୁଇଟି ଶିଶୁ ପୁତ୍ର ଜନ୍ମ ହେଲା। ସ୍ତ୍ରୀ ଏବଂ ଦୁଇ ପୁଅ କୁ ପାଇ ଧ୍ୟାନ୍ ସିଂ ବହୁତ୍ ଖୁସିଥିଲି। କିନ୍ତୁ ତାଙ୍କ ଖୁସିରେ ଯେମିତି କାହାର ନଜର ଲାଗିଗଲା। ହଠାତ୍ ଏପ୍ରିଲ ୨୮ତାରିଖରେ ସେ ନିଜ ପ୍ଲାଷ୍ଟିକ ଦୋକାନରେ କାମ କରିଥିବା ବେଳେ ହଠାତ୍ ବଡ଼ପୁଅ ଜତୀନ ପଡ଼ୋଶୀଙ୍କ ଛାତ ଉପରୁ ପଡ଼ି ମୃ-ତୁ ବରଣ କରିଦେଲା।

ଧ୍ୟାନ୍ ସିଂ ଏବଂ ପାଖ ପଡୋଶୀ ଭାବୁଥିଲେ ଛୋଟ ଛୁଆଟି ଖେଳୁ ଖେଳୁ ଗୋଡ ଖସି ଯାଇଥିବ କିନ୍ତୁ କିଛି ମାସ ଯିବା ପରେ ଯେତେବେଳେ ପତ୍ନୀ ଜ୍ୟୋତି ସବୁ ଦିନ ରାତିରେ ପୁଅକୁ ହ-ତ୍ୟା କରିଛନ୍ତି ବୋଲି ସପ୍ନରେ ଦେଖି ଡ-ରି ଯାଉଥିଲେ ସେ ଆଉ ନିଜକୁ ସମ୍ଭାଳି ନ ପାରି ସ୍ବାମୀଙ୍କୁ ସେଦିନର ସବୁ ସତ କଥା କହିଦେଇ ଥିଲେ। ସେଦିନ ଯେତେବେଳେ ଦୋକାନ କାମରେ ସମସ୍ତେ ବ୍ୟସ୍ତ ଥିଲେ ସେତେବେଳେ ସେ ଏବଂ ପଡୋଶୀ ଉଦୟ ଇନ୍ଦୁଲିଆ ଛାତ ଉପରେ ଯୌ-ନ ସ-ମ୍ପର୍କ ରଖିବାରେ ବ୍ୟସ୍ତ ଥିଲେ।

ମାଆଙ୍କୁ ଖୋଜି ଖୋଜି ବଡ଼ ପୁଅ ଜତିନ ଯେତେବେଳେ ଛାତ ଉପରକୁ ଯାଇଥିଲା ସେ ମାଆଙ୍କୁ ଆଉ ଜଣେ ପର ପୁରୁଷର ବାହୁରେ ଦେଖିବାକୁ ପାଇଲା କାଳେ ପୁଅ ତଳକୁ ଆସି ସମସ୍ତଙ୍କୁ ସବୁ ସତ କଥା କହିଦେବ ସେଥିପାଇଁ ଜ୍ୟୋତି ପୁଅକୁ ଛାତ ଉପରୁ ତଳକୁ ଠେ-ଲି ଦେଲେ। ସ୍ତ୍ରୀଙ୍କ ଠାରୁ ସବୁ କଥା ଶୁଣିବା ପରେ ଧ୍ୟାନ୍ ସିଂ ନିଜ ୩ ବର୍ଷର ପୁଅଙ୍କୁ ନ୍ୟା-ୟ ଏବଂ ସ୍ତ୍ରୀଙ୍କୁ ଦ-ଣ୍ଡ ଦେବା ପାଇଁ ପୋ-ଲିସ୍ ଆଗରେ ସବୁ କଥା କହିଥିଲେ। ସ୍ବାମୀଙ୍କ ଅଭି-ଯୋଗ ଅନୁସାରେ ଜ୍ୟୋତି ଏବେ ଜେ-ଲ୍ ରେ ଅଛନ୍ତି।

Leave a Reply

Your email address will not be published. Required fields are marked *