ପୋ-ଲି-ସ ବାବୁକୁ ମାମୁଁ ବୋଲି ଡାକିଲା ପିଲା , ତାପରେ ପୋ-ଲି-ସ ବାବୁ ଯାହା କଲେ ତାହା ଜାଣିଲେ ଆପଣଙ୍କ ର-କ୍ତ ବି ଗରମ ହୋଇଯିବ :-

ଛୋଟ ପିଲାଙ୍କ ଭୁଲକୁ ଭୁଲ ଅର୍ଥରେ ହିଁ ନିଆଯାଏ ଏବଂ ସେହି ଭୁଲକୁ ସୁଧାରିବା ପାଇଁ ଗା-ଳିଗୁ-ଲଜ ନୁହେଁ ବରଂ ଭଲରେ ବୁଝାଇବାକୁ ପଡ଼ିଥାଏ । ଯେହେତୁ ଛୋଟ ପିଲାମାନେ ଦେଶର ଭବିଷ୍ୟତ , ତେଣୁ ସେମାନଙ୍କୁ ଭଲ ଶିକ୍ଷା ଦେବା ସମାଜର ସବୁ ନାଗରିକ ଏବଂ ଅଧିକାରୀଙ୍କ କର୍ତ୍ତବ୍ୟ ଅଟେ । କିନ୍ତୁ ଏଠାରେ ଜଣେ ପୋ-ଲି-ସ କର୍ମୀ ପିଲାଟି ସହିତ ଏପରି ବ୍ୟବହାର କରିଛନ୍ତି ତାହା ଜାଣିଲେ ଆପଣବି କ୍ରୋ-ଧିତ ହୋଇଯିବେ । ତେବେ ବର୍ତ୍ତମାନ ସମୟରେ ଏକ ଘ-ଟଣା ଆସି ପହଞ୍ଚିଛି ଯେଉଁଠି ଶୁଣିବାକୁ ମିଳିଛି ଯେ ଜଣେ ପୋ-ଲି-ସ କର୍ମୀ ପିଲାଟି ସହିତ ବ-ର୍ବର ବ୍ୟବହାର କରିଛନ୍ତି ।

ତେବେ ସୂଚନା ଅନୁଯାୟୀ ଏହି ଘ-ଟଣା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପଣସପଡ଼ିଆର ଅଟେ । ତେବେ ଘ-ଟଣା ଏହା ଯେ ଜଣେ କୁନି ପିଲା ସ୍କୁଲରୁ ଆସୁଥିବା ସମୟରେ ରାସ୍ତାରେ ଏକ ପୋ-ଲି-ସ ଗାଡ଼ି ଯାଉଥିବାର ଦେଖି ପୋ-ଲି-ସକୁ ମାମୁଁ ବୋଲି ଡ଼ାକିଛି । ତେବେ ଏହି ମାମୁଁ ଡାକିବା ପିଲାଟି ପାଇଁ ମ-ହ-ଙ୍ଗା ପଡ଼ିଛି । ଗାଡ଼ିରେ ଯାଉଥିବା ପୋ-ଲି-ସକର୍ମୀ କିଛି ବାଟ ଗାଡ଼ି ନେବାପରେ ପୁଣିଥରେ ଗାଡ଼ି ଫେରାଇ ଆଣି ପିଲାଟିକୁ ଚା-ପୁ-ଡ଼ା ମା-ରିଛନ୍ତି । ପିଲାଟିର ଚୁ-ଟି ଘୋଷାରି ତାକୁ ଚା-ପୁ-ଡ଼ା ମା-ରି-ବା ସହିତ ଗୋଡ଼ ତଳେ ପଡ଼ିବାକୁ ମଧ୍ୟ କହିଛନ୍ତି । ଏମିତିକି ପିଲାଟିକୁ ଉଠାଇ ପୁଣିଥରେ ଗାଡ଼ିରେ ବସିବାକୁ କହିଛନ୍ତି ।

ପିଲାଟି ଗୋଡ଼ ତଳେ ପଡ଼ି ଭୁଲ ମାଗିବା ସତ୍ତ୍ୱେ ବି ପୋ-ଲି-ସ ଅଧିକାରୀ ତାକୁ ଖରାପ ଭାଷାରେ ଗା-ଳିଗୁ-ଳଜ କରିଛନ୍ତି । ପିଲାଟି ଗାଡ଼ିରେ ନବସିବାରୁ ଖରାପ ଭାଷା କହିବା ସହିତ ପିଲାଟିର ମା ର କେତେ ନମ୍ବର ଧରମ ଭାଇ ବୋଲି କହିଛନ୍ତି । ଏହାପରେ ପୋ-ଲି-ସ କର୍ମୀ ଜଣକ ସେଠାରୁ ପଳାଇ ଯାଇଛନ୍ତି ।

ତେବେ ପିଲାଟି କା-ନ୍ଦି କା-ନ୍ଦି ନିଜ ପରିବାର ଲୋକଙ୍କୁ କହିବା ପରେ ସେହି ଅଞ୍ଚଳରେ ଲୋକେ ଉ-ତକ୍ଷି-ପ୍ତ ହୋଇଛନ୍ତି ଏବଂ ପୋଲି-ସକ-ର୍ମୀଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି । ପିଲାଟିର ମା ମଧ୍ୟ ପୁରା ଘଟ-ଣାକୁ ମିଡ଼ିଆ ସାମ୍ନାରେ ବ୍ୟକ୍ତ କରିଛନ୍ତି ଏବଂ ନ୍ୟା-ୟ ମାଗିଛନ୍ତି । ସ୍ଥାନୀୟ ଲୋକଙ୍କ ଦାବି ଏହା ଯେ ପୋ-ଲି-ସ କର୍ମୀ ସେଠାକୁ ଆସି ଏସବୁ ପାଇଁ ଭୁଲ ମାଗନ୍ତୁ । କାରଣ ଜଣେ ପୋ-ଲି-ସ କର୍ମୀ ହିସାବରେ ତାଙ୍କର ଏପରି ବ୍ୟବହାର ବାସ୍ତବରେ ନିନ୍ଦ-ନୀୟ ଅଟେ ।

ଜଣେ ପୋ-ଲି-ସ କର୍ମୀ ହିସାବରେ ସେ ସମାଜକୁ ସୁଧାରିବା କଥା । ନା ଏମିତି ଖରାପ ଭାଷାରେ ଛୋଟ ପିଲାଙ୍କୁ ଗା-ଳି କରିବା କଥା । ଛୋଟ ପିଲାଙ୍କ ସହିତ ଏପରି ବ୍ୟବହାର ନକରି ସେ ନିଶ୍ଚିତ ଭାବରେ ଏହା ବୁଝାଇ କହି ପରିଥାନ୍ତେ ଯେ ଏପରି ମାମୁଁ ଡାକିବା ଠିକ ନୁହେଁ । କିନ୍ତୁ ସେ ଯେଉଁ ଭଳି ଭାବରେ ଜଣେ ଛୋଟ ପିଲା ପ୍ରତି ବ୍ୟବହାର ଦେଖାଇଛନ୍ତି ତାହା ତାଙ୍କ ଠାରୁ ଆଶା କରାଯାଏ ନାହିଁ । ତେଣୁ ସ୍ଥାନୀୟ ଲୋକେ ଏଥିପାଇଁ ନ୍ୟା-ୟ ଦାବି କରିଛନ୍ତି ଏବଂ ପୋ-ଲି-ସ କର୍ମୀଙ୍କୁ ସେଠାକୁ ଆସି ଭୁଲ ମାଗିବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *