ବାପାଙ୍କ ସତ ଜାଣିବା ପାଇଁ ଝିଅ କଲା ଏମିତି , ରାତିରେ ମାଆ ଶାଢ଼ୀ ପିନ୍ଧି ଗଲା ବାପା ପାଖକୁ , ଆଉ ତାପରେ ….

ଗୋଟିଏ ସୁନ୍ଦର ଆଉ ସୁଶୀଳ ଝିଅଟିଏ ସ୍ବପ୍ନା । ଦଶମ ଶ୍ରେଣୀ ପାଠ ପଢା ଶେଷ କରିଲା । ଆଉ ତାପରେ ଯାଇ ଯୁକ୍ତ ଦୁଇରେ ମଧ୍ୟ ନାମ ଲେଖାଇ ଦେଲା । ପରିବାରରେ ଖୁସି ସବୁବେଳେ ଲାଗି ରହିଥାଏ । କାହିଁକି ନା ଘରେ ରହୁଥିଲେ ବାପା ମାଆ ଆଉ ସେ । ପରିବାର କହିଲେ ମାତ୍ର ଏତିକି ଆଉ ସେମାନଙ୍କ ଅଲିଅଳି ଝିଅ ସ୍ବପ୍ନା । କେଉଁଥିରେ ମଧ୍ୟ ଅଭାବ ନାହିଁ । ଯାହା କହିଲେ ସ୍ବପ୍ନାକୁ ମିଳି ଯାଇଥାଏ । ତେବେ ଏମିତି କିଛି ବିତି ଗଲା ଆଉ ହଠାତ୍ ତାର ଜୀବନରେ ଏତେ ବଡ ପରିବର୍ତ୍ତନ ଆସିବ ବୋଲି ସେ ଜାଣି ନଥିଲା।

କାହିଁକି ନା ଏକଦା ତାର ଘରକୁ ଜଣେ ଅଙ୍କଲ ଆସିଲେ ଆଉ ଯାହାଙ୍କ ନାମ ଥିଲା ଦିନେଶ । ବାସ୍ତବରେ ସ୍ବପ୍ନାର ମାଆ କାଞ୍ଚନ ଆଉ ଦିନେଶ ପରସ୍ପରକୁ କଲେଜ ସମୟରେ ଭଲ ପାଉଥିଲେ । କିନ୍ତୁ ପରିବାରର ସମ୍ମାନ ର-କ୍ଷା କରିବା ପାଇଁ କାଞ୍ଚନ ବାହା ହୋଇ ଯାଇଥିଲେ । ଏବେ ଯାଏ କିନ୍ତୁ ଦିନେଶ ଅବିବାହିତ ଅଛନ୍ତି । କାହିଁକି ନା ସେ ପ୍ରତି-ଶୋଧର ନି-ଆଁରେ ଜଳୁଥିଲେ । ତେବେ ଯେତେବେଳେ ସେ ଘରକୁ ଆସିଲେ କହିଲେ କାଞ୍ଚନ ମୋତେ ଜାଣି ପାରୁନ , ମୁଁ ପରା ତୁମ ପିଲା ବେଳର ସାଙ୍ଗ । ଆଉ ଏହାପରେ ସ୍ବପ୍ନା ମଧ୍ୟ ଦୁଇ ସାଙ୍ଗ ବୋଲି ଜାଣି ପାରିଥିଲା ।

ତେବେ ଏହାପରେ ଦୁହିଁଙ୍କ ମଧ୍ୟରେ ଯିବା ଆସିବା ଲାଗି ରହିଥିଲା। ପ୍ରକୃତରେ ଦିନେଶର ଉଦେଶ୍ୟ ଥିଲା ସେ ସ୍ବପ୍ନାକୁ ନିଜ ପ୍ରେମ ଜା-ଲରେ ଫ-ସାଇବ ଆଉ ତାଙ୍କ ଘରକୁ ବଦନାମ କରିବ । ତେବେ ଏମିତି କିଛି ଦିନ ଚାଲିବା ପରେ କାଞ୍ଚନ ଆଉ ଦିନେଶ ମଧ୍ୟରେ ନିବିଡତା ବଢିଥିଲା ଆଉ କାଞ୍ଚନ ବଦଳି ଯାଇଥିଲେ । ତେବେ ବାପା ବୋଧହୁଏ ମାଆକୁ ଗା-ଳି କରୁଛନ୍ତି ସତ ଜାଣିବା ପାଇଁ ସ୍ବପ୍ନା ମାଆ ଶାଢ଼ୀ ପିନ୍ଧି ବାପା ପାଖକୁ ଯାଇଥିଲା ଆଉ ସେଦିନ ଜାଣି ପାରିଥିଲା ବାପା କେତେ ମାଆକୁ ଭଲ ପାଉଛନ୍ତି ।

ତେବେ ଏକଦା କାଞ୍ଚନ ଆଉ ଦିନେଶ ସ୍ବପ୍ନାର ବାପାକୁ ମାରି ବିବାହ କରିବା ଯୋଜନା କରୁଥିଲେ । ଯାହାକୁ ଶୁଣି ପାରିଥିଲା ସ୍ବପ୍ନା । ଆଉ ନିଜ ବାପାଙ୍କ ପାଖରେ ସବୁ ସତ କଥା କହି ଦେଇଥିଲା । ଏହାପରେ ସ୍ବପ୍ନାର ବାପା ପୋଲି-ସକୁ ଡ଼ାକି ଥିଲେ ଆଉ ସବୁ ସତ କହିଥିଲେ । ଏହାପରେ ଦିନେଶ ମଧ୍ୟ ନିଜ ଯୋଜନା ବିଷୟରେ ସବୁ କହି ଦେଇଥିଲେ । ତେବେ ଏହାପରେ ସ୍ବପ୍ନାର ବାପା ନିଜ ସ୍ତ୍ରୀ କାଞ୍ଚନଙ୍କୁ କ୍ଷ-ମା କରି ଦେଇଥିଲେ । ଏହାପରେ ବିଶ୍ୱାସ କରି ସେମାନେ ଜୀବନରେ ଆଗକୁ ବଢିଥିଲେ। ତେବେ ଏହା କିଛି ପ୍ରକୃତ ଘଟଣା ନୁହେଁ , ଏହା ଏକ ମନଗଢା କାହାଣୀ । ଆଉ ଏଥିରୁ ଶିଖିବାକୁ ମିଳିଲା କି , ବିଶ୍ୱାସ ହିଁ ସବୁକିଛି ।

Leave a Reply

Your email address will not be published. Required fields are marked *