ପ୍ରେମିକାର ବାହାଘରକୁ ପ୍ରେମିକ ଦେଇଥିଲା ହୋମଥିଏଟର ବୋ-ମା ଉପହାର । ଆଉ ବୋମା ବିସ୍ଫୋ-ରଣରେ ଜୀବନ ହାରିଲା ବର

ପ୍ରେମ ଭଳି ପବିତ୍ର ଶବ୍ଦ ଆଜି ଯେଉଁଭଳି ଭାବରେ କଳ-ଙ୍କିତ ହେଉଛି ତାହା ଆପଣ ମାନେ ଦେଖି ପାରୁଥିବେ । ପ୍ରେମିକ ପ୍ରେମିକାର ନାମ ନେଇ ଆଜିକାଲି ଯେଉଁ ସବୁ ଅମା-ନୁଷିକ କାର୍ଯ୍ୟ ହେଉଛି ତାହା ଆଶ୍ଚର୍ଯ୍ୟ ଲାଗୁଛି । ବିଶେଷ କରି ଆଜିକାଲିକା ସମୟରେ ବାଧ୍ୟବାଧକତା ମୂଳକ ପ୍ରେମ କାରଣରୁ ହିଂ-ସା ପ୍ରବୃତ୍ତି ବୃଦ୍ଧି ପାଉଛି । କାରଣ ଏଭଳି କୁହାଯାଏ ଜୋର ଜବ-ରଦସ୍ତ ପ୍ରେମର ପରିଣାମ ଖୁବ ଭ-ୟଙ୍କର ହୋଇଥାଏ । ଆଉ ବର୍ତ୍ତମାନ ସମୟରେ ମଧ୍ୟ ଏହିଭଳି ଏକ ହୃଦୟ ବିଦା-ରକ ଘ-ଟଣା ଘଟି ଯାଇଛି । ଯେଉଁଠି ବିବାହ ସମୟରେ ଘରେ ସମସ୍ତେ ଖୁସିରେ ରହିବା କଥା ସେଠାରେ ଘରୁ ଦୁଇ ଦୁଇଟି ଶ-ବ ଉଠିଛି ।

ପ୍ରେମିକାର ପରିବାର ଲୋକେ ପ୍ରେମିକକୁ ମନା କରି ତାର ବିବାହ ଅନ୍ୟତ୍ର କରାଇ ଦେବାରୁ ପ୍ରେମିକ ର-କ୍ତ ମୁଖା ହୋଇ ଯେଉଁ ଷଡଯନ୍ତ୍ର କଲା ସେଥିରେ ଦୁଇ ଦୁଇଟି ଜୀବନ ଚାଲି ଯାଇଛି । ପ୍ରେମିକାର ବିବାହ ଅନ୍ୟତ୍ର ବିବାହକୁ ସହ୍ୟ ନକରି ପାରି ପ୍ରେମିକାର ସ୍ୱାମୀକୁ ମା-ରିବାକୁ ଏଭଳି ଷ-ଡଯ-ନ୍ତ୍ର ରଚିଥିଲା ପ୍ରେମିକ । ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘଟ-ଣା ଛତିଶଗଡ଼ ରାଜ୍ୟ କବିରଧାମ ଜିଲ୍ଲା ଚମାରିଗାଁରେ ଘଟିଛି । ଯେଉଁଠି ଏକ ବିବାହ ଉତ୍ସବ ଚାଲିଥିବା ବେଳେ ପ୍ରେମିକ ନିଜ ପ୍ରେମିକାର ସ୍ୱାମୀକୁ କ୍ଷ-ତି ପହଞ୍ଚାଇବା ପାଇଁ ଏକ ପ୍ଲାନ କରିଥିଲା ଏବଂ ବିବାହ କରିଥିବା ବରକୁ ମା-ରିବାକୁ ଟା-ର୍ଗେଟ କରିଥିଲା ।

ସଞ୍ଜୁ ମର୍କମ ମଧ୍ୟପ୍ରଦେଶର ଛପରା ଜିଲ୍ଲାର ବାଲଘାଟର ହୋଇଥିବା ବେଳେ ପ୍ରେମିକା ଲଳିତା ମଧ୍ୟ ସେହି ମଧ୍ୟପ୍ରଦେଶର ବାଲଘାଟର ଚମାରିଗାଁର ଥିଲେ । ଉଭୟଙ୍କ ମଧ୍ୟରେ ନିବିଡ଼ ସ-ମ୍ପର୍କ ଗଢି ଉଠିଥିବା ବେଳେ ପ୍ରେମିକାର ପରିବାର ଲୋକେ ଛତିଶଗଡ଼ର ହୀମେନ୍ଦ୍ରଙ୍କ ସହିତ ତାଙ୍କର ବିବାହ କରାଇ ଥିଲେ । ଏହାକୁ ସହ୍ୟ କରି ପାରିନଥିଲା ପ୍ରେମିକ ଏବଂ ପ୍ରତି-ଶୋଧ ନି-ଆଁରେ ଜଳୁଥିଲା ।

ଏହି କାରଣରୁ ପ୍ରେମିକାର ସ୍ୱାମୀକୁ ମା-ରିବାକୁ ପ୍ଲାନ କରି ବିବାହକୁ ଉପହାର ସ୍ୱରୂପ ଦେଇଥିଲା ସାଉଣ୍ଡ ସିଷ୍ଟମ । ଯେତେବେଳେ ସ୍ୱାମୀ ସେହି ସାଉଣ୍ଡ ସିଷ୍ଟମକୁ ଅନ କରିଥିଲେ ସେତେବେଳେ ବିସ୍ଫୋ-ରଣ ହୋଇଥିଲା । ସେହି ସ୍ଥାନରେ ହିଁ ପ୍ରେମିକାର ସ୍ୱାମୀର ଜୀବନ ଚାଲି ଯାଇଥିଲା । ବର ଘରେ ସମସ୍ତଙ୍କ ଉପସ୍ଥିତିରେ ବିବାହର ଉପହାର ସବୁ ଖୋଲା ଚାଲିଥିଲା ।

ସେହି ସମୟରେ ହୋମ ଥିଏଟରଟିକୁ ବର ନିଜେ ଖୋଲିଥିଲେ । ଖୋଲିବା ପରେ ସେଥିରେ ଗୀତ ଶୁଣିବାକୁ କରେଣ୍ଟ ସଂଯୋଗ କରିଥିଲେ । କରେଣ୍ଟ ସଂଯୋଗ ପରେ ସେଠାରେ ଭ-ୟଙ୍କର ବିସ୍ଫୋ-ରଣ ଘଟିଥିଲା । ଏହି ସମୟରେ ବର ଏବଂ ବରର ଭାଇ ଘଟ-ଣାସ୍ଥଳରେ ହିଁ ମୃ-ତ୍ୟୁବ-ରଣ କରିଥିଲେ । ଏପଟେ ପୋଲି-ସର ପଚରା ଉଚୁରା ପରେ ସବୁ ଦୋ-ଷକୁ ମାନି ଯାଇଛି ଅଭି-ଯୁକ୍ତ ।

ତେବେ ଏ ସମ୍ବ-ନ୍ଧରେ କବିରଧାମ ଏସପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଭି-ଯୁକ୍ତ ଏ ସମ୍ବ-ନ୍ଧରେ ୨୪ ତାରିଖ ଦିନ ହିଁ ଯୋଜନା ବନାଇ ଥିଲା ଏବଂ ୩୦ ତାରିଖରେ ସେ ସାଉଣ୍ଡ ସିଷ୍ଟମ କିଣିଥିଲା । ତେବେ ସେଥିରେ ଏମୋନିୟମ ନାଇଟ୍ରେଟ , ବାରୁଦ ମିଶାଇ ହୋମ ଥିଏଟର ଆକାରରେ ବୋ-ମା ପ୍ରସ୍ତୁତ କରିଥିଲା । ଯେଉଁ କାରଣରୁ ଦୁଇ ଜଣଙ୍କ ଜୀବନ ଯାଇଛି । ତେବେ ପୋଲି-ସର ଘ-ଟଣା ଉପରେ ତ-ଦନ୍ତ ଆହୁରି ଜାରି ରହିଛି ।

Leave a Reply

Your email address will not be published. Required fields are marked *