ନରେନ୍ଦ୍ର ମୋଦିଙ୍କ ମୋବାଇଲ ନମ୍ବର କେତେ? ବ୍ୟାଙ୍କରେ କେତେ ଟଙ୍କା ରଖିଛନ୍ତି ଏହି ରାଜନେତା, ହେଲା ଖୁଲାସା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋବାଇଲ ନମ୍ବର କେତେ? କେତେ ଟଙ୍କାର ମାଲିକ ଭାରତର ପ୍ରଧାନମନ୍ତ୍ରୀ? ସବୁ କଥାର ଖୁଲାସା କଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଆଜ୍ଞା ହଁ ବନ୍ଧୁଗଣ ଆପଣ ଯଦି ପ୍ରଧାନମନ୍ତ୍ରୀଙ୍କର ମୋବାଇଲ ନମ୍ବର ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଜଣେଇବୁ। ଅନେକ ଲୋକ ପ୍ରଧାନମନ୍ତ୍ରୀଙ୍କର ମୋବାଇଲ ନମ୍ବର ଜାଣି ନଥିବେ। କିମ୍ବା ଅନେକ ମଧ୍ୟ ତାଙ୍କ ନମ୍ବର ଜାଣିବାକୁ ଚାହୁଁଥିବେ। ତାହେଲେ ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କର ମୋବାଇଲ ନମ୍ବର କେତେ?

ବନ୍ଧୁଗଣ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଲୋକସଭା ସିଟର ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହାରି ମଧ୍ୟରେ PM ମୋଦୀ ନିଜର ମୋବାଇଲ ନମ୍ବର ଆଉ ଇମେଲ ସମ୍ପର୍କରେ ମଧ୍ୟ କରିଛନ୍ତି ବଡ଼ ଖୁଲାସା।ରିପୋର୍ଟରୁ ଜଣାପଡିଛି କି ମୋଦୀ କହିଛନ୍ତି ମୋ ସହିତ ଯୋଗାଯୋଗ କରିବା ପାଇଁ ନମ୍ବର ହେଉଛି 8980809224। ଆଉ ମୋର ଇମେଲ ଆଇଡି ହେଉଛି Narendra Modi@Narendra Modi.in। ମୋଦୀ ଏହା ମଧ୍ୟ ଘୋଷଣା କରିଛନ୍ତି କି ତାଙ୍କ ପାଖରେ ପ୍ରାୟ ୩ କୋଟିର ଜମା ରାଶି ସହିତ ୫୩ ହଜାର କ୍ୟାସ ଅଛି।

ଏଥି ସହିତ ଗାନ୍ଧିନଗର ଏବଂ ବାରଣାସୀରେ ଦୁଇଟି ବ୍ୟାଙ୍କରେ ରହିଛି ୮୦ ହଜାର ୩ ଶହ ୧୪ ଟଙ୍କା।ତେବେ ବନ୍ଧୁଗଣ ଆମେ ଆପଣଙ୍କୁ ଜଣାଇ ରଖିବୁ କି ବାରଣାସୀରେ ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ପାଇଁ ଜୁନ ୧ ରେ ମତଦାନ ଗ୍ରହଣ ହେବ। ଆଉ ତା ପୂର୍ବରୁ ମୋଦୀ ନିଜ ବିଷୟରେ କିଛି ଏମିତି ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ଆଉ ଅନେକ ପ୍ରଧାନମନ୍ତ୍ରୀଙ୍କର ମୋବାଇଲ ନମ୍ବର ଜାଣି ଖୁସି ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *