ପୂର୍ବରୁ କହୁଥିଲା ସ୍ୱାମୀ ଆଉ ଏବେ ପ୍ରେମିକ । ଆଉ ବର୍ତ୍ତମାନ ମି-ଛେଇ ବାଂଲାଦେଶୀ ସୁନ୍ଦରୀର ଅସଲ ମୁଖା ଖୋଲି ଯାଇଛି ।

ମିଛେଇ ବାଂଲାଦେଶୀର ସତ ବର୍ତ୍ତମାନ ସାମ୍ନାକୁ ଆସିଛି ଏବଂ ଏହା ଜାଣିବାକୁ ମିଳିଛି ଯେ ସେ କୁଆଡ଼େ ବାଂଲାଦେଶରେ ନି-ଶା କାରବାର କରୁଥିଲା । ଏହି ନିଶା କାରବାର କରିବା କାରଣରୁ ସେ ଥା-ନାକୁ ମଧ୍ୟ ଯାଇଥିଲା । ଆଜ୍ଞା ହଁ , ରୁମା ନାମରେ ଜଣାଶୁଣା ଏହି ଯୁବତୀ ଜଣକ ବାଂଲାଦେଶରୁ ବାଲେଶ୍ୱର ଆସିଥିଲେ ।

ଖାଲି ସେତିକି ନୁହେଁ , ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ସ୍ୱାମୀ ବୋଲି କହୁଥିଲା । ଆଉ ବର୍ତ୍ତମାନ ସ୍ୱାମୀ ନୁହେଁ ବରଂ ପ୍ରେମିକ ବୋଲି କହୁଛି । ଏହି ଘ-ଟଣା ବିଷୟରେ ଆପଣ ମାନେ ମଧ୍ୟ ଜାଣିଥିବେ ଯେ କିଛି ଦିନ ତଳେ ଜଣେ ବାଂଲାଦେଶର ଯୁବତୀ ନିଜ ସ୍ୱାମୀକୁ ଖୋଜି ଖୋଜି ଆସି ବାଲେଶ୍ଵରରେ ପହଞ୍ଚିବା ଏବଂ ପରେ ଥା-ନାରେ ପହଞ୍ଚିବା ଘ-ଟଣା ବିଷୟରେ । କିନ୍ତୁ ବର୍ତ୍ତମାନ ସେହି ଘଟଣାରେ ଏକ ନୂଆ ମୋଡ଼ ଆସିଛି ।

ବାଂଲାଦେଶୀ ଝିଅ ରୁମା ମାରୀୟମ ଥାନାରେ ଯେଉଁ ଅଭି-ଯୋଗ କରିଥିଲେ , ସେହି ଅଭିଯୋଗ ପତ୍ର ହିଁ ତାଙ୍କର ଅସଲ ମୁଖା ଖୋଲି ଦେଇଛି । ବାସ୍ତବରେ ରୁମା ପ୍ରଥମେ କହୁଥିଲେ ଯେ ବିରେନ୍ଦ୍ର ପ୍ରତାପ ଭଞ୍ଜ ତାଙ୍କ ସ୍ୱାମୀ ଏବଂ ତାଙ୍କୁ ବିବାହ କରିଛନ୍ତି ବୋଲି । କିନ୍ତୁ ଅଭି-ଯୋଗ ପତ୍ରରେ ଏହା ଉଲ୍ଲେଖ କରିଛନ୍ତି ଯେ ବିରେନ୍ଦ୍ର ପ୍ରତାପ ଭଞ୍ଜ କୁଆଡ଼େ ତାଙ୍କର ପ୍ରେମିକ ବୋଲି ।

ତେବେ ସମ୍ପୂର୍ଣ୍ଣ ଘ-ଟଣା ଏହା ଯେ ବାଂଲାଦେଶରୁ ଆସିଥିବା ଏହି ଯୁବତୀ ଜଣକ ପ୍ରଥମେ ବାଲେଶ୍ଵରରେ ପହଞ୍ଚି ବୁଦ୍ଧକୁସୁମୀ ଗାଁର ବିରେନ୍ଦ୍ର ପ୍ରତାପ ଭଞ୍ଜ କୁଆଡ଼େ ତାଙ୍କ ସ୍ୱାମୀ ଏବଂ ତାଙ୍କୁ ବାଂଲାଦେଶରେ ବିବାହ କରିବା ପରେ ସେଠାରୁ ଛାଡ଼ି ଓଡ଼ିଶା ଆସି ଅନ୍ୟତ୍ର ବିବାହ କରିଥିବା ଅଭି-ଯୋଗ ଆଣିଥିଲେ । ଯେଉଁ କାରଣରୁ ବିରେନ୍ଦ୍ରଙ୍କର ବର୍ତ୍ତମାନର ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡ଼ି ଚାଲି ଯାଇଥିବ ଶୁଣିବାକୁ ମିଳିଥିଲା ।

କିନ୍ତୁ ଯୁବତୀ ଜଣକ ଅଭି-ଯୋଗରେ ଲେଖିଥିଲେ ଯେ ବିରେନ୍ଦ୍ର କୁଆଡ଼େ ତାଙ୍କର ପ୍ରେମିକ ବୋଲି । ପୂର୍ବରୁ ବିବାହ କରିଥିବା କଥା କହୁଥିଲେ କିନ୍ତୁ ଅଭିଯୋଗରେ ଲେଖିଛନ୍ତି ଯେ ଫେସବୁକରେ କଥାବାର୍ତ୍ତା ହେବା ପରେ ପ୍ରେମ ହୋଇଥିଲା ଏବଂ ତାଙ୍କୁ ବିବାହର ପ୍ରତିଶୃତି ଦେଇ ଜୋର ଜବ-ରଦସ୍ତ ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିଥିଲେ ବିରେନ୍ଦ୍ର ।

ଆଉ ଏହି ଅଭି-ଯୋଗ ପରେ ପୋ-ଲିସ ଏକ ମାମ-ଲା ରୁଜ୍ଜୁ କରି ତ-ଦନ୍ତ ଆରମ୍ଭ କରିଥିଲା । ଆଉ ବର୍ତ୍ତମାନ ଏହା ଜଣା ପଡ଼ିଛି ଯେ ରୁମାଙ୍କ ନାମରେ ନିଶା କାରବାରର ମା-ମଲା ରହିଛି । ଏହାବ୍ୟତୀତ ସେ ପୂର୍ବରୁ ମଧ୍ୟ ଜେ-ଲ ଯାଇଛନ୍ତି । ତେଣୁ ବର୍ତ୍ତମାନ ବାଂଲାଦେଶୀ ଝିଅର ଅସଲ ମୁଖା ଖୋଲି ଯାଇଛି ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *