ବର୍ତ୍ତମାନ ସମୟରେ ସିକିମରେ ପ୍ରବଳ ବନ୍ୟା ଘଟ-ଣା ଯେମିତି ଚଞ୍ଚଲ୍ୟ ସୃଷ୍ଟି କରୁଛି , ସେହି ବନ୍ୟାରେ ଜୀବନ ଯାଇଥିବା ଯବାନଙ୍କ ଘ-ଟଣା ଆହୁରି ଦୃଷ୍ଟି ଆକର୍ଷଣ କରୁଛି । ବନ୍ୟା ପ୍ଲାବିତ ଲୋକଙ୍କୁ ଉ-ଦ୍ଧାର କରିବାକୁ ଯାଇ ନିଜେ ଫସି ଯାଇଥିଲେ ଯବାନ ମାନେ । ଆଉ ନିଜ ଜୀବନକୁ ବଞ୍ଚାଇ ପାରି ନଥିଲେ ।
କେହିବି ପରିବାରରେ ବିଶ୍ୱାସ କରି ନଥିଲେଯେ ଏଭଳି କିଛି ଘ-ଟଣା ଘଟିଯିବ ବୋଲି । ହଠାତ ସିକିମରୁ ଖବର ଆସିଥିଲା ଢେଙ୍କାନାଳ କେନ୍ଦୁଢ଼ିପ ଗାଁର ଏହି ବୀର ଯବାନ ସରୋଜ ବନ୍ୟାରେ ଭାସି ଯିବାର । ଆଉ ତାପରେ ପଙ୍କ ଭିତରୁ ତାଙ୍କର ମୃ-ତ ଦେହ ମିଳିଥିଲା । ଆଉ ବର୍ତ୍ତମାନ ତାଙ୍କ ମର ଶରୀରକୁ ଜନ୍ମ ଭୂଇଁକୁ ଅଣାଯାଇ ଶ୍ରଦ୍ଧା-ଞ୍ଜଳି ଦେଇ ଦାହ କରାଯାଇ ସାରିଛି ।
ଏହାରି ମଧ୍ୟରେ ସରୋଜଙ୍କ ସ୍ତ୍ରୀ କା-ନ୍ଦି କା-ନ୍ଦି ପଛ କଥାକୁ ମନେ ପକାଇଛନ୍ତି । କହି ରଖିବୁ ଯେ ସରୋଜଙ୍କ ବିବାହକୁ ସାତ ମାସବି ସୁଦ୍ଧା ପୁରି ନଥିଲା । ଆଉ ବିବାହର ଦୁଇ ମାସ ପରେ ସରୋଜ କୌଣସି ପରୀକ୍ଷା ଦେବାକୁ କହି ଯାଇଥିଲେ । ଆଉ ସେତେବେଳେ ସ୍ତ୍ରୀକୁ କହି ଯାଇଥିଲେ ତାଙ୍କ ବରଦିରେ ଆଉ ଦୁଇଟି ଷ୍ଟାର ଲାଗିଲେ ଲୋକେ ତାଙ୍କୁ ମ୍ୟାଡମ କହିବେ ଏବଂ ସମ୍ମାନ ଦେବେ । ସ୍ତ୍ରୀ ଏମିତି ଅନେକ ସ୍ୱପ୍ନ ଦେଖାଇ ଯାଇଥିଲେ ସରୋଜ । କିନ୍ତୁ ସେସବୁ ସତ ହେବାକୁ ସମୟ ଦେଲେଣି ସରୋଜ । ଆଉ ନିଜ ସ୍ୱାମୀଙ୍କର ସବୁ ସ୍ୱପ୍ନକୁ ମନେ ପକାଇ ବାରମ୍ବାର କହି ଚାଲିଛନ୍ତି ସ୍ତ୍ରୀ ।
ସେ ଭାବିଥିଲେ ବିବାହ ପରେ ସାରା ଜୀବନ ଏଭଳି ମଣିଷ ସହିତ ରହିବେ ଯିଏକି ପୁରା ଜୀବନ ଦେଶର ର-କ୍ଷା କରିବାରେ ନିଜକୁ ନିୟୋଜିତ କରିବେ । କିନ୍ତୁ ସେ ଜାଣି ନଥିଲେ ଯେ ବିବାହର ମାତ୍ର ୭ ମାସ ପରେ ଏଭଳି ଏକ ଦୁର୍ଘ-ଟଣା ଘଟିଯିବ ବୋଲି । ଏପଟେ ସରୋଜଙ୍କ ବାପା ମା’ ମଧ୍ୟ ବିଶ୍ୱାସ କରିପାରୁ ନାହାଁନ୍ତି ଯେ ପୁଅ ସବୁଦିନ ପାଇଁ ସହିଦ ହୋଇ ଯାଇଛି ବୋଲି ।
କହିରଖିବୁ ଯେ ସରୋଜ ଯେମିତି ସମ୍ମାନୀୟ ତାଙ୍କ ସ୍ତ୍ରୀ ମଧ୍ୟ ସମ୍ମାନ ଯୋଗ୍ୟ ଏବଂ ତାଙ୍କ ବାପା ମା ମଧ୍ୟ । କାରଣ ସାଧାରଣ ଲୋକ କିମ୍ବା କେହି ସାଧାରଣ ସ୍ତ୍ରୀ କେବେବି ଗର୍ବର ସହିତ ନିଜ ପୁଅ କିମ୍ବା ନିଜ ସ୍ୱାମୀକୁ ଏଭଳି ଦେଶର ର-କ୍ଷା ପାଇଁ ମୃ-ତ୍ୟୁ ମୁହଁରୁ ପଠେଇ ପାରିବ ନାହିଁ ।