ଆଜିକାଲି ବାହାର ଲୋକଙ୍କୁ ଭରସା କରିବା ତ ଦୂରର କଥା ଗାଁ ଲୋକ , ପଡ଼ୋଶୀ କିମ୍ବା ଘରର ଲୋକଙ୍କୁ ମଧ୍ୟ ବିଶ୍ୱାସ କରିବା ମୂର୍ଖାମୀ ହେବ । କାରଣ ନରରାକ୍ଷସ କୌଣସି ରୂପରେବି ଥାଇପାରେ । ଆଉ ବର୍ତ୍ତମାନ ସମୟରେ ଏଭଳି ଅନେକ ଘ-ଟଣା ମଧ୍ୟ ସାମ୍ନାକୁ ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଜଣେ ଝିଅ ନିଜ ଘରେ ମଧ୍ୟ କିଭଳି ସୁର-କ୍ଷିତ ନୁହେଁ ତାହା ମଧ୍ୟ ଆପଣ ଜାଣି ପାରିବେ । ପୁଣି ପଡ଼ୋଶୀ ଉପରେ ବିଶ୍ୱାସ କରିବା ତ ଦୂରର କଥା । ବର୍ତ୍ତମାନ ସମୟରେ ଏହିଭଳି କିଛି ଘ-ଟଣା ସାମ୍ନାକୁ ଆସିଛି ଯାହା ଖୁବ ଦୁଃ-ଖଦ ଅଟେ । ଜଣେ ନାବାଳିକାଙ୍କୁ ଜଣେ ପଡ଼ୋଶୀ ଦୁ-ଷ୍କର୍ମ କରି ହ-ତ୍ୟା କରିଛି ।
ସୂଚନା ଅନୁଯାୟୀ ଏହି ଘ-ଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ଥା-ନା ଅନ୍ତର୍ଗତ ମୁରାବାଲି ଅଞ୍ଚଳର ଅଟେ । ଯେଉଁଠି ରଶ୍ମିତା ମୂଖୀ ନାମକ ଜଣେ ନାବାଳିକାଙ୍କୁ ଦୁ-ଷ୍କର୍ମ କରି ହ-ତ୍ୟା କରାଯାଇଛି । ତେବେ ଏଭଳି ଏକ ଦୁଃ-ଖଦ ଘ-ଟଣା ହରିଚନ୍ଦନପୁର ଅନ୍ତର୍ଗତ ସିଂହବିଲା ନିକଟ ଅଭର ବ୍ରିଜ ନିକଟରେ ଘଟିଛି ।
ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଦୁଷ୍କ-ର୍ମକାରୀ ରଶ୍ମିତାଙ୍କର ଜଣେ ପଡ଼ୋଶୀ । ଯାହାଙ୍କୁ ସେ ଭାଇ ଭଳି ମାନୁଥିଲେ । ଦୁ-ଷ୍କର୍ମ କରିଥିବା ଅଭି-ଯୁକ୍ତର ନାମ ହେଉଛି ପୁପୁନ । ଯିଏ ଏଭଳି କା-ଣ୍ଡ ଘଟାଇବ ବୋଲି କେହିବି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଆଉ ବିଶ୍ୱାସ କରିବାର ପରିଣାମ ଏତେଯେ ଭ-ୟଙ୍କର ତାହା କେହିବି ଭାବି ନଥିଲେ ।
ତେବେ ଘ-ଟଣା ଅନୁଯାୟୀ ରଶ୍ମିତା ନିଜ ମାମୁଁଙ୍କ ଘରକୁ ଯିବାକୁ ବାହାରିଥିଲା । ଏକୁଟିଆ ଯିବା ବି-ପଦ ବୋଲି ଘର ଲୋକ ପଡ଼ୋଶୀ ଭାଇ ପୁପୁନ ସହିତ ତାକୁ ପଠାଇ ଥିଲେ । ଯାହା ଥିଲା ସବୁଠାରୁ ବଡ଼ ଭୁଲ । ଆଜିକାଲି ଭାଇ ନାମ ମଧ୍ୟ କଳ-ଙ୍କିତ ହୋଇ ଗଲାଣି । ପୁଣି କେଉଁ ଲୋକଙ୍କୁ ବା ବିଶ୍ୱାସ କରିବ ।
ପୁପୁନ ରଶ୍ମିତାକୁ ନେଇ ଘରକୁ ଆସୁଥିବା ସମୟରେ ରାତି ପ୍ରାୟ ଆଠଟା ସମୟରେ ବ୍ରିଜ ତଳକୁ ରଶ୍ମିତାକୁ ନେଇ ଦୁ-ଷ୍କର୍ମ କରିଥିଲା । ରଶ୍ମିତା ନିଜକୁ ବଞ୍ଚାଇବାକୁ ଯେତେ ଚେଷ୍ଟା କରୁଥିଲା ଅଭି-ଯୁକ୍ତ ତାର ମୁଣ୍ଡରେ ସେତେ ଆ-ଘାତ କରିବାରେ ଲାଗିଥିଲା । ଆଉ ଶେଷରେ ରଶ୍ମିତା ସେହି ବ୍ରିଜ ତଳେ ପ୍ରା-ଣ ହରାଇ ଥିଲା । ତେବେ ଏହି ମାମ-ଲା ପରେ ଅଭି-ଯୁକ୍ତକୁ ଗି-ରଫ କରାଯିବା ପରେ ରଶ୍ମିତାଙ୍କ ବାପା ତାକୁ ଫା-ଶୀଦ-ଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।