କ୍ରିକେଟ ବ୍ୟାଟରେ ପିଟି ପିଟି ଜୀବନ ନେଇଗଲା ସ୍ୱାମୀ । ଘର ଭିତରୁ ମିଳିଲା ସ୍ତ୍ରୀ ଏବଂ ଦୁଇ ଛୁଆଙ୍କ ମୃ-ତ ଦେହ ।

ବର୍ତ୍ତମାନ ସମୟରେ ଏକ ଅଭା-ବନୀୟ ଘ-ଟଣା ସବୁଠି ଚର୍ଚ୍ଚା ପାଲଟିଛି । ଆଉ ଘ-ଟଣା ଅନୁଯାୟୀ ଜଣେ ସ୍ୱାମୀ ନିଜର ସ୍ତ୍ରୀ ଏବଂ ଦୁଇ ଛୁଆଙ୍କୁ କ୍ରିକେଟ ବ୍ୟାଟରେ ପି-ଟି ପି-ଟି ହ-ତ୍ୟା କରିଛି । ଆଉ ବର୍ତ୍ତମାନ ଅଭି-ଯୁକ୍ତ ସ୍ୱାମୀକୁ ପୋ-ଲିସ ହରିୟାଣାରୁ ଗି-ରଫ କରିଛି । ହ-ତ୍ୟାକା-ଣ୍ଡର ୨ ଦିନ ପରେ ପୋ-ଲିସ ଅଭି-ଯୁକ୍ତ ବାପ କିମ୍ବା ଅଭି-ଯୁକ୍ତ ସ୍ୱାମୀକୁ ଗି-ରଫ କରିଛି ।

ଅଭି-ଯୁକ୍ତଙ୍କ ନାମ ହେଉଛି ଅମିତ୍ତ ଏବଂ ସେ ଡିସେମ୍ବର ୨୧ ତାରିଖରେ ଘରେ ଥିବା ସମୟରେ ନିଜର ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ବ୍ୟାଟରେ ପି-ଟି ପି-ଟି ହ-ତ୍ୟା କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ମୃ-ତ ମହିଳା ତାଙ୍କ ସ୍ତ୍ରୀ ଭାବନା ଏବଂ ପୁଅ ଅଙ୍କୁଶ ଓ ଝିଅ ଖୁସି

ନିଜ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ହ-ତ୍ୟା କରିବା ପରେ ଏହି ଅଭି-ଯୁକ୍ତ ସ୍ୱାମୀ ଯାଇ ହରି-ୟାଣାରେ ଲୁ-ଚିଥିଲା । ଆଉ ସେହିଠାରୁ ହିଁ ପୋ-ଲିସ ତାକୁ ଗି-ରଫ କରିଛି । ଡିସିପିଙ୍କ ଅନୁଯାୟୀ ଘର ଭିତରୁ ତିନି ଜଣଙ୍କ ମୃ-ତ ଦେହ ଉ-ଦ୍ଧାର କରାଯାଇଛି । ତେଣୁ ଏହି ମାମ-ଲାରେ ପୋ-ଲିସ ଅଭି-ଯୁକ୍ତ ସ୍ୱାମୀ ନାମରେ ଆଇପିସି ଧାରା ଅନୁଯାୟୀ ଏକ ମାମ-ଲା ରୁଜ୍ଜୁ କରିଛି ଏବଂ ତ-ଦନ୍ତ ଆରମ୍ଭ କରିଛି । ଏଥିପାଇଁ ଦୁଇଟି ଟିମ ଗଠନ କରାଯାଇଥିଲା । ତଦନ୍ତ ବେଳେ ପୋଲିସ ସିସିଟିଭି ଫୋଟେଜ ଯାଞ୍ଚ କରିଥିଲା । ଆଉ ଏହାପରେ ଜାଣିବାକୁ ପାଇଥିଲେ ଯେ ଅଭି-ଯୁକ୍ତ ହିଁ ହ-ତ୍ୟାକା-ରୀ ।

ଏହାପରେ ହିଁ ଜଣା ପଡ଼ିଥିଲା ଯେ ସ୍ୱାମୀ ହିଁ ହ-ତ୍ୟାକା-ରୀ । ଆଉ ଏହାପରେ ସିଧା ହରିୟାଣାରେ ପହଞ୍ଚି ଅଭି-ଯୁକ୍ତ ସ୍ୱାମୀକୁ ପୋ-ଲିସ ଗି-ରଫ କରିଥିଲା । ତେବେ ଏଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଏବଂ ଜଣେ ବାପା ନିଜର ଦୁଇ ଛୁଆଙ୍କୁ କାହିଁକି ହ-ତ୍ୟା କରିଛି ସେ ବିଷୟରେ କିଛିବି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପୋଲି-ସର ତ-ଦନ୍ତ ପରେ ହିଁ ଏହା ସ୍ପଷ୍ଟ ହେବ ବୋଲି କୁହାଯାଉଛି । କିନ୍ତୁ ବର୍ତ୍ତମାନ ଏହା କୁହାଯାଉଛି ଯେ ପର-କୀୟା ପ୍ରୀ-ତି କାରଣରୁ ହିଁ ଏଭଳି ଏକ ଅଭା-ବନୀୟ ଘ-ଟଣା ଘଟି ଯାଇଛି ।

Leave a Reply

Your email address will not be published. Required fields are marked *