ଜଣେ ପୁଅ ମା’ ପାଇଁ ମେଡ଼ିସିନ ଆଣିବାକୁ ଯାଇଥିଲା କିନ୍ତୁ ଆଉ ମେଡ଼ିସିନ ଆଣିପାରି ନଥିଲା । କାରଣ ପୁଅ ଉପରେ ନୀଳ ମାଧବ ବସ ଚଢ଼ି ଯାଇଥିଲା । ଏହି ଘଟ-ଣାକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ମନୋଭାବ ବଢ଼ି ଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭଙ୍ଗା ରୁଜା ଜାରି ରଖିଛନ୍ତି । ଏହା କୌଣସି ସାମାନ୍ୟ ଘଟଣା ନୁହେଁ ।
ଅଳ୍ପ କ୍ଷଣକ ମଧ୍ୟରେ ଏକାଧିକ ଦୁର୍ଘ-ଟଣା ମାମ-ଲା । ଆଉ ତାହାରି ମଧ୍ୟ ଏଭଳି ଜଣେ ପିଲାର ଜୀବନ ଚାଲି ଯାଇଛି ଯିଏକି ମେଡ଼ିସିନ ଆଣିବାକୁ ଯାଇଥିଲା । ଆଜି ସନ୍ଧ୍ୟା ସମୟରେ ସମ୍ବଲପୁର ଟାଉନ ଥା-ନା ଅନ୍ତର୍ଗତ ଫ୍ରେଜର କ୍ଳବ ସାମ୍ନାରେ ଏକ ଟୁରିଷ୍ଟ ବସ ଧ-କ୍କାରେ ସ୍କୁଟି ଚାଳକଙ୍କ ଜୀବନ ଚାଲି ଯାଇଛି ।
ସ୍କୁଟି ଚଳାଉ ଥିବା ପିଲାଟିର ବୟସ କୁଆଡ଼େ ୧୮ ବର୍ଷରୁ କମ । ସେ ନିଜ ମା’ ପାଇଁ ସ୍କୁଟି ଧରି ବାହାରି ଥିଲା ମେଡ଼ିସିନ ଆଣିବାକୁ । ଏମିତିକି ମେଡ଼ିସିନ କିଣି ସାରିଥିଲା ମଧ୍ୟ କିନ୍ତୁ ଆଉ ତାହାକୁ ଘରକୁ ନେଇ ଫେରି ନଥିଲା । ଆସିବା ସମୟରେ ଉପରେ ଏମିତି ବସ ଚଢ଼ି ଯାଇଥିଲା । ସ୍କୁଟି ଚାଳକ ରାସ୍ତାରେ ଯାଉଥିବା ସମୟରେ ନୀଳ ମାଧବ ବସଟି ସ୍କୁଟି ଚାଳକଙ୍କୁ ଧ-କ୍କା ଦେଇଥିଲା ବୋଲି ସୂଚନା ରହିଛି ।
ଘଟ-ଣାସ୍ଥଳରେ ହିଁ ପୁଅର ଜୀବନ ଚାଲି ଯାଇଥିଲା । ସନ୍ଧ୍ୟା ସମୟରେ ଏଭଳି ଏକ ଘ-ଟଣା ଘଟିଯିବା ଫଳରେ ଲୋକଙ୍କ ମନରେ ଆ-କ୍ରୋଶ ଭାବ ଜାତ ହୋଇଛି । ଘଟ-ଣାସ୍ଥଳରେ ପିଲାଟି ଖୁବ କଷ୍ଟ ପାଉଥିବା ସମୟରେ ଖୁବ ଯ-ନ୍ତ୍ରଣା ଅନୁଭବ କରୁଥିଲା ଏବଂ କିଛି ସମୟ ପରେ ତାର ଜୀବନ ଚାଲି ଯାଇଥିଲା ।
ରାସ୍ତା ଉପରେ ପୁଅଟିକୁ ଦେଖି ସମସ୍ତେ କା-ନ୍ଦି ପକାଇଲେ । ପିଲାଟି ହାତରେ ନିଜ ମା’ ପାଇଁ ମେଡ଼ିସିନ ଥିଲା । ଆଉ ଘରେ ମା’ ପିଲାର ଆସିବା ବାଟକୁ ଅନାଇ ବସିଥିଲା । କିନ୍ତୁ ପୁଅ ଆଉ ମା’ ପାଇଁ ମେଡ଼ିସିନ ଧରି ଘରକୁ ଫେରି ପାରି ନଥିଲା । ଅଧା ରାସ୍ତାରେ ପୁଅ ଉପରେ ବସ ଚଢ଼ି ଯାଇଛି । ତେଣୁ ଲୋକେ ଦାବି କରିଛନ୍ତି ଯେ ଟାଉନ ଭିତରକୁ ଏଭଳି ବଡ଼ ଗାଡ଼ି ଛାଡ଼ିବା ଠିକ ହେଉ ନାହିଁ । ଯାହାକୁ ବନ୍ଦ କରାଯାଉ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଏପଟେ ଘଟ-ଣାସ୍ଥଳରୁ ପୋ-ଲିସ ବସକୁ ଛାଡ଼ି ଦେଇଥିବା ପ୍ରତିବାଦ କରି ଲୋକମାନେ ପା-ଟିତୁ-ଣ୍ଡ କରିଥିଲେ । ତାସହିତ କ୍ଷ-ତିପୂରଣ ସହିତ ତ-ଦନ୍ତ କରିବାକୁ ସ୍ଥାନୀୟ ଲୋକେ ଥା-ନାରେ ଦାବି କରିଛନ୍ତି ।