କୁନି ଛୁଆକୁ ଛାଡ଼ି ମା କଇଁ କଇଁ ହୋଇ କାନ୍ଦି ଯାଉଛି ସୀମା ଜଗିବାକୁ ।

ଆଖିରେ ଧାରା ଶ୍ରାବଣର ଲୁହ ଆଉ ଛାତିରେ ଛାତି ଫଟା କୋହ । ମା ଲୁ-ହକୁ ଚାପି ରଖିବାକୁ ବହୁତ୍ କଷ୍ଟ କରୁଛି । ହେଲେ ନିଜ ଛୁଆର ମୁହଁକୁ ଚାହିଁ ଦେଲେ ସେ ଅସହାୟ ହୋଇ ପଡୁଛି । ସେ ନିଜେ ବି ଜାଣି ପାରୁନି କଣ କରିବ । କାରଣ ମା ଯାଉଛି ସୀମା ଜଗିବାକୁ , ଶ-ତ୍ରୁ ମାନଙ୍କୁ ସାମ୍ନା କରିବାକୁ । ଭାରତ ମାକୁ ସୁର-କ୍ଷା ଦେବାକୁ । ମା ଜାଣିନି ସେ ଆଉ କେବେ ଫେରିବ କି ନାହିଁ । ମା ଏ କଥା ମଧ୍ୟ ଜାଣିନି ଆଗକୁ କଣ ଘଟିବ ତାହା ସହିତ । ହେଲେ ନିଜ କୁନି ଛୁଆକୁ ଛାଡ଼ି ଗୋଟେ ମା ଯେତେବେଳେ ସତୃଙ୍କୁ ସାମ୍ନା କରିବାକୁ ବାହାରିଛି ସେତେବେଳେ ମାର ଛାତି ଫାଟି ପଡୁଛି ।

ମା ତା ଛୁଆର ମୁହଁକୁ ଚାହିଁ କହୁଛି ଧନରେ ତୋ କଥା ମୋର ବହୁତ୍ ମନେ ପଡିବ । ତତେ ଛାଡ଼ି ଯିବା ପାଇଁ ମତେ ଆଦୌ ଇଚ୍ଛା ହେଉ ନାହିଁ । ହେଲେ କଣ କରିବି ଯିବାକୁ ତ ପଡ଼ିବ । ମୁଁ ଯେମିତି ତୋ ମା ତତେ ଛାଡି ଯିବାକୁ ମୋର ଇଚ୍ଛା ହେଉନି । ମୋ ଭାରତ ମା ବି ମତେ ଝୁରି ହେଉଛି କେତେବେଳେ ମୁଁ ଯାଇ ପହଞ୍ଚିବି ତାକୁ ସୁର-କ୍ଷା ଦେବି । ଏମିତି ଅନେକ ଭାବନା ନେଇ ମା ଆଖିରେ ଆଖିଏ ଲୁହକୁ ଚାପି ରଖି ମା ବାହୁନି ବାହୁନି କା-ନ୍ଦୁଛି । କେବଳ ମା ନୁହେଁ ଏହି ବିଦାୟୀ ସମୟରେ ମା ସହିତ ପରିବାର ଲୋକେ ସମସ୍ତେ କାନ୍ଦୁଛନ୍ତି । ମା ତା ଛୁଆକୁ ଶେଷ ଥର ପାଇଁ କୋଳେଇ ମନ ଇଚ୍ଛା ଗେଲ ବି କରି ଦେଉଛି ।

ଆଉ ମା ମନେ ମନେ କହୁଛି ଧନରେ ତୁ ମତେ ମନେ ପକାଇ ମନେ ମନେ ଆଦୌ ଅଭିମାନ କରିବୁ ନାହିଁ । ମୁଁ ଯେମିତି ତୋ ମା ମୋର ସେମିତି ମା ଅଛି । ତାକୁ ସୁର-କ୍ଷା ଦେବା ମୋ ପାଇଁ ଆଉ ତୋ ପାଇଁ ମଧ୍ୟ ଖୁବ୍ ଭାଗ୍ୟର କଥା । ଜାଣିଛୁ ଦିନେ ସମୟ ଆସିବ ତୁ ତୋ ମା ପାଇଁ ଗର୍ବ କରିବୁ । ଆଉ ଯଦି ମୋର କିଛି ହେଇଯାଏ ତାହାଲେ ବି କା-ନ୍ଦିବୁନି କାହିଁକି ନା ତୋ ମା ଦେଶ ପାଇଁ ଶ-ତ୍ରୁ ମାନଙ୍କ ଗୁ-ଳିରେ ଟଳି ପଡ଼ିଛି ବୋଲି ଭାବି ନେବୁ ।

ହେଲେ ସତ କହିବି ତ ତୋ ମୋହ ମତେ ଆଜି ଆଦୌ ତତେ ଛାଡ଼ି ଯିବାକୁ ଦେଉନି । ହେଲେ କଣ କରିବି ମୋ ମାଆ ବି ମୋ ଅପେକ୍ଷାରେ ରହିଛି । କୁନି ପୁଅକୁ ଧରି ମା ଏମିତି କିଛି ବୁଝାଉଛି । କାରଣ ମା ବାହାରିଛି ସୀମା ଜଗିବାକୁ ଯିବାକୁ । ଆଉ ରେଲିୱେ ଷ୍ଟେସନରେ ପହଞ୍ଚିବା ପରେ ମା ତା ଛୁଆକୁ କୋଳରେ ଧରି କଇଁ କଇଁ ହୋଇ କା-ନ୍ଦୁଛି । ସେପଟେ ଏହି ଭିଡିଓ ବେଶ୍ ମାତ୍ରାରେ ଭାଇରାଲ ହେଉଥିବା ବେଳେ । ମାର ଏହି ଅନାବିଳ ଭଲ ପାଇବା ଦେଖି ସାରା ଭାରତ ବି କାନ୍ଦୁଛି । ଆଉ ସମସ୍ତେ ଏହି ମାକୁ ଧନ୍ୟବାଦ୍ ବି ଦେଉଛନ୍ତି ।

Leave a Reply

Your email address will not be published. Required fields are marked *