ନାବାଳକ ଛାତ୍ର ସହିତ ଶିକ୍ଷୟିତ୍ରୀ ରଖୁଥିଲେ ଯୌ-ନ ସମ୍ପର୍କ , ଧରା ପଡ଼ି ଗଲେ ଜେ-ଲ୍

ଶିକ୍ଷକ ଆଉ ଶିକ୍ଷୟିତ୍ରୀ ଏ ଦୁନିଆଁର ସବୁଠାରୁ ମହାନ୍ ମଣିଷ ହୋଇଥାନ୍ତି । କାହିଁକି ନା ସେମାନେ ଗୋଟିଏ ମଣିଷକୁ ଗଢ଼ି ତୋଳିବା ପାଇଁ ସହାୟକ ହୋଇଥାନ୍ତି । ସେମାନେ ଏପରି ମଣିଷ ଯେଉଁ ମାନେ ଆଉ ଜଣେ ମଣିଷକୁ ଏ ଦୁନିଆଁରେ ସାହସୀ କରିବାରେ ଆଉ ଜୀବନରେ ଆଗକୁ ବଢ଼ିବାରେ ସହଯୋଗ କରନ୍ତି । ସେଥିପାଇଁ ତ କୁହାଯାଏ ଅନ୍ଧାର ପଥରୁ ଆଲୁଅ ପଥକୁ ନେଉଥିବା ମଣିଷକୁ ହିଁ ଗୁରୁ କୁହାଯାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ପାଦ ତଳୁ ମାଟି ଖସାଇ ଦେବ ।

କେବେ ସ୍ବପ୍ନରେ ମଧ୍ୟ ଆପଣ ଏହି କଥା ଭାବି ନଥିବେ । ଜଣେ ଶିକ୍ଷୟିତ୍ରୀ ହୋଇ ନିଜ ଛାତ୍ର ମାନଙ୍କ ସହିତ ଏପରି କା-ଣ୍ଡ କିପରି କରିପାରିଲେ । ମାତ୍ର କିଛି ମୁହୂର୍ତ୍ତ ପାଇଁ ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ଶିକ୍ଷୟତ୍ରୀ ଏପରି ପଦକ୍ଷେପ ନେଲେ ଯେ , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଏପରି ଏକ ଘ-ଟଣା ଘଟିଯାଇଛି ଆମେରିକାରେ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଆମେରିକାରେ ଜଣେ ନୁହେଁ କି ଦୁଇ ଜଣ ନୁହେଁ ୬ ଜଣ ଶିକ୍ଷୟୀତ୍ରି ଧରା ପଡିଛନ୍ତି । ସେମାନେ ପିଲା ମାନଙ୍କୁ ପାଠ ପଢ଼ାଇବେ କଣ ନିଜ ଦେହର ଭୋକ ମେଣ୍ଟା-ଇବା ପାଇଁ ଯୋଜନା କରୁଥିଲେ ।

ତେବେ ଏହି ଫା-ଶରେ ସେମାନେ ସେମାନଙ୍କ ନାବାଳକ ଛାତ୍ର ମାନଙ୍କୁ ପକାଇ ଥିଲେ । ଆଉ ସେମାନଙ୍କ ସହିତ ଶାରୀ-ରିକ ସମ୍ପ-ର୍କ ରଖିବାକୁ ବାଧ୍ୟ କରୁଥିଲେ । ତେବେ ଏପରି ଆମେରିକାର ଗୋଟିଏ ସ୍ଥାନରେ ନୁହେଁ ପୁରା ଅଲଗା ଅଲଗା ପ୍ରାନ୍ତରେ ଦେଖିବାକୁ ମିଳିଛି । ତେବେ ଏପରି ଘଟ-ଣା ୬ ମାସ ହେଲା ଚାଲି ଆସୁଥିଲା। ଆଉ ଧିରେ ଧିରେ ସବୁ କଥାର ପରଦାଫାସ ହୋଇଗଲା । କାହିଁକି ନା ଏପରି କାର-ନାମା ଆଗକୁ ଆସିବା ପରେ ସହଜରେ କେହି ବିଶ୍ବାସ ମଧ୍ୟ କରି ନଥିଲେ । ଶିକ୍ଷୟିତ୍ରୀ ମାନେ ପାଠ ପଢ଼ାଇବା ତ ଦୂରର କଥା ଏପରି କାମ କରୁଥିଲେ ।

ତେବେ ଏହି ଫା-ଶରେ ଅନେକ ନାବାଳକ ପଡ଼ି ଯାଇଥିଲେ ଆଉ ସେମାନେ କିଛି କରି ପାରୁ ନଥିଲେ । ତେବେ ବର୍ତ୍ତମାନ ସମୟରେ ଏପରି ଘ-ଟଣା ପୁରା ଆମେରିକାରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସମସ୍ତେ ନିଜ ନିଜ ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ ଛାଡ଼ିବାକୁ ଭ-ୟ କରୁଛନ୍ତି।ତେବେ ସେ ଯାହା ବି ହେଉ ନା କାହିଁକି , ବର୍ତ୍ତମାନ ସମୟରେ ସେହି ୬ ଜଣ ଶିକ୍ଷୟିତ୍ରୀ ମାନଙ୍କୁ ଗି-ରଫ କରାଯିବା ସହିତ ସେମାନଙ୍କୁ କୋ-ର୍ଟ ଚା-ଲାଣ ମଧ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *