OYO ହୋଟେଲରେ ପ୍ରେମିକ ସହିତ ପ୍ରାଇ-ଭେଟ ସମୟ ବିତାଉ ବିତାଉ ଚାଲିଗଲା ପ୍ରେମିକାର ଜୀବନ । ଏବେ ପୋ-ଲିସ ଆଗରେ ପ୍ରେମିକ ……

ପ୍ରେମିକ ରାୟଗଡ଼ାର ହୋଇଥିବା ବେଳେ ପ୍ରେମିକା ଥିଲା ପୁରୀର । ଦୁହେଁ ବ୍ରହ୍ମପୁରର ଏକ OYO ହୋଟେଲରେ ରହିଥିଲେ । କିନ୍ତୁ ପରେ ପ୍ରେମିକାର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ପ୍ରେମିକ ଜଣକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ପରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏପଟେ ପରିବାର ଲୋକେ ତାଙ୍କ ଝିଅକୁ ଦୁ-ଷ୍କର୍ମ ପରେ ହ-ତ୍ୟା କରାଯାଇଥିବା ଅଭି-ଯୋଗ ଆଣିଛନ୍ତି ।

ତେବେ ପରିବାର ଲୋକଙ୍କ କହିବା କଥା ଯେ ତାଙ୍କ ଝିଅ ଗତକାଲି ପୁରୀ କହି ଘରୁ ବାହାରି ଯାଇଥିଲା । କିନ୍ତୁ ବାସ୍ତବରେ ସେ ତାର ସାଙ୍ଗ ସଙ୍କେତ ସେନାପତିର ଜନ୍ମଦିନ ପାଳନ ପାଇଁ କେଉଁଠି ହୋଟେଲରେ ଯାଇ ରହିଥିଲା । ଏପଟେ ମୃ-ତ ଯୁବତୀଙ୍କ ମା କହିଛନ୍ତି ଯେ ତାଙ୍କ ଝିଅର ପ୍ରେମିକ ହିଁ କୁଆଡ଼େ ଜୋର ଜବ-ରଦସ୍ତ ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖି ତାଙ୍କର ହ-ତ୍ୟା କରିଛି ।

ତେବେ ଯୁବତୀଙ୍କ ମୃ-ତ୍ୟୁ ପରେ ପ୍ରେମିକ ଜଣକ ଯୁବତୀଙ୍କ ପରିବାର ଲୋକଙ୍କୁ କଲ କରି ଜଣାଇ ଥିଲେ ଯେ ତାଙ୍କ ଝିଅର ହଠାତ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ସେ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଏବଂ ପରେ ତାଙ୍କର ହୃତ ସ୍ପନ୍ଦନ ବନ୍ଦ ହୋଇ ଯାଇଥିଲା । ଯାହାକୁ ଶୁଣିବା ପରେ ପରିବାର ଲୋକେ ତୁରନ୍ତ ଥା-ନାରେ ପହଞ୍ଚିଥିଲେ ।

ଗୋଳନ୍ତରା ଥା-ନା ଅନ୍ତର୍ଗତ ହଳଦିଆବଦର ଛକ ନିକଟରେ ଥିବା OYO ହୋଟେଲରେ ଏଭଳି ଏକ ଘ-ଟଣା ଘଟି ଯାଇଥିବା ଅଭି-ଯୋଗ ଆସିବା ପରେ ଘଟ-ଣାସ୍ଥଳରେ ଗୋଳନ୍ତରା ଥା-ନା ପୋ-ଲିସ ପହଞ୍ଚିଥିଲା । ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ଏହି ଯୁବତୀ ଜଣକ ରାୟଗଡ଼ା ଅଞ୍ଚଳର ଜଣେ ପୁରୁଷ ବନ୍ଧଙ୍କୁ ସାକ୍ଷାତ କରିବା ପାଇଁ ବ୍ରହ୍ମପୁର ହଳଦିଆବଦର ନିକଟରେ ଥିବା ଏକ OYO ହୋଟେଲକୁ ଆସିଥିଲେ ।

କିନ୍ତୁ ପରେ ତାଙ୍କର ମୃ-ତ୍ୟୁ କେମିତି ହେଲା ତାହାକୁ କେହିବି ଜାଣି ପାରି ନାହାଁନ୍ତି । ଯୁବତୀଙ୍କ ବାପା କହିଥିଲେ ଯେ ଉକ୍ତ ଯୁବକ ଜଣକ ତାଙ୍କୁ ପ୍ରୋଜେକ୍ଟ ଦେଖାଇବାକୁ ଡାକି ଏଭଳି ହ-ତ୍ୟା କରିଛି । ଅନ୍ୟ ଜଣେ ସ୍ଥାନୀୟ ଲୋକ କହିଛନ୍ତି ଯେ ଯୁବକ ଜଣକ ଏକ ଟାୟାର କମ୍ପାନୀରେ କାମ କରୁଥିଲେ ଏବଂ ସେ ଯୁବତୀଙ୍କ ସହିତ ଫୋନ ଯୋଗେ କଥା ମଧ୍ୟ ହେଉଥିଲେ ।

କିନ୍ତୁ ବର୍ତ୍ତମାନ ତାଙ୍କର ହଠାତ ଏଭଳି ମୃ-ତ୍ୟୁକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କାରଣ ତାଙ୍କର ମୃ-ତ୍ୟୁର କୌଣସି କାରଣ ଏବେ ସୁଦ୍ଧା ଜଣା ପଡ଼ିନାହିଁ । ଏପଟେ ପୋ-ଲିସ ମୃ-ତ ଦେହକୁ ପୋ-ଷ୍ଟମ-ର୍ଟମ ପାଇଁ ପଠାଇଛି । ଆଉ ଘଟ-ଣାସ୍ଥଳରେ ସାଇନଟିଫିକ ଟିମ ପହଞ୍ଚି ଘଟ-ଣାର ତ-ଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *