ଗେଣ୍ଡୁ ଗଛ ପାଇଁ ଜ-ଘନ୍ୟ ହ-ତ୍ୟାକା-ଣ୍ଡ । ନାବାଳିକାଙ୍କ ଉପରେ ବି କଲେନି ଦୟା ।

ଆଜିକାଲିର ସମାଜରେ ମଣିଷ ନିଜର ମାନବିକତା ହରାଇଛି । କାହିଁକିନା ବର୍ତ୍ତମାନ ସମୟରେ ଲୋକ ସାମ୍ନାରେ ଅନ୍ୟ ମଣିଷର ଜୀବନର ମୂଲ୍ୟ ନାହିଁ । ନହେଲେ ମଣିଷ କିଭଳି ନିଜର ମଣିଷତ୍ୱ ହରାଇ ଅନ୍ୟ ଜଣଙ୍କର ହ-ତ୍ୟା କରିପାରେ । ଏଇ ଯେମିତି କୁନି ଝିଅଟିର ହ-ତ୍ୟା କରିଛି ତାର ପଡ଼ୋଶୀ ।

ଆଉ ତାହା ପୁଣି ସାଧାରଣ ଗେଣ୍ଡୁ ଗଛ ପାଇଁ । ଗଛ ଚୋ-ରି କରିଥିବା କହି ଜଣେ ନାବାଳିକାଙ୍କ ହ-ତ୍ୟା କରିଛି ଜଣେ ପଡ଼ୋଶୀ । ଆଉ ଏଭଳି ଘ-ଟଣା ବାସ୍ତବରେ ବେଶ ହୃଦୟ ବିଦାରକ ଅଟେ । କାରଣ ଗଛ ଚୋ-ରି କଲେ ତାର ହୁଏତ ଅନ୍ୟ କିଛି ଦ-ଣ୍ଡ ଥାଇପାରେ ମାତ୍ର ଏଭଳି ହ-ତ୍ୟା କରିବା କେଉଁ ପ୍ରକାର ମଣିଷତ୍ୱକୁ ସୂଚାଉଛି ?

ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଉଦଳା ଥା-ନା ଭାଲୁହୁରୁଡ଼ା ଗାଁରେ ଘଟି ଯାଇଛି । ଆଉ ଯେଉଁ ଝିଅର ହ-ତ୍ୟା ହୋଇଛି ଝିଅଟିର ନାମ ହେଉଛି ସରସ୍ୱତୀ ହାଁସଦା । ସୂଚନା ଅନୁଯାୟୀ ଝିଅର ମା’ ସୀତା ହାଁସଦା ତାଙ୍କ ଝିଅକୁ ପଡ଼ୋଶୀଙ୍କ ଘରେ ଛାଡ଼ି ଭୁବନେଶ୍ୱର ଯାଇଥିଲେ । ଭୁବନେଶ୍ୱରକୁ ତାଙ୍କ ଝିଅର ସାର୍ଟିଫିକେଟ ଆଣିବାକୁ ଯାଇଥିଲେ । ମାତ୍ର ଏତିକି ବେଳେ ତାଙ୍କ ପଡ଼ୋଶୀ ସୀତାଙ୍କୁ କଲ କରି କହିଥିଲେ ଯେ ତାଙ୍କ ଝିଅ ସରସ୍ୱତୀ ବାରି ପଛପଟୁ ସବୁ ଗେଣ୍ଡୁ ଗଛକୁ ଚୋ-ରି କରି ନେଇଛି ।

ଆଉ ଯେତେବେଳେ ରାତିରେ ଆସି ସୀତା ଏବଂ ତାଙ୍କ ସ୍ୱାମୀ ଘରେ ପହଞ୍ଚିଥିଲେ ସେତେବେଳେ ତାଙ୍କର ହ-ତ୍ୟା ହୋଇଥିବା ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଗେଣ୍ଡୁ ଗଛ କାରଣରୁ ତାଙ୍କ ଝିଅର ହ-ତ୍ୟା ହୋଇଛି ବୋଲି କହିଛନ୍ତି ପରିବାର ଲୋକେ । ସେପଟେ ଉଦଳା ଥା-ନାରେ ଅଭି-ଯୋଗ କରିବା ପରେ ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ମୃ-ତ ଦେହକୁ ଉ-ଦ୍ଧାର କରିଥିଲା ।

ସାଇନଟିଫିକ ଟିମ ପହଞ୍ଚିବା ପରେ ପୋ-ଲିସ ତ-ଦନ୍ତ ଆରମ୍ଭ କରିଛି । ଅଭିଯୋଗ ପରେ ପଡ଼ୋଶୀଙ୍କୁ ଧରି ପ-ଚରା ଉଚୁରା କରୁଛି ପୋ-ଲିସ । ଏପଟେ ପରିବାର ଲୋକେ ଅଭି-ଯୋଗରେ ହ-ତ୍ୟାକା-ରିକୁ ମୃ-ତ୍ୟୁ ଦ-ଣ୍ଡ ଦେବାକୁ ଦାବି କରିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *