ସ୍ୱାମୀ ଶୋଉଛି ଭାଉଜ ସହ ଆଉ ସେପଟେ ଦେଢ଼ଶୁର ଡାକୁଛି ପାଖରେ ଶୋଇବାକୁ । ମିଡ଼ିଆ ସାମ୍ନାରେ ଏମିତି କିଛି କହିଲେ ମହିଳା ।

ପ୍ରେମ ବିବାହ କରିଥିବା ମହିଳାଙ୍କୁ ଯେଉଁଭଳି ଭାବରେ ଦୀର୍ଘ ବର୍ଷ ଧରି ଶାରୀ-ରିକ ଏବଂ ମାନସିକ ନିର୍ଯା-ତନା ଦିଆଯାଇଛି ତାହା ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏଭଳି କା-ଣ୍ଡ ଘଟାଇଛି ମହିଳାଙ୍କର ନିଜ ସ୍ୱାମୀ । ମହିଳାଙ୍କ କହିବା କଥା ଯେ ସେ ପ୍ରେମ କରି ମନ୍ଦିରରେ ସୁଶାନ୍ତ ସ୍ୱାଇଁଙ୍କୁ ବିବାହ କରିଥିଲେ । ତାଙ୍କର ବାପା ମା’ କେହି ନାହାଁନ୍ତି । ଶାଶୁ ଘରକୁ ଆସିବାର ମାତ୍ର ୧୫ ଦିନ ପରେ ତାଙ୍କ ଉପରେ ଶାରୀ-ରିକ ଏବଂ ମାନ-ସିକ ନିର୍ଯା-ତନା ଆରମ୍ଭ ହୋଇଗଲା । ତାଙ୍କ ସ୍ୱାମୀ , ଦେଢ଼ଶୁର ଏବଂ ଦେଢ଼ଶୁରଙ୍କ ସ୍ତ୍ରୀ ମିଶି ତାଙ୍କୁ ନିର୍ଯା-ତନା ଦେଉଥିଲେ । ବିବାହର ମାତ୍ର ୧୫ ଦିନ ପରେ ତାଙ୍କ ସ୍ୱାମୀଙ୍କର ତାଙ୍କ ଭାଉଜ ସହିତ ଅନୈ-ତିକ ସ-ମ୍ପର୍କ ଥିବା ଜାଣିବାକୁ ପାଇଥିଲେ ।

ଜାଣିବା ପରେ ତାଙ୍କ ଉପରେ ନିର୍ଯା-ତନା ଆହୁରି ବଢ଼ିଗଲା । ନିଜ ପରିବାରରେ କେହିବି ନଥିବାରୁ ସେ କାହାକୁ କିଛି ନକହି ସବୁ ସହ୍ୟ କରି ସେହି ଘରେ ପଡ଼ି ରହିଥିଲେ । କିନ୍ତୁ ଯେତେବେଳେ ସେସବୁ ଅସହ୍ୟ ହେଲା ସେ ଥା-ନାରେ ଅଭି-ଯୋଗ କରିବାକୁ ଗଲେ । କିନ୍ତୁ ଥା-ନାରେ ତାଙ୍କ କଥା କେହିବି ଶୁଣି ନଥିଲେ । ଏମିତି ବାରମ୍ବାର ଥା-ନାରୁ ଫେରିବା ପରେ ସେ ମହିଳା ଥା-ନା ମଧ୍ୟ ଗଲେ ।

କିନ୍ତୁ ସେଠାରେ ମହିଳା ଥା-ନା ଅଧିକାରୀ ଗୋଟିଏ କେ-ସ୍ ହାତକୁ ନେଇଥିବା କହି ତାଙ୍କ କେସ୍ କୁ ହାତକୁ ନେଇ ନଥିଲେ । କିନ୍ତୁ ବର୍ତ୍ତମାନ ଅନେକ ଗୁହାରୀ ପରେ ଆଡ଼କଭୋକେଟ ଠିକ କରିବା ପରେ ତାଙ୍କ କେ-ସ୍ ନିଆଯାଇଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ତାଙ୍କ ସ୍ୱାମୀ ସୁଶାନ୍ତ ସ୍ୱାଇଁ ତାଙ୍କ ଭାଉଜଙ୍କ ସହିତ ଦୀର୍ଘ ବର୍ଷ ହେବ ରହି ଆସୁଛି ।

ଖାଲି ସେତିକି ନୁହେଁ , ଏହାର ଫାଇଦା ଉଠାଇ ତାଙ୍କ ଦେଢ଼ଶୁର ସୁକାନ୍ତ ସ୍ୱାଇଁ ତାଙ୍କୁ ଶୋଇବାକୁ ଡାକୁଛନ୍ତି । ସେ ଅନ୍ୟତ୍ର ରହୁଥିବା ବେଳେ ତାଙ୍କ ପଛରେ ଫୋଲ କରିବାକୁ ଲୋକ ମଧ୍ୟ ଲଗାଇଛନ୍ତି । ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଝିଅକୁ ତାଙ୍କ ଦେଢ଼ଶୁରର ଶଳା ଶିବପ୍ରସାଦ ରେ-ପ କରି ହ-ତ୍ୟା କରିଥିଲା । କିନ୍ତୁ ପୋଷ୍ଟମ-ର୍ଟମ ରି-ପୋର୍ଟକୁ ମଧ୍ୟ ଲୁ-ଚାଇ ଦିଆଯାଇଥିଲା । ତେବେ ମହିଳା ଜଣକ ବର୍ତ୍ତମାନ ଦାବି କରିଛନ୍ତି ଯେ ତାଙ୍କୁ ଏହି ମାମ-ଲାରେ ନ୍ୟା-ୟ ଦିଆଯାଉ । ତାଙ୍କୁ ତାଙ୍କ ସ୍ୱାମୀ ଏବଂ ଦେଢ଼ଶୁର ଏଭଳି ମା-ଡ଼ ମା-ରିଛନ୍ତି ଯେ ତାଙ୍କର ଦୁଇ ଗୋଡ଼ ଭାଙ୍ଗିବା ସହିତ ଶରୀରର ସବୁଠି କ୍ଷ-ତ ହୋଇ ଯାଇଛି । ତେଣୁ ବର୍ତ୍ତମାନ ମହିଳା ନ୍ୟା-ୟ ନଚେତ ଇଚ୍ଛା ମୃ-ତ୍ୟୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *