ଯୌ-ତୁକ ମାଗିବା ଜ୍ବାଇଁଙ୍କୁ ପଡ଼ିଲା ମହଙ୍ଗା , ଶଶୁର ଜୋତାରେ ପି-ଟି ପି-ଟି କଲେ ସାବାଡ

ଏ ଦୁନିଆଁରେ ଯୌ-ତୁକ ପ୍ରଥା ଅନେକ ଦିନ ଆଗରୁ ଚାଲି ଆସୁଛି ଆଉ କେବେ ବନ୍ଦ ହେବ ବୋଲି ଜଣା ମଧ୍ୟ ପଡୁ ନାହିଁ । ଏହି ପ୍ରଥା ବାସ୍ତବରେ ଅତ୍ୟନ୍ତ ଖରାପ ଅଟେ । କାହିଁକି ନା ପ୍ରତିଦିନ ଏଥିପାଇଁ କେତେ ଯେ ଝିଅଙ୍କ ଜୀବନ ଚାଲି ଯାଉଛି ଆଉ କେତେ ଝିଅଙ୍କ ପରିବାର ଉଜାଡି ଯାଉଛି , ତାର କିଛି ବି ଗଣତି ନାହିଁ । ତେବେ ଏହା ଏପରି ଏକ ଜିନିଷ , ଯାହାକୁ ବିବାହ ପରେ ବାପା ମାଆ ଝିଅଙ୍କୁ ଦେଇଥାନ୍ତି । ଆଉ ଏହା କେବଳ ଏଥିପାଇଁ ଦେଇଥାନ୍ତି କି , ଝିଅ ଶାଶୁ ଘର ଯିବା ପରେ ଶାନ୍ତିରେ ଘର ସଂସାର କରିପାରିବ । କିନ୍ତୁ ଲୋକେ ଏହାକୁ ଏକ ପ୍ରଥା ଭାବରେ ବିବେଚନା କରି ନେଇଛନ୍ତି ।

ଆଉ ସେଥିପାଇଁ ଝିଅ ମାନଙ୍କୁ ମନ ମୁତାବକ ଯୌ-ତୁକ ମାଗି ନେଇଥାନ୍ତି । ଆଜି ଏହା ଆଉ କାଲି ଏହା ଆଣିବାକୁ କହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି କଥା କହିବାକୁ ଯାଉଛୁ , ଯାହା ଶୁଣିବା ପରେ ଆପଣ ହସ ବନ୍ଦ କରିପାରିବେ ନାହିଁ। ତେବେ ଏକ ଟୁଇଟର ହ୍ୟାଣ୍ଡଲ ରୁ ସେୟାର କରାଯାଇଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି କି , ବିବାହ ସରିବା ପରେ ଜ୍ବାଇଁ ଜଣକ ନିଜ ଶଶୁରଙ୍କ କିଛି କଥା ହେଉଛନ୍ତି । ତେବେ ଏହି ସମୟ ଠିକ୍ ଝିଅ ବିଦା ସମୟ ଥିଲା । ତେବେ ସମସ୍ତଙ୍କ ମନରେ ଝିଅକୁ ବିଦାୟ ଦେବାର ଦୁଃ-ଖ ଭରି ହୋଇ ରହିଥିଲା । ଝିଅ ସବୁଦିନ ପାଇଁ ବାପ ଘର ଛାଡି ଶାଶୁ ଘରକୁ ଯିବା ପାଇଁ ବାହାରି ଥିଲା ।

https://twitter.com/HasnaZarooriHai/status/1655504517801328641?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1655504517801328641%7Ctwgr%5E4596f38b13207a0985a91a8c67add42dadb912e4%7Ctwcon%5Es1_&ref_url=https%3A%2F%2Fargusnews.in%2Farticle%2Fnational%2Fa-man-beaten-by-his-father-in-law

କିନ୍ତୁ ଠିକ୍ ଏତିକି ବେଳେ ଜ୍ବାଇଁ ମୁଣ୍ଡରେ ପଶି ଯାଇଥିଲା ଏପରି କିଛି କଥା । ନିଜ ପାଖରେ ଛିଡା ହୋଇଥିବା ଶଶୁରଙ୍କ ପାଖକୁ ଯାଇ ଯୌ-ତୁକ ବାବ-ଦକୁ ମାଗି ଦେଇଥିଲେ ଏକ ମୋଟର ସାଇକେଲ । ଆଉ ଯାହାପରେ ଶଶୁରଙ୍କ ମୁଣ୍ଡ ପୁରାପୁରି ଗରମ ହୋଇ ଯାଇଥିଲା । ସେ ସାଙ୍ଗେ ସାଙ୍ଗେ କଣ କରିଥିଲେ , ତାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ପାଦରୁ ବାହାର କରିଥିଲେ ଜୋତା । ଆଉ ସେହି ଜୋତାରେ ଜ୍ବାଇଁଙ୍କୁ ବାଡେଇବା ପାଇଁ ଲାଗିଥିଲେ ।

ଆଉ ଏହାର କିଛି ସମୟ ପରେ ଜ୍ବାଇଁ ଜଣକ ହାତ ଯୋଡ଼ି ନିଜ ଶଶୁରଙ୍କୁ କ୍ଷ-ମା ମାଗି କହିଥିଲେ କି , ତାଙ୍କର ଭୁଲ ହୋଇଯାଇଛି । ଆଗକୁ ଆଉ ଏପରି ଭୁଲ ଜମା ବି ହେବ ନାହିଁ । ଆଉ ସେ ତାଙ୍କ ଝିଅଙ୍କୁ ଖୁସିରେ ରଖିବେ । ତେବେ ଏହାପରେ ଜ୍ବାଇଁ ଜଣକ କା-ନ୍ଦି କା-ନ୍ଦି କାନ ମୁଣ୍ଡ ଆଉଁସି ହୋଇ ଝିଅକୁ ଧରି ଚାଲି ଯାଇଥିଲେ । ତେବେ ବର୍ତ୍ତମାନ ସମୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ଏହି ଭିଡିଓ ଦେଖି ହସି ହସି ଗଡି ଯାଉଛନ୍ତି । ଆଉ ନାନାଦି ପ୍ରତି-କ୍ରିୟା ମଧ୍ୟ ଦେବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *