ରାଜଧାନୀର ରାସ୍ତା ଉପରେ ହଣାମରା । ଆଉ ଏଭଳି ଏକ ଘ-ଟାଣ ବର୍ତ୍ତମାନ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ଲୋମ ମୂଳ ଟାଙ୍କୁରି ଉଠିବ । ଜଣେ ପ୍ରେମିକା ନିଜ ପ୍ରେମିକକୁ ନେଇ ହ-ତ୍ୟା କରିବାକୁ ପ୍ରବର୍ତାଉ ଥିଲା । ଆଉ ପ୍ରେମିକା ଆଗରେ ହିରୋ ସାଜିବା ପାଇଁ ପ୍ରେମିକ ମଧ୍ୟ ଠିକ ସେହିଭଳି କରୁଥିଲା । ଆଉ ହ-ତ୍ୟା କରିବା ପରେ ପ୍ରେମିକ ପ୍ରେମିକା ଫେ-ରାର ହୋଇଗଲେ । ଆଉ ଏପଟେ ବିନା ଦୋ-ଷରେ ଜଣେ ଯୁବକର ଜୀବନ ଚାଲି ଯାଇଛି । ଆଜ୍ଞା ହଁ ! ଗୋଟିଏ ସାଙ୍ଗ ପାଇଁ ଆଉ ଗୋଟିଏ ସାଙ୍ଗ ଆଜି ପ୍ରେମରେ ମିଡିଏଟର ହେବା ମ-ହଙ୍ଗା ପଡ଼ି ଯାଇଛି । ବ୍ରେକ-ଅପ ପରେ ସାଙ୍ଗ ପାଇଁ ବୁଝାଇବାକୁ ଯାଇଥିବା ବେଳେ ପ୍ରେମିକାର ନୂଆ ପ୍ରେମିକ ତାଙ୍କୁ ହାଣୀ ହାଣୀ ମା-ରି ଦେଇଛି ।
ପ୍ରେମିକା ଆଗରେ ହିଁ ପ୍ରେମିକ ଯୁବକଙ୍କୁ ହାଣୀ-ବାରେ ଲାଗିଥିଲା । ଆଉ ପ୍ରେମିକା ଜଣକ ଚୁପଚାପ ଛିଡ଼ା ହୋଇ ଦେଖୁଥିଲା । ଏମିତିକି ତାକୁ ଅଟକାଇବାକୁ ମଧ୍ୟ ଚେଷ୍ଟା କରି ନଥିଲା । ଏତେ ବଡ଼ ହ-ତ୍ୟାକା-ଣ୍ଡ ଘଟାଇବା ପରେ ନିଜ ପ୍ରେମିକ ସହିତ ମିଶି ପ୍ରେମିକା ଜଣକ ଘଟ-ଣାସ୍ଥଳରୁ ଫେ-ରାର ହୋଇ ଯାଇଥିଲା । ଏପଟେ ଛଟପଟ ହୋଇ ଜୀବନ ଚାଲିଗଲା ଯୁବକଙ୍କର ।
ତେବେ କହିରଖିବୁ ଯେ ମୃ-ତ ଯୁବକଙ୍କ ନାମ ହେଉଛି ଅଞ୍ଜନ । ଯିଏକି ନିଜ ସାଙ୍ଗ ଗୌତମ ପାଇଁ , ଗୌତମଙ୍କ ପୂର୍ବ ପ୍ରେମିକା ଗୁଡ଼ଡୁ ପାଖକୁ ବୁଝାଇବାକୁ ଯାଇଥିଲେ । କିନ୍ତୁ ଗୁଡଡୁ ପୂର୍ବରୁ ନିଜର ନୂଆ ପ୍ରେମିକ କାହ୍ନା ପ୍ରଧାନଙ୍କୁ ଡାକି ନିଜ ପାଖରେ ରଖିଥିଲେ । ଆଉ ଯେତେବେଳେ ଗୌତମ ଏବଂ ଅଞ୍ଜନ ତାଙ୍କ ପାଖକୁ ଯାଇଥିଲେ ସେତେବେଳେ କାହ୍ନା ଏକ ମାର-ଣାସ୍ତ୍ରରେ ଆକ୍ର-ମଣ କରିଥିଲା ।
କେବଳ କାହ୍ନା ନୁହେଁ ବରଂ ତାଙ୍କ ସହିତ ଅନ୍ୟ ଯୁବକ ମାନେ ମଧ୍ୟ ସାମିଲ ରହି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ର-ମଣ କରିଥିଲେ । ଗୌତମ ସେଠାରୁ ଖସି ଯାଇଥିଲେ ହେଁ ଅଞ୍ଜନ କିନ୍ତୁ ସେଠୁ ଖସି ଯାଇପାରି ନଥିଲେ । କାହ୍ନା ପ୍ରେମିକା ଗୁଡ଼ଡୁ ସାମ୍ନାରେ ଆକ୍ର-ମଣ କରିବାରେ ଲାଗିଥିଲା । ପ୍ରେମିକା ଗୁଡ଼ଡୁ ବି କିଛି ପ୍ରତି-ବାଦ କରିନଥିଲା । ଅଞ୍ଜନଙ୍କୁ ହ-ତ୍ୟା ଅଭି-ଯୋଗରେ କରିବା ପରେ ଦୁଇଜଣ ଫେ-ରାର ହୋଇ ଯାଇଥିବା କହି ଅଞ୍ଜନଙ୍କ ପରିବାର ଲୋକେ ଅଭି-ଯୋଗ କରିଛନ୍ତି । ସେପଟେ ମୃ-ତ୍ୟୁକୁ ଦୁଇ ଦିନ ବିତି ଯାଇଥିଲେ ବି ପୋ-ଲିସ ଫେ-ରାର ଅଭି-ଯୁକ୍ତଙ୍କର କୌଣସି ଖୋଜଖବର ପାଇନାହିଁ । ଅଭି-ଯୁକ୍ତଙ୍କୁ ଧରିବା ପାଇଁ ପୋ-ଲିସ ଏକ ଟିମ ଗଠନ କରିଛି । ସେପଟେ ପୁଅକୁ ହରାଇ ଘର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।