ସ୍ତ୍ରୀ ନିଜ ସ୍ୱାମୀକୁ କରିଥିଲା ଲାଷ୍ଟ କଲ । ଆଉ କହିଥିଲା …….. ” ମୋତେ ଭାରି……. ମୁଁ ଆଉ……”

ସ୍ତ୍ରୀ ଆଗରେ ର-କ୍ତ ଜୁ-ଡୁବୁ-ଡୁ ହୋଇ ପଡ଼ି ରହିଛି ସ୍ୱାମୀର ମୃ-ତ ଦେବ । ଆଉ ତାହାକୁ ଦେଖି ସ୍ତ୍ରୀ କା-ନ୍ଦି କା-ନ୍ଦି ଭୂଇଁରେ ଗଡ଼ି ଯାଉଛି । ଆଉ ଖାଲି କହିବାରେ ଲାଗିଛି ଯେ ବଡ଼ ଭାଇ ହୋଇ ଭାଗାରୀ କେମିତି ହୋଇଗଲା । ଆଜ୍ଞା ହଁ ବଡ଼ଗଡ଼ ଥା-ନା ଅନ୍ତର୍ଗତ ପ୍ରତାପପୁର ଗାଁରେ ଏଭଳି ଏକ ଦୟ-ନୀୟ ଘ-ଟଣା ଘଟି ଯାଇଛି ।

ସେହି ଗାଁ ଠାରୁ ୧୦ କିଲୋମିଟର ଦୂରରେ ଏକ ପୋଖରୀରେ ସେହି ଗାଁର ଜଣେ ଯୁବକଙ୍କ ମୃ-ତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ତେବେ ଘ-ଟଣା ଦିନ ହିଁ ସେ ନିଜ ସ୍ତ୍ରୀକୁ କଲ କରିଥିଲେ ଏବଂ ସେତେବେଳେ ସେ ମ-ଦ ପିଉଥିଲେ । ତେବେ ତାପରେ ନିଜ ଭାଇ ସହିତ ପାଟି ତୁ-ଣ୍ଡ ହୋଇଥିବା ମଧ୍ୟ କହିଥିଲେ ।

ସେହିଠାରୁ ହିଁ ତାଙ୍କୁ ଏକ ଗଛରେ ବାନ୍ଧି ବାଡ଼େଇବା ସହିତ ତାଙ୍କର ମୃତ୍ୟୁ ପରେ ପାଖରେ ଥିବା ଏକ ନାଳରେ ଫିଙ୍ଗି ଦେଇଥିଲେ । ଆଉ ଆଗାମୀ ଦିନ ଲୋକେ ସକାଳୁ ମୃ-ତ ଦେହ ପାଇଥିଲେ । ତେବେ ଘ-ଟାଣ ଅନୁଯାୟୀ ମୃ-ତକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥା-ନା ଅନ୍ତର୍ଗତ ଜଗନ୍ନାଥପୁର ଶାସନର ୩୦ ବର୍ଷୀୟ ନିଲୁ ବିଶୋଇ ।

ସେ ଗତ ଶନିବାର ରଗୁମ ନିକଟରେ କିଛି ଲୋକଙ୍କ ସହିତ ପା-ଟିତୁ-ଣ୍ଡ କରିଥିବା ଲୋକ ଦେଖିବାକୁ ପାଇଥିଲେ । ଆଉ ସେହିଦିନ ରାତିରେ ନିଲୁ ଘରକୁ ମଧ୍ୟ ଫେରି ନଥିଲେ । କିନ୍ତୁ ସକାଳୁ ନିଜ ଗାଁ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ପ୍ରତାପପୁର ଗାଁର ଏକ ନାଳରେ ର-କ୍ତ ଜୁ-ଡୁବୁ-ଡୁ ଅବସ୍ଥାରେ ନିଲୁଙ୍କ ମୃ-ତ ଶରୀର ପଡ଼ିଥିଲା ।

ଯାହାକୁ ଦେଖିବା ପରେ ଖବର ଦେଇଥିଲେ ଲୋକେ । ନିଲୁ ବିବାହିତା ହୋଇଥିବା ବେଳେ ତାଙ୍କର ତିନି ପୁଅ ଝିଅ ମଧ୍ୟ ଅଛନ୍ତି । କିନ୍ତୁ ନିଲୁ ତାଙ୍କ ସ୍ତ୍ରୀ ଏବଂ ପୁଅ ଝିଅଙ୍କ ଠାରୁ ଅଲଗା ହୋଇ ନିଜ ଗାଁ ଜଗନ୍ନାଥପୁର ଶାସନରେ ରହୁଥିଲେ । ସ୍ତ୍ରୀ ପିଲା ଛୁଆ ତାଙ୍କ ଶ୍ୱଶୁର ଘରେ ରହୁଥିଲେ । ତାଙ୍କ ନିଜ ଘରେ ହିଁ ହତ୍ୟା ହୋଇଥିବା ନେଇ ତାଙ୍କ ସ୍ତ୍ରୀ ଅଭି-ଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ନିଲୁଙ୍କ ସହିତ ତାଙ୍କ ଭାଇ ସବୁବେଳେ ଜମିଜମାକୁ ନେଇ କଳହ କରୁଥିଲେ । ତେଣୁ ସମ୍ପତ୍ତି ଖାଇବା ଲୋଭରେ ସେମାନେ ନିଲୁକୁ ହ-ତ୍ୟା କରିଥିବା କହିଛନ୍ତି ସ୍ତ୍ରୀ । ସେପଟେ ଘ-ଟଣା ବିଷୟରେ ସୂଚନା ପାଇ ଆଶିକାର ଏସ୍ଡିପିଓ ଏବଂ ଥା-ନା ଅଧିକାରୀ ପହଞ୍ଚି ଘଟ-ଣାର ଅଧିକ ତ-ଦନ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *