କ୍ରିକେଟ ବ୍ୟାଟରେ ପିଟି ପିଟି ଜୀବନ ନେଇଗଲା ସ୍ୱାମୀ । ଘର ଭିତରୁ ମିଳିଲା ସ୍ତ୍ରୀ ଏବଂ ଦୁଇ ଛୁଆଙ୍କ ମୃ-ତ ଦେହ ।

ବର୍ତ୍ତମାନ ସମୟରେ ଏକ ଅଭା-ବନୀୟ ଘ-ଟଣା ସବୁଠି ଚର୍ଚ୍ଚା ପାଲଟିଛି । ଆଉ ଘ-ଟଣା ଅନୁଯାୟୀ ଜଣେ ସ୍ୱାମୀ ନିଜର ସ୍ତ୍ରୀ ଏବଂ ଦୁଇ ଛୁଆଙ୍କୁ କ୍ରିକେଟ ବ୍ୟାଟରେ ପି-ଟି ପି-ଟି ହ-ତ୍ୟା କରିଛି । ଆଉ ବର୍ତ୍ତମାନ ଅଭି-ଯୁକ୍ତ ସ୍ୱାମୀକୁ …

Read More

ମୁମ୍ବାଇ ଇଣ୍ଡିଆନ୍ସର ଟେନ୍ସନ ବଢ଼ାଇଲେ ହାର୍ଦିକ ପାଣ୍ଡ୍ୟା । ରୋହିତଙ୍କ ପ୍ରଶଂସକ ହେଲେ ଖୁସି ।

ଆଗକୁ ଆସୁଛି ବିଶ୍ୱର ସବୁଠାରୁ ବଡ଼ ଲିଗ ମ୍ୟାଚ ଆଇପିଏଲ ୨୦୨୪ । ଯାହାକୁ ନେଇ ସବୁ ଆଇପିଏଲ ଫ୍ୟାନ୍ସ ଖୁସି ଥିଲେ ହେଁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ କିଛି ଲୋକ ଖୁସି ହୋଇଥିବା …

Read More

ବିବାହର ନଅ ବର୍ଷ ପରେ ବି ଜଣେ ସ୍ତ୍ରୀ ସହିତ ଏମିତି କା-ଣ୍ଡ ଘଟାଇଛି ଜଣେ ସ୍ୱାମୀ । ଜାଣିଲେ ପାଦ ତଳୁ ମାଟି ଖସିଯିବ ।

ଯେଉଁ ସ୍ୱାମୀକୁ ଭରସା କରି ମହିଳା ଜଣକ ନିଜ ପରିବାର ଛାଡ଼ି ପର ଲୋକଙ୍କୁ ନିଜର କରିବାକୁ ଚାଲି ଆସିଥିଲେ ସେହି ସ୍ୱାମୀ ଦିନେ ତାଙ୍କ ହାତ ଛାଡ଼ିଦେବା ତ ଦୂରର କଥା ତାଙ୍କ ଜୀବନ ନେବାକୁ ମଧ୍ୟ କିଭଳି ପଛାଇଲେ …

Read More

ଯେଉଁଠି ଜୀବନ ଯାଇଥିଲା ସେଇଠି ଦିଆ ଯାଉଛି ଶେଷ ବିଦାୟ..

ଇତିହାସର ଏ ପ୍ରଥମ ଘ-ଟଣା। ସହିଦ୍ ସ୍ଥାନରେ ଏ ବୀର ଯବାନଙ୍କର ହେଉଛି ଅନ୍ତିମ ସଂ-ସ୍କାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯାଉଛି ଶେଷ ବି-ଦାୟ। ଆତ-ଙ୍କବାଦୀ ଗୁ-ଳି ମା-ଡ଼ରେ ଗାଡ଼ି ଭିତରେ ହିଁ ସହିଦ୍ ହୋଇଥିଲେ ଚାରି ଯବାନ। ସେଦିନ ଗାଡ଼ି …

Read More

ମୋ ଭିତରେ ଗୋଟେ ପାଉଁଶ ତଳର ନିଆଁ କୁହୁଳୁଛି । ହିସାବ କିତାବ ନେବା ପାଇଁ ମୁଁ ଫେରିବି: ଅନୁଭବ ମହାନ୍ତି ।

ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ନିଶ୍ଚୟ ଯେ ବହୁତ୍ ଦିନ ଧରି ଥମିବାର ନାଁ ନେଉଥିଲା ବର୍ଷା ଓ ଅନୁଭବ ପାରିବାରିକ କଳି । କିନ୍ତୁ ବର୍ତମାନ ସମୟରେ ଅନୁଭବ ମହାନ୍ତିଙ୍କ ପାଇଁ ଆସିଛି ଖୁସି ଖବର । ଶେଷରେ ଆଖିର …

Read More

ସ୍ୱାମୀକୁ ବନ୍ଧା ପକାଇ ସ୍ତ୍ରୀ ନେଲା ଋଣ । ଆଉ ଏବେ ସ୍ୱାମୀ ଏବଂ ଛୁଆଙ୍କୁ ଛାଡ଼ି ହୋଇଗଲା ଫେରାର ।

ନିଜର ସ୍ୱାମୀ ପରିବାର ଏବଂ ଦୁଇ ଛୁଆଙ୍କୁ ଛାଡ଼ି ଆଜକୁ ଆଠ ଦିନ ହେବ ନିଖୋଜ ଅଛନ୍ତି ମହିଳା । ଯେଉଁ କାରଣରୁ ସ୍ୱାମୀ ହାତରେ ଏକ ଲିଖିତ ଅଭିଯୋଗ ନେଇ ନିଜ ସ୍ତ୍ରୀକୁ ଖୋଜିବାକୁ ଅନୁରୋଧ କରିଛନ୍ତି । ଆଉ …

Read More

ପୁଅ ଜନ୍ମ ହୋଇଥିବା କହି ନର୍ସ ମାଗିଥିଲା ମିଠା । ଆଉ ସ୍ତ୍ରୀ କଥା ପଚାରିବାରୁ କହିଲେ….. ସ୍ତ୍ରୀ ଦେହରୁ …….

ତ୍ରୁଟି ପୂର୍ଣ୍ଣ ଚିକିତ୍ସା ଯୋଗୁଁ ଚାଲିଗଲା ମହିଳାଙ୍କ ଜୀବନ । ଯେଉଁ କାରଣରୁ ସ୍ୱାମୀ ଆଉ ସହି ପାରୁ ନାହାଁନ୍ତି । ବର୍ତ୍ତମାନ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ …

Read More

ଛାଡ଼ପତ୍ର ପରେ ଆଉ ମାସକୁ ଭରଣ ପୋଷଣ ପାଇଁ ଟଙ୍କା ପାଇବେନି ବର୍ଷା । ଅନୁଭବଙ୍କ ଓକିଲ କହିଲେ ଏମିତି ।

ଏବେ ଅନୁମତି ମିଳିବା ପରେ ବର୍ଷାଙ୍କ ଠାରୁ ଅନୁଭବ ଅଲଗା ହୋଇଯିବେ । ଏହାବ୍ୟତୀତ ଅଲଗା ହେବା ପରେ ବର୍ଷାଙ୍କୁ ଅନୁଭବ ଆଉ ମାସିକ ଭରଣ ପୋଷଣ ପାଇଁ ଟଙ୍କା ମଧ୍ୟ ଦେବେନି । କାରଣ ଏହି ମାମଲାରେ ଅନୁଭବଙ୍କ ପ୍ରତି …

Read More

ଯାହାକୁ କୂଳଦେଵତା ଭାବି ପୂଜା କରୁଥିଲେ, ଶେଷରେ ଜଣାପଡ଼ିଲା….

ସେହି ଆଶାରେ ସେମାନେ ବିରାଟ ଗୋଲାକାର ପଥର ଭଳି ଦିଶୁଥିବା ଜିନିଷକୁ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରି ଆସୁଥିଲେ।ହେଲେ ମଧ୍ୟପ୍ରଦେଶର ନର୍ମଦା ଘାଟି ଅଞ୍ଚଳରେ ଗୋଟିଏ ଗାଁକୁ କିଛି ଦିନ ତଳେ ବିଶେଷଜ୍ଞ ଟିମ ପରିଦର୍ଶନ କରିବାକୁ ଯାଇଥିଲେ। ୩ ଜଣ …

Read More

ମା’ର ଶ-ବକୁ ଧରି ପୁଅ କଲା ତୀର୍ଥ ଯାତ୍ରା । ଦୃଶ୍ୟ ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

ମା’ର ଗଳିତ ଶ-ବକୁ ଶୁଟକେଶରେ ଭରି ତୀର୍ଥ ଯାତ୍ରା କରୁଥିବା ଜଣେ ପୁଅକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ପୁଅ ୮୦୦ କିଲୋମିଟର ଯାତ୍ରା କରିବା ପରେ ନିଜ ମା’ର ଶ-ବ ସହିତ ପ୍ରୟାଗରାଜରେ ପହଞ୍ଚିଲେ । …

Read More