ବର୍ତ୍ତମାନ ସମୟରେ ଏପରି ଏକ ଘ-ଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ବଡ଼ ଭଉଣୀ ନିଜ ସାନ ଭଉଣୀକୁ ପ୍ରେମିକ ସହିତ ମିଶି ହ-ତ୍ୟା କରିଛି । ଏଭଳି ଏକ ଘଟ-ଣା ସାମ୍ନାକୁ ଆସିବା ପରେ ଭଉଣୀ ନାମ କଳଙ୍କିତ ହୋଇଛି । ଏହି ଘ-ଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ବିହାରର ବୈଶାଳି ଜିଲ୍ଲା ଅନ୍ତର୍ଗତ ଜନ୍ଦାହା ଥା-ନା ଅନ୍ତର୍ଗତ ହରପ୍ରସାଦ ଗାଁରୁ ଆସିଛି । ଉକ୍ତ ଗାଁରେ ୯ ବର୍ଷର କରିନା ନିଜର ୧୩ ବର୍ଷୀୟ ବଡ଼ ଭଉଣୀ ଏବଂ ଭାଇଙ୍କ ସହିତ ରହୁଥିଲେ । କିନ୍ତୁ ବାପା କାମ ପାଇଁ ଘର ଠାରୁ ବାହାରେ ରହୁଥିଲେ । ବଡ଼ ଭଉଣୀ ସେହି ଗାଁ ପାଖ ଗାଁର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ।
ଗତ ୧୫ ତାରିଖ ଦିନ କରିନା ନିଜ ବଡ଼ ଭଉଣୀକୁ ତାର ପ୍ରେମିକ ସହିତ ଅସଂ-ଯତ ଅବସ୍ଥାରେ ଦେଖି ଦେଇଥିଲା । ଯାହାପରେ ବଡ଼ ଭଉଣୀ ତାକୁ ଜୀବନରୁ ମା-ରି ଦେବାକୁ ମନସ୍ଥ କରିଥିଲେ । ଗତ ୧୬ ତାରିଖରେ ବଡ଼ ଭଉଣୀ ଏବଂ ପ୍ରେମିକ ମିଶି କରିନାଙ୍କୁ ହ-ତ୍ୟା କରି ଏକ ବାକ୍ସ ମଧ୍ୟରେ ରଖିଥିଲେ । ସେହିଦିନ ଠାରୁ ସବୁଠି କରିନା ନି-ଖୋଜ ଥିବାର ଖବର ମଧ୍ୟ ଶୁଣା ଯାଇଥିଲା ।
ଚାରି ଦିନ ପରେ ମୃ-ତ ଦେହ ପଚି ଦୁ-ର୍ଗନ୍ଧ କରିବାରୁ ବଡ଼ ଭଉଣୀ ଏବଂ ପ୍ରେମିକ ଶ-ବକୁ ଖଣ୍ଡ ଖଣ୍ଡ କରି କା-ଟି ଏସିଡ ପକାଇ ପୋଡ଼ି ଦେବାକୁ ଚେଷ୍ଟା କରିଥିଲେ । ମାତ୍ର ମୃ-ତ ଦେହ ସମ୍ପୂର୍ଣ୍ଣ ନଜଳିବାରୁ ତାହାକୁ ଘର ପଛକୁ ଫିଙ୍ଗି ଦେଇଥିଲେ । ତେବେ ୧୯ ତାରିଖ ଦିନ ଏହି ମାମ-ଲା ସମ୍ବ-ନ୍ଧରେ ଜଣା ପଡ଼ିବା ପରେ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ଶ-ବକୁ ଉ-ଦ୍ଧାର କରିବା ସହିତ ତଦ-ନ୍ତ ଆରମ୍ଭ କରିଥିଲା ।
FSL ଓ ପୋ-ଲିସ କୁକୁର ମାଧ୍ୟମରେ ପୋ-ଲିସ ତଦ-ନ୍ତ ଆରମ୍ଭ କରିଥିଲା । ଆଉ ବର୍ତ୍ତମାନ ପୁରା ଘ-ଟଣା ସାମ୍ନାକୁ ଆସିଛି । ତେବେ ଏହି ଘ-ଟଣା ସମ୍ବ-ନ୍ଧରେ ବୈଶାଳିର ସ୍ଥାନୀୟ ଏସପି ରବି ରଞ୍ଜନ କୁମାର କହିଛନ୍ତି ଯେ ୧୩ ବର୍ଷୀୟ ନାବା-ଳିକା ଅଭି-ଯୁକ୍ତର ଜଣେ ପୁଅ ସହିତ ପ୍ରେମ ସ-ମ୍ପର୍କ ରହିଥିଲା ।
ଉଭୟେ ଅସଂ-ଯତ ଅବସ୍ଥାରେ ଥିବା ବେଳେ ସାନ ଭଉଣୀ ଦେଖି ଦେଇଥିବାରୁ ବଡ଼ ଭଉଣୀ ନିଜ ପ୍ରେମିକ ସହିତ ମିଶି ଏଭଳି କା-ଣ୍ଡ ଭିଆଇ ଥିବାର କହିଛନ୍ତି ଏସପି । ତେବେ କହିରଖିବୁ ଯେ ଏଭଳି ଏକ ଘ-ଟଣା ସ୍ଥାନୀୟ ଅଞ୍ଚଳ ସମେତ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠି ଏହି ତର୍ଜମା ଚାଲିଛି ଯେ ଜଣେ ବଡ଼ ଭଉଣୀ କିଭଳି ନିଜ ସାନ ଭଉଣୀକୁ ଏଭଳି ନିର୍ମ-ମ ଭାବରେ ହ-ତ୍ୟା କରିପାରେ ।