ଦିଅର ରଖିଥିଲା ଭାଉଜ ସହିତ ଅନୈ-ତିକ ସ-ମ୍ପର୍କ । ଆଉ ଦେଖିଦେଲେ ଗାଁ ଲୋକେ …… ଆଉ ତାପରେ …….

ଆଜିକାଲିକା ସମୟରେ ଅନୈ-ତିକ ସ-ମ୍ପର୍କ ମାମ-ଲା ଏତେ ବଢ଼ିବାରେ ଲାଗିଛି ଯେ ତାହା କହିବା ସମ୍ଭବ ନୁହେଁ । ଆଉ ଅନେକ ସମୟରେ ଲୋକେ ଏଭଳି କା-ଣ୍ଡ କରୁଥିବାର ଧରା ମଧ୍ୟ ପଡ଼ି ଯାଆନ୍ତି । ଯେମିତି ଏଠାରେ ଧରା ପଡ଼ି ଯାଇଛି ଦିଅର ବସନ୍ତ ଏବଂ ବିଧବା ଭାଉଜର ଅନୈ-ତିକ ସ-ମ୍ପର୍କ ।

ଯାହାକୁ ଗାଁ ଲୋକେ ଦେଖି ଦେଇଛନ୍ତି ଏବଂ ଉଭୟଙ୍କର ବିବାହ କରାଇ ଛାଡ଼ିଛନ୍ତି । ତେବେ ଭାଇର ମୃ-ତ୍ୟୁ ପରେ ଭାଉଜ ଏବଂ ପିଲାଙ୍କୁ ସବୁବେଳେ ସାହାରା ଦେଉଥିଲେ ଦିଅର । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ପ୍ରେମ ସ-ମ୍ପର୍କ ଗଢ଼ି ଉଠିଥିଲା । ଆଉ ଏବେ ସେହି ପ୍ରେମ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ।

ଗାଁ ଲୋକେ ଏହି ବିଷୟରେ ଧରା ପକାଇବା ପରେ ଉଭୟ ଦିଅର ଏବଂ ଭାଉଜର ବିବାହ ମଧ୍ୟ କରାଇ ଦେଇଛନ୍ତି । ଏପଟେ ବେକରେ ଫୁଲମାଳ ପକାଇ ଦିଅର କହୁଛି ଯେ , ଆମେ ସବୁଦିନ ପାଇଁ ଏକାଠି ହୋଇଯିବା । ଏହାସହିତ ଭାଉଜଙ୍କୁ ଦିଅର କହୁଛି ଯେ ତୋର ଭାଗ୍ୟ ଭଲ । ତମକୁ ଏବେ ଗୋଲଡେନ ଅପରଚୁନୀଟି ମିଳିଛି । ଏହାପରେ ଭାଉଜର ହାତକୁ ଧରି କହୁଛି ଯେ ତୋର ଛୁଆ ଏବଂ ତୋର ଦାୟିତ୍ୱ ମୁଁ ନେବି । ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଅନ୍ତର୍ଗତ ବତୀସୁଆ ପଞ୍ଚାୟତ ରଞ୍ଜଡ଼ା ଗାଁରେ ଏଭଳି ଏକ ଘ-ଟଣା ଦେଖିବାକୁ ମିଳିଛି ।

ରଞ୍ଜଡ଼ା ଗାଁର ବସନ୍ତ ସେଠୀ ନାମକ ଜଣେ ଯୁବକ ନିଜର ଜଣେ ସମ୍ପ-ର୍କୀୟ ଭାଉଜ ସହିତ ଅନେକ ଦିନ ହେବ ଅନୈ-ତିକ ଶାରୀ-ରିକ ସ-ମ୍ପର୍କ ରଖି ଆସୁଥିଲେ । ଆଉ ଆଜି ମଧ୍ୟ ଏହିଭଳି ଘର ଭିତରେ ଚାଲିଥିବା ବେଳେ ଗାଁ ଲୋକେ ଦେଖିପାରି ଘର ବାହାରୁ କବାଟ ବନ୍ଦ କରି ଦେଇଥିଲେ । ଘର ଭିତରେ ଫ-ସି ଯାଇଥିଲେ ଦିଅର ବସନ୍ତ ଏବଂ ବିଧବା ଭାଉଜ । ଗାଁର କିଛି ବୟସ୍କ ଲୋକ ମାନେ ଉଭୟଙ୍କର ବିବାହ କରାଇ ଦେଇଛନ୍ତି । ଏହାପରେ ଦିଅର ମଧ୍ୟ ଭାଉଜ ଏବଂ ପିଲାକୁ ପୋଷିବ ବୋଲି କହିଛି ।

Leave a Reply

Your email address will not be published. Required fields are marked *