ମୋ ଫୋଟୋ ଭିଡିଓ ରଖି ଖରାପ କଣ୍ଟେଣ୍ଟ ବନଉଛ ,ମୁଁ ତୁମ ନାଁ ରେ କେସ ଦେବି :ନିଶା ମହାରଣା

ସୋସିଆଲ ମିଡିଆର ବର୍ତ୍ତମାନ ସମୟର ଚର୍ଚ୍ଚିତ ଚେହେରା ତଥା ଓଡ଼ିଶାର ସନି ଲିଓନି ବିଷୟରେ ଆପଣ ସମସ୍ତେ ଜାଣି ଥିବେ । ମାତ୍ର କିଛି ଦିନ ଆଗରୁ ସେ ସୋସିଆଲ ମିଡିଆରେ ମୁଁହ ଖୋଲି ପୁରାପୁରି ଭାଇରାଲ ହୋଇ ଯାଇଛନ୍ତି ଆଉ ସମସ୍ତେ ତାଙ୍କୁ ସନି ଲିଅନୀ ଭାବରେ ଡାକିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି ।

ସେ ଏପରି ଜଣେ ଯୁବତୀ ଯାହାଙ୍କୁ ନିଜ ଅଙ୍ଗ ପ୍ରଦର୍ଶନ କରିବା ପାଇଁ ବହୁତ ଇଛା ଅଛି ଆଉ ସେଥିପାଇଁ ସେ ଏହାକୁ ବହୁତ ଭଲ ପାଆନ୍ତି । ସେ ଆଗକୁ ଓଡ଼ିଶାର ସନୀ ଲିଓନି ହେବେ ବୋଲି ସୋସିଆଲ ମିଡିଆରେ ମୁହଁ ଖୋଲି ଥିଲେ । ଏହା ପର ଠାରୁ ସମସ୍ତେ ତାଙ୍କର ଅନେକ ମଜା ଉଡ଼ାଇବାରେ ଲାଗିଛନ୍ତି । ଆଉ ସମସ୍ତେ ତାଙ୍କୁ ଖରାପ ଭାବରେ ଆକ୍ଷେପ କରି ମଧ୍ୟ କହୁଛନ୍ତି ।

ବର୍ତ୍ତମାନ ସମୟରେ ପୁରା ସୋସିଆଲ ମିଡ଼ିଆ ଜଗତରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ତାଙ୍କ ମନ୍ତବ୍ୟକୁ ସମସ୍ତେ ଆକ୍ଷେପ କରିବା ସହିତ ଅନେକ ଭିଡିଓ ମଧ୍ୟ ବନାଇବାରେ ଲାଗିଛନ୍ତି । ବିଶେଷ କରି ଅନେକ ନ୍ୟୁଜ ଚ୍ୟାନେଲ ସହିତ ଅନେକ ୟୁଟ୍ୟୁବର ତାଙ୍କୁ ନେଇ ଭିଡିଓ କରିବା ଆରମ୍ଭ କରି ସାରିଛନ୍ତି । ଏକଦା ସେ କହିଥିଲେ କି , ସେ ଜଣେ ମଡେଲର ଅଟନ୍ତି ଆଉ ତାଙ୍କୁ ଜୀବନରେ ବହୁତ ଆଗକୁ ଯିବାର ଅଛି ।

ସେ ଅନେକ ସ୍ବପ୍ନ ଦେଖିଛନ୍ତି ଆଉ ସେ ସବୁକୁ ସେ ପାଇବା ପାଇଁ କିଛି ବି କରିବେ । ବର୍ତ୍ତମାନ ସମୟରେ ସେ ଓଡ଼ିଶାରେ ମ୍ୟୁଜିକ ଭିଡ଼ିଓରେ କାମ କରୁଛନ୍ତି ଆଗକୁ ଆଉ ପ୍ରୋଜେକ୍ଟ ଆସିଲେ କାମ କରିବେ ବୋଲି ସେ ଗଣମାଧ୍ୟମ ଆଗରେ ମୁଁହ ଖୋଲି ଥିଲେ । ଏହା ବ୍ୟତୀତ ସେ କହିଥିଲେ କି , ଟୋକା ମାନେ ତାଙ୍କୁ ଦେଖିଲେ ଭଲ ପାଇ ବସନ୍ତି ।

ତାଙ୍କୁ ଦେଖିବା ପାଇଁ ସମସ୍ତେ ପାଗଳ ଆଉ ତାଙ୍କର ଦେଖିଲେ ପୁଅ ମାନେ ପୁରା ବ୍ୟସ୍ତ ହୋଇ ରୁହନ୍ତି । ତେବେ ଅନ୍ୟ ପକ୍ଷରେ ସେହି ସମୟରେ ଏପରି ମନ୍ତବ୍ୟ ଯୋଗୁଁ ତାଙ୍କୁ ଅନେକ ସମାଲୋଚନା କରା ଯାଇଥିଲା । ଏହା ବ୍ୟତୀତ ତାଙ୍କ ପ୍ରିୟ ଅଭିନେତ୍ରୀ କିଏ ବୋଲି ତାଙ୍କୁ ପଚରା ଯାଇଥିଲା ଆଉ ଯାହାର ଉତ୍ତର ଦେଇ ସେ ସନୀ ଲିଓନି ବୋଲି କହିଥିଲେ ।

ଭବିଷ୍ୟତରେ ସେ ତାଙ୍କ ଭଳି ହେବାର ଆଶା ରଖିଛନ୍ତି ବୋଲି କହିଥିଲେ । ଯାହା ପରେ ବିବାଦ ଆହୁରି ଆଗକୁ ବଢିଥିଲା । ସମସ୍ତେ ତାଙ୍କ ନାମରେ ଅନେକ ଖରାପ କଥା କହିଥିଲେ । ଆଉ ଅନେକ ଭିଡିଓ ମଧ୍ୟ କରିଥିଲେ । ତେବେ ବର୍ତ୍ତମାନ ପୁରା ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି ନିଶା ମହାରଣା । ଆଉ ତାଙ୍କ ବିଷୟରେ ଏପରି ଆଲୋଚନାକୁ ନେଇ ସେ କହିଛନ୍ତି କିଛି ଏପରି କଥା । ଯାହାକୁ ଆପଣ ବି ଶୁଣିବା ନିହାତି ଦରକାର।

ତେବେ ତାଙ୍କ କହିବା ଅନୁଯାୟୀ , ତାଙ୍କୁ ସବୁବେଳେ ଅନେକ ଖରାପ ମନ୍ତବ୍ୟ ଦେଇ ଗତି କରିବାକୁ ପଡ଼ୁଛି । ସେ ବାଟ ଟେକି ଚାଲି ପାରୁ ନାହାଁନ୍ତି । ତାଙ୍କୁ ନେଇ ଆଉ ତାଙ୍କ ଫୋଟ ଭିଡିଓକୁ ନେଇ ଲୋକ ମାନେ ଭିଡିଓ ବନାଇବାରେ ଲାଗିଛନ୍ତି ଆଉ ଖରାପ କଥା ମଧ୍ୟ କହିବାରେ ଲାଗିଛନ୍ତି ।

ତେଣୁ ଏପରି ପରିସ୍ଥିତିରେ ସେ ସେହି ଲୋକ ମାନଙ୍କ ନାମରେ କେସ କରିବେ ଯେଉଁ ମାନେ ତାଙ୍କୁ ଏପରି କରିବାରେ ଲାଗିଛନ୍ତି ଆଉ ତାଙ୍କର ଫାଇଦା ଉଠାଇବାକୁ ଲାଗିଛନ୍ତି । ସେ କହିଛନ୍ତି ସବୁ ସହିବାର ସୀମା ଥାଏ । କିନ୍ତୁ ସେହି ସୀମା ସେ ପାର କରି ଯାଇଛନ୍ତି । ତେଣୁ ସେ ବର୍ତ୍ତମାନ ପୋଲିସର ସହାୟତା ନେବା ସହିତ ସେମାନଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଛନ୍ତି । ଆଉ ବହୁତ ଶୀଘ୍ର ସେହି ଲୋକ ମାନେ ଜେଲ ମଧ୍ୟ ଯିବା କଥା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *