ରାଣୀ ପ୍ରିୟଦର୍ଶନୀଙ୍କୁ କିଏ ଦେଲା ହ-ତ୍ୟା ଧ-ମକ ? ମହିଳା କୋର୍ଟର ଦ୍ୱାରସ୍ଥ ହୋଇ ଅଭି-ଯୋଗ ଆଣିଲେ ରାଣୀ ପ୍ରିୟଦର୍ଶନୀ ।

ବର୍ତ୍ତମାନ ସମୟରେ ରାଣୀ ପ୍ରିୟଦର୍ଶନୀଙ୍କୁ ନେଇ ଆସୁଥିବା ଖବର ବିଷୟରେ ଆପଣ ମାନେ ନିହାତି ଜାଣିଥିବେ । କହିରଖିବୁ ଯେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆକୁ ବ୍ୟବାହର କରି ଲୋକେ ବିଭିନ୍ନ ପ୍ରକାରର ଅଶ୍ଳୀଳ ଭାଷା କହିବା , କାହାକୁ ଗା-ଳି ଗୁଲ-ଜ କରିବା କିମ୍ବା କାହାକୁ ରୋଷ୍ଟିଙ୍ଗ କରିବା ସହିତ ହ-ତ୍ୟା ଧ-ମକ ଦେବା ଭଳି କାମ ମଧ୍ୟ କରାଯାଉଛି ।

ଯାହାକୁ ନେଇ ଅନେକ ସମୟରେ ଲୋକେ ଥା-ନାରେ ଅଭି-ଯୋଗ କରିବା ମଧ୍ୟ ଦେଖିବାକୁ ମିଳିଥାଏ । ଆଉ ବର୍ତ୍ତମାନ ସମୟରେ ରାଣୀ ପ୍ରିୟଦର୍ଶନୀ ମଧ୍ୟ ଭୟଭୀତ ହୋଇ ତାଙ୍କୁ ବଞ୍ଚାଇବାକୁ ଅନୁରୋଧ କରିବା ସହିତ ତାଙ୍କୁ ଧ-ମକ ଦେଇଥିବା ଲୋକଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି ।

ରାଣୀ ପ୍ରିୟଦର୍ଶନୀଙ୍କ ଓକିଲ ଅର୍ଥାତ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ସୁମନ ସ୍ୱାଇଁ ଏହି ମାମ-ଲାକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ ଗତକାଲି ରାଣୀ ପ୍ରିୟଦର୍ଶନୀ ତାଙ୍କ ପାଖକୁ କଲ କରି ନିଜ ସହିତ ଘଟିଥିବା ଭ-ୟଙ୍କର ଘ-ଟଣା ବିଷୟରେ କହିଥିଲେ । ରାଣୀ କହିଥିଲେ ଯେ ଗତକାଲି ହାଇଟେକ ରୋଡ଼ରେ କିଛି ଦୁ-ର୍ବୁତ୍ତ ଆସି ତାଙ୍କୁ ଅପ-ହରଣ କରିବାକୁ ଚେଷ୍ଟା କରିଥିଲେ ।

ଏହାବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ତାକୁ ୧୪ ଦିନ ଭିତରେ ଅପ-ହରଣ ସହିତ ହ-ତ୍ୟା କରିବାକୁ ଧ-ମକ ଦିଆଯାଉଥିବା ସେ କହିଛନ୍ତି । ଏପଟେ ରୋଷ୍ଟିଂ କରୁଥିବା ଲୋକଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି ଏବଂ କହିଛନ୍ତି ଯେ ଏହି ରୋଷ୍ଟିଂ ପାଇଁ ଜଣେ ଅଭି-ଯୋଗ ମଧ୍ୟ ଆଣି ପାରେ ଯାହାକି ଧାରା ୬୬ ଅନୁଯାୟୀ ୩ ବର୍ଷ , ୭ ବର୍ଷ ଏବଂ ୧୦ ବର୍ଷ ଜେ-ଲ ଦ-ଣ୍ଡ ରହିଛି ବୋଲି କହିଛନ୍ତି ।

ଆଉ ଯଦି ଆମେ ରାଣୀ ପ୍ରିୟଦର୍ଶନୀଙ୍କ କ୍ଷେତ୍ରରେ ଦେଖିବା ତେବେ ସେ ପୁରାପୁରି ଭ-ୟଭୀ-ତ ଅଛନ୍ତି । ତାଙ୍କୁ ବାରମ୍ବାର ଧ-ମକ ଆସିବା ସହିତ ଅପ-ହରଣ କରବାକୁ ଉଦ୍ୟମ କରାଯାଇଥିବାରୁ ସେ ଆଜି ନିଜ ଓକିଲ ସୁମନ ସ୍ୱାଇଁଙ୍କ ସହିତ ମହିଳା କୋର୍ଟରେ ଏକ ମାମ-ଲା ଦାୟର କରି ଅଭି-ଯୋଗ ଆଣିଛନ୍ତି । ଯେଉଁ ମାନେ ତାଙ୍କୁ ଅପ-ହରଣ କରିବାକୁ ଚେଷ୍ଟା କରୁଥିଲେ କିମ୍ବା ଯେଉଁମାନେ ତାଙ୍କୁ ହ-ତ୍ୟା ଧ-ମକ ସହିତ ରୋଷ୍ଟ କରୁଛନ୍ତି ସେମାନଙ୍କୁ ମଧ୍ୟ ଗି-ରଫ କରାଯାଇପାରେ ।

ଏପଟେ ମହିଳା କୋର୍ଟ ସମେତ ଆଇସିସି ମଧ୍ୟ ଉକ୍ତ ଅଭି-ଯୋଗ ଆଧାରରେ ତ-ଦନ୍ତ କରାଯାଇ ଅଭି-ଯୁକ୍ତଙ୍କୁ ଗିର-ଫ କରାଯିବ ବୋଲି କହିଛନ୍ତି । ନିଜ ସହିତ ଗତକାଲି ରୋଡ଼ରେ ଘଟିଥିବା ଘ-ଟଣା ସମୟରେ ଦୁ-ର୍ବୁତ୍ତ ମାନେ ରାଣୀଙ୍କ ଭାଗ୍ୟ ବଶତଃ କୌଣସି ଏକ ଗାଡ଼ିର ଲାଇଟ ପଡ଼ିବା କାରଣରୁ ତାଙ୍କୁ ଛାଡ଼ି ଦେଇଥିବା କହିଛନ୍ତି କିନ୍ତୁ ତଥାପି ତାଙ୍କ ଜୀବନ ପ୍ରତି ବି-ପଦ ଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *