ରାଜଧାନୀ ହ-ତ୍ୟାକା-ଣ୍ଡ ଉପରେ ମୁହଁ ଖୋଲିଲେ ଆଇନଜୀବୀ ବ୍ୟୋମକେଶ । କହିଲେ ଝିଅକୁ ମେଣ୍ଟେନ ପାଇଁ ୫୦,୦୦୦ ଦରକାର । ଆଉ ଏଥିପାଇଁ…….

ଗତକାଲି ରାଜଧାନୀରେ ଯେଉଁ ହ-ତ୍ୟାକା-ଣ୍ଡ ଘଟିଗଲା ତାହାକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଖେଳି ଯାଇଛି । ଯେଉଁଠି ଦେଖ ଲୋକେ କହୁଛନ୍ତି ଯେ ମହିଳାଙ୍କ ପାଇଁ ଶକ୍ତ କାନୁନ ନହେବାରୁ ଏଭଳି ଘ-ଟଣା ଘଟୁଛି ବୋଲି କୁହାଯାଉଛି । ଏପଟେ ଆଇନଜୀବୀ ବ୍ୟୋମକେଶ ଏହି ମାମ-ଲାକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ ଆଜିକାଲି ଝିଅମାନେ ନିଜକୁ ମେଣ୍ଟେନରେ ରଖିବା ପାଇଁ କିଛିବି କରିବାକୁ ପ୍ରସ୍ତୁତ ହୋଇ ଯାଉଛନ୍ତି । କାରଣ ରାଜଧାନୀ ଭଳି ଜାଗାରେ ନିଜକୁ ମେଣ୍ଟେନ କରିବା ପାଇଁ ଝିଅଙ୍କୁ ଅତି କମରେ ୫୦,୦୦୦ ନିହାତି ଆବଶ୍ୟକ । ଆଉ ଏଥିପାଇଁ ହିଁ ସେମାନେ ଏକାଧିକ ବୟଫ୍ରେଣ୍ଡ ରଖୁଛନ୍ତି । ମି-ଛ ପ୍ରେମ କରି ଯୁବକଙ୍କୁ ଠ-କିବା ସହିତ କେବଳ ଟଙ୍କା ଲୁ-ଟୁଛନ୍ତି ।

ଯାହାକୁ ଆଜିକାଲିର ଯୁବକ ମାନେ ବୁଝିପାରୁ ନାହାଁନ୍ତି । ଏମିତିକି ଘରୁ ଟଙ୍କା ଆଣି ଗାର୍ଲଫ୍ରେଣ୍ଡଙ୍କୁ ଦେଉଛନ୍ତି । ଏହି ବିଷୟରେ ସବୁ ଯୁବକ ବୁଝିବା ଦରକାର ବୋଲି କହିଛନ୍ତି ବ୍ୟୋମକେଶ । ଏହି କାମରେ ଯେ ଖାଲି ଯୁବତୀ ମାନେ ନିୟୋଜିତ ତାହା ନୁହେଁ । କାରଣ ବର୍ତ୍ତମାନ ବ୍ୟୁଟି ପାର୍ଲରରେ ଖାଲି ଯୁବତୀ ନୁହେଁ ବରଂ ବିବାହିତ ଏବଂ ବୟସ ମହିଳାଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି ।

ତାଛଡ଼ା ଏମିତି ଅନେକ ଘ-ଟଣା ମଧ୍ୟ ପୂର୍ବରୁ ଶୁଣିବାକୁ ମିଳୁଛି । ସେସବୁ ଘଟ-ଣାରେ ମହିଳାଙ୍କ ଭୁଲ ଆଗକୁ ଆସି ନଥାଏ । ଆମ ସମ୍ବିଧାନରେ କେବଳ ନାମକୁ ସମାନ ଅଧିକାରର ନିୟମ ରହିଛି , ଯାହାକି ବାସ୍ତବରେ ଆଦୋୖ ନୁହେଁ । ଆଜିକାଲି ମହିଳାଙ୍କ ପାଇଁ ହିଁ କେବଳ କାନୁନ ରହିଛି କୁହାଯାଇ ପାରେ ।

ଆଜିକାଲି ଯଦି କେହି ଯୁବକ ନିଜର ସମସ୍ୟା ନେଇ ଥା-ନାରେ ଅଭି-ଯୋଗ କରେ ତେବେ ସେଥିରେ କିଛି ଲାଭ ହୁଏନାହିଁ । କିନ୍ତୁ ମହିଳା ଯଦି ମି-ଛ ସତ କହି ଜଣେ ପୁରୁଷ ନାମରେ ଅଭି-ଯୋଗ କରେ ତେବେ ସେହି ପୁରୁଷକୁ ଜେଲ ସୁନିଶ୍ଚିତ ଅଟେ । ତେଣୁ ବ୍ୟୋମକେଶଙ୍କ କହିବା କଥା ଯେ ବର୍ତ୍ତମାନ ନିୟମ ସମସ୍ତଙ୍କ ପାଇଁ ସମାନ ଆସିବା ଉଚିତ । ନଚେତ ଅଞ୍ଜନଙ୍କ ଭଳି କେତେ ଯେ ଜୀବନ ଅକା-ଳରେ ଚାଲିଯିବ ତାହା କେହି କହିପାରିବେ ନାହିଁ । ବ୍ୟୋମକେଶଙ୍କ କହିବା କଥା ଯେ ଏଥର ଜେଣ୍ଡର ନ୍ୟୁଟ୍ରାଲ ନିୟମ ଆସିବା ଉଚିତ । ନଚେତ ଯୁଗ ଯୁଗ ଧରି ସବୁ ପୁରୁଷଙ୍କ ଉପରେ ଏହିଭଳି ଅନ୍ୟା-ୟ ହେଉଥିବ ।

Leave a Reply

Your email address will not be published. Required fields are marked *