ଖଟ ଉପରକୁ ଟାଣି ନେଇ ଝୁଣି ଝୁଣି ଖାଉଥିଲୁ, ଝିଅ କାନ୍ଦିଲା ବୋଲି ମୋ ଝିଅକୁ ବି ଛାଡ଼ିଲୁନି..

ପ୍ରେମ ସାସ୍ୱତ,ପ୍ରେମ ଚିରନ୍ତନ, ପ୍ରେମ ଏକ ପବିତ୍ର ବନ୍ଧନ। ପ୍ରମରେ ଧନୀ ଗରିବ, ଜାତି ବର୍ଣ୍ଣ କିଛି ନଥାଏ। ପ୍ରେମ କଲେ ମଣିଷ ପାଗଳ ହେଇଯାଏ ତାକୁ କିଛି ଦେଖାଯାଏ ନାହିଁ। କେତେବେଳେ ସେ ପ୍ରେମ ପାଇଁ କାହାର ଜୀବନ ନେଇ ଯାଏ ସେ ନିଜେ ଜାଣିପାରେନି।ହଁ ଆଜ୍ଞା ଏମିତି କିଛି ଅଭା-ବନୀୟ ଘ-ଟଣା ବାଲେଶ୍ଵର ଜିଲ୍ଲାରେ ଦେଖିବାକୁ ମିଳିଛି।

ବାଲେଶ୍ଵର ଜିଲ୍ଲାର ଖନ୍ତପଡ଼ା ଥା-ନ ଅନ୍ତର୍ଗତ ଭୁଇପଡ଼ା ଗାଆଁର ମନୋଜ ଦାସଙ୍କ ଘରେ ଜୋସ୍ନାରାନୀ ପଣ୍ଡା କାମ କରନ୍ତି। ଜୋସ୍ନାରାନୀ ବାଲେଶ୍ବର ନୂଆ ବାଜରରେ ରୁହନ୍ତି। ତାଙ୍କର ୨ ବର୍ଷର ଝିଅ ମଧ୍ୟ ଅଛି। ସେ ସବୁବେଳେ ମନୋଜଙ୍କ ଘରକୁ କାମ କରିବାକୁ ଯାଆନ୍ତି। ସବୁବେଳେ ଯିବା ଆସିବ ଭିତରେ କେତେବେଳେ ମନୋଜ ଜୋସ୍ନାଙ୍କୁ ଭଲ ପାଇ ଗଲେ। ତାପରେ ଦୁହିଁଙ୍କ ଭିତରେ ପ୍ରେମ ସ-ମ୍ପର୍କ ଆରମ୍ଭ ହେଲା।

ମନୋଜ ଜୋସ୍ନାରାନୀଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିବାକୁ ଜୋସ୍ନାଙ୍କ ଘରକୁ ଯାଆନ୍ତି କିନ୍ତୁ ତାଙ୍କ ୨ ବର୍ଷର ଝିଅ ସବୁବେଳେ କା-ନ୍ଦିବାରୁ ତାଙ୍କୁ ବହୁତ୍ ଛିଡା ଲାଗେ ସେଥିପାଇଁ ସେ ଝିଅକୁ ବହୁତ୍ ବାଡାନ୍ତି। କିନ୍ତୁ ଗୋଟେ ଦିନ ଘରେ କେହି ନଥିବାର ସୁଯୋଗ ନେଇ ମନୋଜ ୨ ବର୍ଷର ନିରୀହ ଶିଶୁର ତଣ୍ଟି ଚିପି ହ-ତ୍ୟା କରିଦେଲେ।

ତାପରେ ଖନ୍ତପଡ଼ା ଥା-ନରେ ଧାରା ୩୦୨ ଅନୁସାରେ ମନୋଜଙ୍କ ଉପରେ ହ-ତ୍ୟା ମାମ-ଲା ରୁ-ଜୁ କରାଗଲା। ପୋ-ଲିସ୍ ଘଟ-ଣା ସ୍ଥଳରୁ ଏବଂ ପୋ-ଷ୍ଟମ-ଟମ୍ ରିପୋ-ର୍ଟ୍ ରୁ ପ୍ରମାଣ ଆଗ୍ରହ କରି ମନୋଜଙ୍କୁ ଗି-ରଫ କରି ଜେ-ଲକୁ ନେଇଛି ଏବଂ ଆଉ କିଛି ଦିନ ପରେ ତାଙ୍କୁ କୋର୍ଟକୁ ପଠାଯିବ ବୋଲି କହିଛି।

Leave a Reply

Your email address will not be published. Required fields are marked *