ଅନୁଭବଙ୍କୁ ମିଳିଲା ବଡ଼ ବିଜୟ । ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ । ଖୁସି ହେଲେ ଅନୁଭବ ।
ଦୀର୍ଘ ବର୍ଷ ଧରି ଚାଲିଥିଲା ଅନୁଭବ ଏବଂ ବର୍ଷା ବିବାହ ବିବାଦ ମାମଲା ବର୍ତ୍ତମାନ ଏକ ମୋଡ଼ରେ ପହଞ୍ଚିଛି । ଆପଣ ମାନେ ଜାଣିଥିବେ ଯେ ଗତ କିଛିମାସ ତଳେ ଅନୁଭବ ମହାନ୍ତି ଖୁବ ଦୁଃଖିତ ହୋଇଥିଲେ କାରଣ ସେ ଚାହୁଁଥିଲେ …
Read More