ପ୍ରେମ ଏକ ପବିତ୍ର ବନ୍ଧନ। ଯେତେବେଳେ ପ୍ରେମ ହୁଏ ସେତେବେଳେ ବହୁତ୍ ଖୁସି ଲଗେ। ଲଗେ ଯେମିତି ଏ ଦୁନିଆକୁ ଆସିବାର ଆମର ଉଦ୍ଦେଶ୍ୟ ପୂରଣ ହେଇଗଲା। କୁହାଯାଏ ପ୍ରେମ ଶାଶ୍ଵତ, ପ୍ରେମ ଚିରନ୍ତର, ପ୍ରେମର ଅନ୍ତ ନଥାଏ। କିନ୍ତୁ ଏବେ ପ୍ରେମର ପରିଭାଷା ବଦଳି ଗଲାଣି। ଏବେ ପ୍ରେମ ମାନେ କେବଳ ଶାରି-ରୀକ ସମ୍ପର୍କ ଏବଂ ପ୍ରତା-ରଣା। ଆଜିକାଲି ନିଜ ପ୍ରେମକୁ ପାଇବା ପାଇଁ ମି-ଛରେ ହେଉ କିମ୍ବା ସତରେ ପ୍ରାୟ ସମସ୍ତେ ପ୍ରେମିକର ଘର ଆଗରେ କିମ୍ଵା ଥା-ନା ଆଗରେ ଧାରଣା ଦେଉଛନ୍ତି।
ଆଡଭୋକେଟ ବ୍ୟୋମକେସ ତ୍ରିପାଠୀ ସବୁବେଳେ ଆମ ଯୁବପିଢ଼ି ଙ୍କୁ ସାଧରିବା ମିଡ଼ିଆ ଆଗରେ ସବୁବେଳେ କିଛିନା କିଛି ଭଲ କଥା କୁହନ୍ତି। ବ୍ୟୋମକେସଙ୍କୁ ଯେତେବେଳେ ଆଜିକାଲି ଭଲ ପାଇବା ବିଷୟରେ ପଚରା ଗଲା ସେ କହିଲେ କିଛି ବର୍ଷ ତଳେ ଯେତେବେଳେ ଯୁବପିଢ଼ି ଭଲ ପାଉଥିଲେ ସେତେବେଳେ ସେ ତା ଭଲ ପାଇବା ପାଇଁ ଜିବନ ଦେଇଦେଉ ଥିଲେ କିନ୍ତୁ ଏବେ ଆଉ ଜିବନ ଦରକାର ନାହିଁ ଦରକାର କେବଳ ଟଙ୍କା ଆଉ ଶାରି-ରୀକ ସମ୍ପର୍କ।
ସେତେବେଳେ ଅଧିକ କେ-ସ ଆସେ ପୁଅ ମାନେ ଝିଅକୁ ଭଲ ପାଇ ଠକୁଛନ୍ତି। କିନ୍ତୁ ଏବେ ପୁଅମାନଙ୍କ ଠାରୁ ଅଧିକ କେ-ସ ଝିଅମାନଙ୍କର ଆସୁଛି। ସେମାନେ ପ୍ରଥମେ ଗୋଟେ ବଡ଼ ଘର ପୁଅ ଦେଖି ଭଲ ପାଉଛନ୍ତି। ଆଉ ତାପରେ ତା ଠାରୁ ସବୁ ପଇସା ଖର୍ଚ୍ଚ କରିସାରିବା ପରେ ତାକୁ ଧୋ-କା ପୁଣି ଆଉ କାହାକୁ ଭଲ ପାଉଛନ୍ତି।
ଝିଅର ଘର ଲୋକମାନେ ମଧ୍ୟ କୋଉଠି ନା କୋଉଠି ଏ ବିଷୟରେ ଜାଣିଥିବେ। ସେମାନେ ନିଜ ପିଲାକୁ ପାଠ ପଢ଼ିବାକୁ ଅତି କମରେ ୫-୬ ହଜାର ଟଙ୍କା ଖର୍ଚ୍ଚ କରିବାକୁ ଦେଉଛନ୍ତି। କିନ୍ତୁ ଏଠି ଝିଅ ୨୫ ହଜାର ଟଙ୍କାର ଫୋନ୍, ୫ ହଜାର ଟଙ୍କାର ଡ୍ରେସ୍ ପିନ୍ଧିକି ମାର୍କେଟରେ ବୁଲୁଛି। ଘର ଲୋକ କ’ଣ ଜାଣି ପାରୁନାହାଁନ୍ତି ଆମେ ଝିଅକୁ ଏତେ କମ ଟଙ୍କା ଖର୍ଚ୍ଚ ପାଇଁ ଦେଉଛୁ ପୁଣି ଝିଅ ୨୫ ହଜାର ଟଙ୍କାର ଫୋନ୍ କୋଉଠୁ ଆଣୁଛି। ଘର ଲୋକ ସବୁ ଜଣିକି ବି ଏମିତି କାମ କରିବାକୁ ନିଜ ପିଲାକୁ ଅନୁମତି ଦେଉଛନ୍ତି।