ସେଦିନ ଝିଅକୁ ଏମିତି ଦେଖି କାନ୍ଦୁଥିଲା ମା’, ସହି ପାରିଲେନି ଭଗବାନ ଶିବ..ବାହାରି ଆସିଲା ସତ।

ସକାଳୁ ଘରକୁ ଫେରିଥିଲା ମା’ ଆଉ ଝରକା ବାଟେ ଦେଖିଲା ବେଳକୁ ଝିଅର ମୃ-ତ ଦେହ ପଡିଛି। ଝିଅ କେମିତି ମ-ରିଲା ଗତ କାଲି ସନ୍ଧ୍ୟାରେ କଥା ହୋଇଥିଲା ମୋ ସହିତ। ମା’ ମୋ ଗଳା ବସିଯାଇଛି ମୋତେ ଥଣ୍ଡା ହୋଇଯାଇଛି ଆଉ ମା’ କହିଥିଲା କ’ଣ; ଟିକେ ଖାଇଦେଇ ସୋଇଥା ମୁଁ ସକାଳେ ଯାଉଛି ହେଲେ ସକାଳେ ଆସିଲା ବେଳକୁ ଝିଅକୁ ଏମିତି କିଏ ମା-ରିଦେଇଛି।

ଆଉ ଏବେ ଧରାପିଡ଼ିଛି ଅଭି-ଯୁକ୍ତ। ହଁ ଆଜ୍ଞା ଶିବରାତ୍ରୀରେ ଏଭଳି ଧରା ପଡିଛି ଅଭି-ଯୁକ୍ତ। ଅଭି-ଯୁକ୍ତ ଜଣକ ପ୍ରେମିକ ଥିଲା।ପ୍ରେମ କରୁଥିଲା ଭଲ ପାଉଥିଲା ହେଲେ ଏମିତି ଜୀବନରୁ ମା-ରିଦେଵ କେହି କେବେବି ବିଶ୍ୱାସ କରିପାରୁନାହାନ୍ତି। ଏଇ ମା’ଟିକୁ ଏବେ କିଏ ବୁଝାଇବ ଯେ ତା’ ଝିଅ ଆଉ କେବେବି ଫେରିବ ନାହିଁ।

ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଥା-ନା ଲୋକନାଥ ପୁର ଶାସନ ଗାଁରେ ଗତ ୭ ତାରିଖ ଦିନ ରାତିରେ ଯୁବତୀଙ୍କୁ ବନ୍ଦ କଠୋରି ଭିତରେ ହ-ତ୍ୟା କରାଯାଇଥିଲା। ଆଉ ହ-ତ୍ୟା କରିଥିଲା ଅଭି-ଯୁକ୍ତ ପ୍ରେମିକ। ଯାହାକୁ ଏବେ ପୋ-ଲିସ ଗି-ରଫ କରିଛି। ଗି-ରଫ ଅଭି-ଯୁକ୍ତ ଜଣକ ହେଉଛନ୍ତି ଢେଙ୍କାନାଳ ସଦର ଥା-ନା ଅନ୍ତର୍ଗତ ବଉଳ ପୁର ଗାଁର ୨୨ ବର୍ଷୀୟ ଯୁବକ ଶିବପ୍ରସାଦ ସେନାପତି। ଶିବପ୍ରସାଦ ଦୀର୍ଘଦିନ ଧରି ଲୋକନାଥପୁର ଶାସନ ଗାଁର ଲକ୍ଷ୍ମୀପ୍ରିୟା ଖୁଣ୍ଟିଆଙ୍କୁ ପ୍ରେମ କରି ଆସୁଥିଲା।

ଗତ ୭ ତାରିଖ ଦିନ ବିଳମ୍ବିତ ରାତିରେ ନିଜର ପୋଲସର ବାଇକ ଯୋଗେ ଲକ୍ଷ୍ମୀଙ୍କ ଘରକୁ ଯାଇଥିଲା ଶିବ। ଆଉ ଲକ୍ଷ୍ମୀଙ୍କ ସହିତ ଥିଲେ ତାଙ୍କ ମାନସିକ ଅନୁଗ୍ରସିତ ଭଉଣୀ ମିତା। ଆଉ ମା’ ବନ୍ଧୁଘରକୁ ଯାଇଥିଲେ। ତେବେ ନମିତା ଛାତ ଉପରେ ଥିବା ବେଳେ ଶିବ ଘର ଭିତରକୁ ପସି ଆସିଥିଲା ସେତେବେଳେ ଲକ୍ଷ୍ମୀଙ୍କ ମା’ଏକ ବିବାହ କାର୍ଯ୍ୟରେ ପୋଡ଼ସି ଗାଁକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଲକ୍ଷ୍ମୀଙ୍କ ସ୍କାର୍ପରେ ତାଙ୍କ ଜୀବନ ନେଇଗଲା। ଏବଂ ହ-ତ୍ୟା ପରେ ସିଡ଼ି ବାଟେ ଯାଇ ଫେ-ରାର ମା-ରିଥିଲା

ଆଉ ସକାଳୁ ଯେତେବେଳେ ମା’ ଆସି ଗାଁରେ ପହଞ୍ଚିଥିଲା ତ ଘରର ଝରକା ପଟେ ଦେଖିଲାବେଳକୁ ଝିଅ ଆଉ ନାହିଁ। ଝିଅ ସହିତ ଗତ କାଲି ସନ୍ଧ୍ୟାରେ ରାତିରେ କଥା ହୋଇଥିଲା ମା’। ହେଲେ ଆଜି ସକାଳୁ ସେଇ ଝିଅ ମୃ-ତ ଅବସ୍ଥାରେ ପଡିଛି। କେମିତି ସହିବ? ପାଗଳୀଙ୍କ ଭଳି କାନ୍ଦିଥିଲା। ଆଉ କିଏ ମାରିଦେଇଛି ମୋ ଝିଅକୁ ଚି-ତ୍କାର କରି କା-ନ୍ଦି କା-ନ୍ଦି କହୁଥିଲା।ଏବେ ଧରାପିଡ଼ିଛି ଏଇ ଅଭି-ଯୁକ୍ତ ଶିବ। ତେବେ ଝିଅର ମୃ-ତ୍ୟୁ ପରେ କାମାକ୍ଷ ନଗର ପୋ-ଲିସ। ତେବେ ଶିବରାତ୍ରିରେ ଶିବକୁ ଗି-ରଫ ହୋଇଥିଲା। ଯାହାକୁ ନେଇ ସ୍ପ୍ରେପିଂନ ମାଧ୍ୟମରେ ସୂଚନା ଦେଇଛନ୍ତି କାମାକ୍ଷ ନଗର SDPO।

Leave a Reply

Your email address will not be published. Required fields are marked *