ରାମ ମନ୍ଦିରକୁ ସବୁଠାରୁ ଅଧିକ ଦାନ କଲା ଏହି ରାଜ୍ୟ । ଗୋଟିଏ ରାଜ୍ୟର ଲୋକେ କଲେ କୋଟି କୋଟି ଟଙ୍କାର ଦାନ ।

ହୁଏତ ଏମିତିକା ଦାନ ଆପଣ ମାନେ କେବେ ଦେଖିନଥିବେ । ମନ୍ଦିରକୁ ଦାନ ଦେବାର ରେକର୍ଡ଼ ହୋଇଗଲାଣି ଯାହାକି ହଜାର ହଜାର କୋଟି ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଜାନୁୟାରୀ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଥିବାର ଦିନ ଯେତେ ପାଖେଇ ପଖେଇ ଆସୁଛି ଲୋକଙ୍କ ମନରେ ସେତେ ଉତ୍ସାହ ବଢ଼ିବାରେ ଲାଗିଛି । ଆଉ ଏଥିପାଇଁ ଭକ୍ତ ମାନେ ଖୋଲା ମନରେ ଦାନ ମଧ୍ୟ କରୁଛନ୍ତି । ଏଥିରେ ଗୋଟିଏ ରାଜ୍ୟ ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛି । ରାମ ମନ୍ଦିର ସୁନାରମନ୍ଦିର ପାଲଟି ବାରେ ଲାଗିଛି । କାରଣ ସବୁ ଦ୍ୱାରାରେ ସୁନାର କବାଟ ଲଗାଯାଇଛି ଏବଂ ବହୁ ଅଳଙ୍କାରରେ ସଜ୍ଜିତ ହେଇଛି । ଆପଣ ମାନେ ନିଶ୍ଚୟ ଦ୍ଵନ୍ଦରେ ଥିବେ ଯେ କେଉଁ ରାଜ୍ୟ ସବୁଠୁ ଅଧିକ ଦାନ କରିଛି ।

ଗୁଜୁରାଜ ସବୁ ରାଜ୍ୟ ଠାରୁ ଅଧିକ ଦାନ କରିଛି । ରାମ ମନ୍ଦିର ଉତ୍ତର ପ୍ରଦେଶରେ ପ୍ରତିଷ୍ଠା ହୋଇଥିବା ବେଳେ ଦାନ ଅନୁଯାୟୀ ଆଗରେ ରହିଛି ଗୁଜୁରାଟ । ସବୁ ରାଜ୍ୟଠାରୁ ଆଗରେ ସେମାନେ ରହିଛନ୍ତି । ହାତ ଖୋଲା ଦାନ କରିଛନ୍ତି ସେହି ରାଜ୍ୟ ଏମିତିକି କିଛି ଲୋକେ ଏମିତି ଦାନ କରିଛନ୍ତି ଯେ ତାହା ରେକର୍ଡ ହୋଇ ଯାଇଛି ।

ଏହି ବିଷୟରେ ରାମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି । କହିରଖିବୁ ଯେ ସବୁଠାରୁ ଅଧିକ ଦାନ କରୁଥିବା ଗୁଜୁରାଟ ଠାରୁ ଠାରୁ କୋଟି କୋଟି ଟଙ୍କାର ଦାନ ଆସିଛି । ସୂଚନା ଅନୁଯାୟୀ ଏବେ ସୁଦ୍ଧା ୫ ଶହରୁ ୫ ହଜାର କୋଟି ଟଙ୍କାର ଦାନ ମିଲିସରିଲାଣି । ମନ୍ଦିରର ନିର୍ମାଣ ପାଇଁ ଦେଶ ବିଦେଶରୁ ମୋନ ଖୋଲା କରି ଲୋକେ ଦାନ କରୁଛନ୍ତି ।

ତେଯେ ବେଳେ ରାମ ମନ୍ଦିର ପାଇଁ ଶିଳାନ୍ୟାସ ରଖାଗଲା ସେତେବେଳେ କେହିବି ଭାବିନଥିଲେ ଏତେ ମାତ୍ରାରେ ଦାନ ମିଳିବ ବୋଲି । ଆଉ ସେହି ଦାନ ଅର୍ଥରେ ମନ୍ଦିରର ପ୍ରଥମ ମୋହଲ ନିର୍ମାଣ ହେଇଯିବ ବୋଲି । ତେବେ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ଏଭଳି ସୂଚନା ମିଳିଛି । ପୂର୍ବରୁ ଦେଶରେ ୧୧ କୋଟିରୁ ୯ ଲକ୍ଷ ଲୋକଙ୍କଠୁ ୯୦୦ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ସମୟ ବଢ଼ିବା ସହିତ ଏବେ ଜଣାପଡିଛି ଯେ୫ ୫ ହଜାର ୫ ଶହରୁ ଉର୍ଦ୍ଧ୍ବ ହଜାର କୋଟି ଟଙ୍କାରୁ ଦାନ ମିଳିସାରିଛି । ଏହାରି ମଧ୍ୟରେ ସବୁଠାରୁ ଅଧିକ ଦାନ କରିଥିବା ରାଜ୍ୟ ହେଉଛି ଗୁଜୁରାଟ । ଆଉ ଏପଟେ ସାରା ଦେଶର ଲୋକେ ୨୨ ତାରିଖକୁ ମଧ୍ୟ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି ।

Leave a Reply

Your email address will not be published. Required fields are marked *