ସହିଦ ସରୋଜଙ୍କ ବାପା କହିଲେ , ତାଙ୍କ ପୁଅ ବଞ୍ଚିଛି , ଆଉ କେଉଁଠି ଅଛି , ତେଣୁ ସେ ଦୁଃ-ଖରେବି ଗର୍ବିତ ।

ଯେଉଁ ସ୍ମଶା-ନକୁ ବାପା ମାଙ୍କ ମୃ-ତ୍ୟୁ ପରେ ତାଙ୍କ ମ-ର ଶରୀରକୁ ନେଇ ପୁଅ ଯିବା କଥା ସେଠାରେ ବାପା ମା’ ନିଜ ପୁଅର ମ-ର ଶରୀରକୁ ନେଇ ଯାଇଛନ୍ତି । ଯାହାକି ବାସ୍ତବରେ ଅତ୍ୟନ୍ତ ହୃଦୟ ବିଦା-ରକ ଅଟେ । କହିରଖିବୁ ଯେ ସହିଦ ସରୋଜଙ୍କ ମ-ର ଶରୀର ଗତକାଲି ଅର୍ଥାତ ଶନିବାର ଦିନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଅଣାଯାଇ ତାଙ୍କ ଜନ୍ମ ମାଟି ଢେଙ୍କାନାଳ ଜିଲ୍ଲା କେନ୍ଦୁଡିହିକୁ ଅଣା ଯାଇଥିଲା । ଆଉ ତାଙ୍କ ମ-ର ଶରୀର ଘରେ ପହଞ୍ଚିଛିକି ନାହିଁ ତାଙ୍କ ସ୍ତ୍ରୀ ବାହାରକୁ ଦୌଡ଼ି ଯାଇଥିଲେ । ଏପଟେ ମା’ କା-ନ୍ଦି କା-ନ୍ଦି ନୟାନ୍ତ । ଏଭଳି ଦୃ-ଶ୍ୟ ଯିଏ ଦେଖିଛି କେବଳ ସେ ହିଁ ହୃଦୟଙ୍ଗମ କରି ପାରିବ ।

ତେବେ ପରେ ସ୍ମ-ଶାନ ପାଖରେ ସରୋଜଙ୍କ ମ-ର ଶରୀର ସହିତ ବାପା ମା’ ସ୍ତ୍ରୀ ଅନ୍ୟାନ୍ୟ ପରିବାର ଲୋକେ ଏବଂ ସାଙ୍ଗ ସାଥି ଉପସ୍ଥିତ ହୋଇଛନ୍ତି । ପୁଅ ଉପରେ ଜାତୀୟ ପତାକା ରଖା ଯାଇଛି । ତାହା ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ଗର୍ବର କଥା । କିନ୍ତୁ ନିଜ ଜନ୍ମ କଲା ପୁଅକୁ ହରାଇ ସେମାନେ କିଭଳି ବା ଧୌର୍ଯ୍ୟ ଧରି ରହି ପାରିବେ ?

ସରୋଜଙ୍କ ବାପା କହିଛନ୍ତି ଯେ , ତାଙ୍କ ପୁଅକୁ ସେ ଆଉ ଚିହ୍ନି ପାରୁ ନାହାଁନ୍ତି । ତାଙ୍କ ଆତ୍ମା କହୁଛି ତାଙ୍କ ପୁଅ ଏବେବି ବଞ୍ଚିଛି ଏବଂ କେଉଁଠି ଅଛି । ତେବେ ଆପଣ ମାନେ ଜାଣି ପାରୁଥିବେ ଯେ ପୁଅ ସହିତ ବାପା ମାଙ୍କର ସଂଯୋଗ ଏଭଳି ଥାଏ ଯେ ସେମାନଙ୍କ ସାମ୍ନାରେ ମ-ର ଶରୀର ଥିଲେବି ସୁଦ୍ଧା ବିଶ୍ୱାସ ହୋଇ ନଥାଏ ଯେ ତାଙ୍କର ପ୍ରିୟ ଲୋକ ଆଉ ଫେରିବେନି ।

ଚାହିଁଲେ ବି ସୁଦ୍ଧା ବାପା ମା’ ଦୁଇ ଜଣ ବିଶ୍ୱାସ କରିପାରି ନାହାଁନ୍ତି । ଯାହା ସମସ୍ତଙ୍କୁ ଖୁବ ଦୁଃ-ଖିତ କରିଛି । କହିରଖିବୁ ଯେ ଗତକାଲି ସରୋଜଙ୍କ ମ-ର ଶରୀରକୁ ତାଙ୍କର ଜନ୍ମମାଟି ଢେଙ୍କାନାଳକୁ ଅଣା ଯାଇଥିଲା ଏବଂ ସେଠାରେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧା-ଞ୍ଜଳି ମଧ୍ୟ ଦିଆଯାଇଥିଲା । ଯେଉଁଠି ସମସ୍ତେ ଉପସ୍ଥିତ ରହିଥିଲେ । ଆଉ ଏଠାରେ କହି ରଖିବୁ ଯେ ସରୋଜଙ୍କ ଭଳି ପୁଅ ପାଇ ବାସ୍ତବରେ ତାଙ୍କ ବାପା ମା’ ଗର୍ବିତ ଏବଂ ଏଭଳି ପୁଅକୁ ଜନ୍ମ କରି ବାପା ମା ମଧ୍ୟ ମହାନ ।

Leave a Reply

Your email address will not be published. Required fields are marked *