ଅର୍ଚ୍ଚନାଙ୍କ ୨ ଟି ଦାମୀ ଗାଡି ଏତିକି ଟଙ୍କାରେ ନିଲାମ ହେବ। ଅର୍ଚ୍ଚନାଙ୍କ ଗାଡି କିଣିବାକୁ ଚାହାଁନ୍ତି ତ ତାହେଲେ…।

ଅର୍ଚ୍ଚନାଙ୍କ ୨ ଟି ଦାମୀ ଗାଡି ନିଲାମ ହେବ। ଫର୍ଡ ଏଣ୍ଡେଭର କାର ଓ ମହିନ୍ଦ୍ରା ଥାର ନିଲାମ ହେବ। ଏହି ଦିନ ଅର୍ଚ୍ଚନାଙ୍କ ୨ ଟି ଗାଡି ନିଲାମ କରିବ ED।ହଁ ଆଜ୍ଞା ବନ୍ଧୁଗଣ ଅର୍ଚ୍ଚନାଙ୍କ ୨ ଟି ଦାମୀ ଗାଡି ନିଲାମ ହେବ। ଆଉ ଅର୍ଚ୍ଚନା ନାଗଙ୍କ ୨ ଟି ଦାମୀ ଗାଡିକୁ ନିଲାମ କରିବ ପ୍ରବର୍ତନ ନିର୍ଦେଶାଳୟ। ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଭାବୁଥିବେ ଅର୍ଚ୍ଚନାଙ୍କ ଏହି ଦାମୀ ଗାଡିର ମୂଲ୍ୟ କେତେ ରହିଛି।

କେତେ ଟଙ୍କାରେ ED ଅର୍ଚ୍ଚନାଙ୍କ ଦାମୀ ଗାଡ଼ି ନିଲାମ କରିବ। ତେବେ ବନ୍ଧୁଗଣ ଆପଣ ଜାଣିଛନ୍ତି ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଥିଲେ। ଖାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ ତାହା ନୁହେଁ ଗଣମାଧ୍ୟମରେ ମଧ୍ୟ ଖବରର ସିରନାମା ପାଲଟିଛି।

ଏବେ ପୁଣି ଅର୍ଚ୍ଚନା ନାଗଙ୍କ ଦୁଇଟି ଦାମୀ ଗାଡିକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ପ୍ରବର୍ତନ ନିର୍ଦେଶାଳୟ ବା ED ଅର୍ଚ୍ଚନାଙ୍କ ଦୁଇଟି ଗାଡିକୁ ନିଲାମ କରିବା ପାଇଁ କୋର୍ଟରେ ଆବେଦନ କରିଛି।ଗୋଟିଏ ହେଲା ଫର୍ଡ ଏଣ୍ଡେଭର କାର ଏବଂ ଅନ୍ୟଟି ହେଲା ମହିନ୍ଦ୍ରା ଥାର। ଏହି ଦୁଇଟି ଗାଡିକୁ ନିଲାମ କରିବା ପାଇଁ କୋର୍ଟରେ ଆବେଦନ କରିଛି ED। ଏହି ୨ଟି ଗାଡିର ଦାମ ୫୬ ଲକ୍ଷ ଟଙ୍କା ରଖିଛି ED। ୫୬ ଲକ୍ଷ ଟଙ୍କାରେ ନିଲାମ ହେବ ଅର୍ଚ୍ଚନାଙ୍କର ଏହି ୨ଟି ଗାଡି।

ନିକଟରେ ଜାମିନ ପାଇ ଜେଲରୁ ବାହାରିଛନ୍ତି ଅର୍ଚ୍ଚନା ନାଗ। ଦୀର୍ଘ ୧୪ ମାସ ପରେ ଜାମିନ ପାଇଥିଲେ ଅର୍ଚ୍ଚନା। ଡିସେମ୍ବର ୧୨ ତାରିଖରେ ସେ ଜେଲରୁ ବାହାରିଥିଲେ ଅର୍ଚ୍ଚନା। ୨୦୨୩ ଏପ୍ରିଲ ୧୧ ରେ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତ ମୂଳକ ଜାମିନ ମଞ୍ଜୁର କରିଥିଲେ। ସେହି ଭଳି ଭାବେ ଅଗଷ୍ଟ ୨ ରେ ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନରେ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ED ମାମଲାରେ ତାଙ୍କୁ ଜାମିନ ନମିଳିବାରୁ ସେ ଜେଲରୁ ବାହାରି ପାରିନଥିଲେ। ଆଉ ଜାମିନ ମିଳିବା ପରେ ଡିସେମ୍ବର ୧୨ ତାରିଖରେ ବାହାରକୁ ଆସିଥିଲେ। ଏବେ ତାଙ୍କର ଦୁଇଟି ଗାଡିକୁ ନିଲାମ କରିବା ପାଇଁ କୋର୍ଟରେ ଆବେଦନ କରିଛି ED ବା ପ୍ରବର୍ତକ ନିର୍ଦେସାଳୟ।୨ଟି ଗାଡିର ମୂଲ୍ୟ ୫୬ ଲକ୍ଷ ଟଙ୍କା ରଖିଛି ED। ୫୬ ଲକ୍ଷ ଟଙ୍କାରେ ନିଲାମ ହେବ ଅର୍ଚ୍ଚନା ନାଗଙ୍କର ୨ଟି ଗାଡି।

Leave a Reply

Your email address will not be published. Required fields are marked *