ସାମ୍ନାକୁ ଆସିଲା ସବୁ ସତ , ସେଦିନ ମଟନ୍ ପାଇଁ ନା ଆଉ କେଉଁଥି ପାଇଁ ଭାଙ୍ଗିଥିଲା ବାହାଘର

ବର୍ତ୍ତମାନ ସମୟରେ ପୁରା ସୋସିଆଲ ମିଡ଼ିଆର ଚର୍ଚ୍ଚିତ ଖବର ହେଉଛି ମଟନ୍ ପାଇଁ ଭାଙ୍ଗିଲା ବାହାଘର । ଚାରିଆଡ଼େ ଏହାକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଛି । ଅନେକ ଲୋକ କନ୍ୟା ପକ୍ଷକୁ ସଠିକ୍ କହୁଥିବା ବେଳେ ଆଉ କିଛି ଲୋକ ମଧ୍ୟ ବରପକ୍ଷକୁ ଠିକ୍ ବୋଲି କହୁଛନ୍ତି । ତେବେ ମଟନ୍ ପାଇଁ ବାହାଘର ଭାଙ୍ଗିବା ଖବର ଆପଣ ଆଗରୁ କେବେ ବି ଶୁଣି ନଥିବେ । କେବଳ ମଟନ୍ ପାଇଁ ଦୁଇ ପୁଅ ଝିଅଙ୍କ ଜୀବନ ନ-ଷ୍ଟ ହୋଇଗଲା ବୋଲି ସମସ୍ତେ କହିବାରେ ଲାଗିଛନ୍ତି ।

ସୂଚନା ଅନୁଯାୟୀ , ସମ୍ବଲପୁର ଅଞ୍ଚଳରେ ଘଟିଥିବା ଏହି ଘ-ଟଣା ଚାରିଆଡ଼େ ହଇଚଇ ସୃଷ୍ଟି କରିଛି । ସମ୍ବଲପୁରରେ ଅନୁଷ୍ଠିତ ହୋଇଥିଲା ଏକ ବାହାଘର । ଯାହା ଧୁମଧାମରେ ହୋଇଥିଲା । ଆଉ ଏଥିରେ ବରପକ୍ଷ ନିଜ କନ୍ୟାକୁ ନେବା ପାଇଁ ବେଶ୍ ଖୁସିରେ ଆସିଥିଲେ । କିନ୍ତୁ ଅଧାରେ ରହି ଯାଇଥିଲା ବାହାଘର ଆଉ ବରପକ୍ଷ ଘରକୁ ଫେରି ଯାଇଥିଲେ । ତେବେ ଏହା କେବଳ କିଛି ମଟନ୍ ପାଇଁ ହୋଇଥିଲା ବୋଲି କନ୍ୟା ପକ୍ଷ କହିଥିଲେ । କାହିଁକି ନା ମଟନ୍ ସରି ଯାଇଥିବା ଯୋଗୁଁ ବର ପକ୍ଷ ଲୋକ ପା-ଟିତୁ-ଣ୍ଡ କରିଥିଲେ , ଯାହାପରେ କନ୍ୟା ପକ୍ଷ ଲୋକ ତାଙ୍କ ଆଡୁ ବାହାଘର ଭାଙ୍ଗି ଦେଇଥିଲେ ।

କିନ୍ତୁ ବର୍ତ୍ତମାନ ସମୟରେ ଏହାକୁ ନେଇ ଏକ ବଡ ଖୋଲାସା ହୋଇଛି , ଯାହାକୁ ନେଇ ବର କହିଛନ୍ତି ଏପରି କିଛି କଥା । ସେଦିନ କିଛି ମଟନ୍ ପାଇଁ ନୁହେଁ ବରଂ ଉଭୟ ପକ୍ଷର ସହମତିରେ ବାହାଘର ଭାଙ୍ଗି ଯାଇଥିଲା । ଆଉ ଏଥିପାଇଁ ଦୁଇ ପକ୍ଷର ସମାନ ଦୋ-ଷ ରହିଥିଲା ବୋଲି ବର କହିଛନ୍ତି । ଏହା ବ୍ୟତୀତ କଥାକୁ ସେଠାରେ ହିଁ ଶେଷ କରିବାକୁ କୁହା ଯାଇଥିଲା । ଆଉ ଏପରିକି ବର ଫେରିଯିବା ସମୟରେ ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ଏକ ଏଗ୍ରିମେଣ୍ଟରେ ଦସ୍ତଖତ । ଯେଉଁଥିରେ ଲେଖା ଯାଇଥିଲା କି , ଦୁଇ ପକ୍ଷର ସମାନ ସହମତିରେ ବିବାହ ଭାଙ୍ଗିଗଲା ।

ଆଉ ଆଗକୁ ଏହାକୁ ନେଇ ଯେମିତି କିଛି ଅସୁବିଧା ନ ହୁଏ । ଆଉ ଆଗକୁ ଯେମିତି ଦୁଇ ପକ୍ଷର କିଛି ଅସୁବିଧା ନ ହୁଏ । ଏହା ବ୍ୟତୀତ ଏହି ଗ-ଣ୍ଡଗୋ-ଳ ସମୟର ସମସ୍ତ ଫୋଟ ଏବଂ ଭିଡିଓ ଯେମିତି ଭାଇରାଲ ନ ହେଉ । ବାସ୍ ସବୁ ଜିନିଷ ଯେମିତି ସେମାନଙ୍କ ମଧ୍ୟରେ ସୀମିତ ରହୁ। ସୋସିଆଲ ମିଡ଼ିଆ ହାତରେ ଯେମିତି ନ ଲାଗୁ । କିନ୍ତୁ କନ୍ୟା ପକ୍ଷ ଏହାକୁ ଉଲ୍ଲ-ଙ୍ଘନ କରିଥିଲେ ଆଉ ସୋସିଆଲ ମିଡିଆରେ ଏହାକୁ ଭାଇରାଲ କରି ଦେଲେ । ଆଉ ଯାହା ଫଳରେ ବର୍ତ୍ତମାନ ସମୟରେ ବର ପକ୍ଷକୁ ଲ-ଜ୍ଜିତ ଅନୁଭବ କରିବାକୁ ପଡୁଛି ଆଉ ସେମାନେ ଏହି କାରଣରୁ ନିଶ୍ଚିତ ଭାବରେ ଏକ ପଦକ୍ଷେପ ନେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *