ଅନ୍ୟ ଦେଶ ତୁଳନାରେ ଭାରତ ବିଷୟରେ କହିବାକୁ ଗଲେ ଯାନ ବାହନର ବଢୁଥିବା ସଂଖ୍ୟା ସହିତ ଦୁର୍ଘ-ଟଣା ହାର ମଧ୍ୟ ବେଶ ବଢ଼ିବାରେ ଲାଗିଛି । ସେଥିମଧ୍ୟରୁ ଅଧିକ ମାତ୍ରାରେ ଘଟୁଥିବା ଦୁର୍ଘ-ଟଣା ହେଉଛି ଭାରୀ ଯାନ ସହିତ ଅନ୍ୟ ବାଇକ ମଟର ଅର୍ଥାତ ହାଲୁକା ଯାନ ଦୁର୍ଘ-ଟଣା ।
ଯାହାକୁ ନେଇ ରାସ୍ତାରେ ଦ୍ରୁତ ଗତି ଚାଳନା ଉପରେ ରୋକ ଲଗା ଯାଉଥିଲେ ହେଁ କୌଣସି ଫାଇଦା ମିଳିପାରୁ ନାହିଁ । ସେହି କାରଣରୁ ବର୍ତ୍ତମାନ ଭାରୀ ଯାନ ଡ୍ରାଇଭର ଦୁର୍ଘ-ଟଣା ଘଟାଇଲେ କିମ୍ବା ତାଙ୍କର କୌଣସି ଭୁଲ ନଥିଲେ ବି ସୁଦ୍ଧା ତାଙ୍କ ଉପରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ବଡ଼ ଦ-ଣ୍ଡ ମଧ୍ୟ ମିଳିବ । ଦୁର୍ଘ-ଟଣା କଲେ ଟ୍ରକ କିମ୍ବା ଡମ୍ଫର ଡ୍ରାଇଭର ଆଉ ବଞ୍ଚି ପାରିବେ ନାହିଁ ।
ଏଭଳି କ୍ଷେତ୍ରରେ ଡ୍ରାଇଭରଙ୍କ ପାଇଁ ଆଉ ଲାଇ-ସେନ୍ସ କାମ କରିବ ନାହିଁ । କାରଣ ବର୍ତ୍ତମାନ ନିୟମ ବଦଳିବା ସହିତ କଠୋର କରାଯାଇଛି । ପ୍ରତିବର୍ଷ ଟ୍ରକ ଏବଂ ଡମ୍ଫର ଧ-କ୍କାରେ ୫୦ ହଜାରରୁ ଅଧିକ ଲୋକଙ୍କର ମୃ-ତ୍ୟୁ ହେଉଛି । କିନ୍ତୁ ଟ୍ରକ ଏବଂ ଡମ୍ଫର ଡ୍ରାଇଭରଙ୍କ ବିରୋ-ଧରେ କୌଣସି କାର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରଯାଉ ନାହିଁ । କିନ୍ତୁ ବର୍ତ୍ତମାନ ପୁରୁଣା ନିୟମକୁ ପରିବର୍ତ୍ତନ କରାଯାଇଛି ।
ହିଟ ଏବଂ ଡ୍ରନ ପାଇ ଭାରତୀୟ ନ୍ୟାୟ ସଂହିତା ନିୟମ ବଦଳାଇଛି । ପୂର୍ବ ନିୟମ ଠାରୁ ବର୍ତ୍ତମାନ ନିୟମ ଆହୁରି କଠୋର କରାଯାଇଛି । ଲାଇସେନ୍ସ ଥିଲେବି ସୁଦ୍ଧା ଦୁର୍ଘ-ଟଣା ଘଟାଇଲେ ଟ୍ରକ କିମ୍ବା ଡମ୍ଫର ଡ୍ରାଇଭରଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଭାରତୀୟ ନାଗରିକ ସୁର-କ୍ଷା ସଂହିତାରେ ବଦଳା ଯାଇଥିବା ନିୟମରେ ଦର୍ଶା ଯାଇଛି ଯେ ଯଦି କୌଣସି ଟ୍ରକ କିମ୍ବା ଡମ୍ଫର ଦୁର୍ଘ-ଟଣା ଘଟାଇ ଫେ-ରାର ହୋଇ ଯାଉଛି ତେବେ ଉକ୍ତ ଡ୍ରାଇଭରଙ୍କୁ ୧୦ ବର୍ଷର ଜେ-ଲ ଦ-ଣ୍ଡ ଭୋଗିବାକୁ ପଡ଼ିବ । ଏହାସହିତ ଉକ୍ତ ପରିବାରକୁ ୭ ଲକ୍ଷ ଟଙ୍କାର କ୍ଷ-ତିପୂରଣ ମଧ୍ୟ ଦେବାକୁ ପଡ଼ିବ । କିନ୍ତୁ ଦୁର୍ଘ-ଟଣା ପରେ ଯଦି ଡ୍ରାଇଭର ଟିକିଏ ମାନବିକତା ଦେଖାଏ ଏବଂ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେଇଯାଏ ତେବେ ତାଙ୍କ ପ୍ରତି ଦ-ଣ୍ଡରେ ଟିକିଏ କୋହଳ କରାଯିବ ବୋଲି କୁହାଯାଇଛି ।
ପୂର୍ବରୁ ଥିବା ନିୟମରେ ୧୦ ବର୍ଷ ପରିବର୍ତ୍ତେ ୨ ବର୍ଷ ଜେ-ଲ ଦ-ଣ୍ଡ ରହିଥିଲା । ଯେଉଁଥିରେ ଡ୍ରାଇଭର ମାନେ ବେଲରେ ଖସି ପଳାଇ ଆସୁଥିଲେ । ଅନେକେ ଥା-ନାରୁ ଖସି ଯାଉଥିଲେ । କିନ୍ତୁ ବର୍ତ୍ତମାନ ଆଉ ବେଲ ମିଳିପାରିବ ନାହିଁ । ୧୦ ବର୍ଷ ଜେ-ଲ ସହିତ ଲାଇ-ସେନ୍ସ ମଧ୍ୟ ରଦ୍ଦ କରି ଦିଆଯିବ । ଯାହାକୁ ନେଇ ବର୍ତ୍ତମାନ ଡ୍ରାଇଭର ମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି ।