କଟକ ପୋଲି-ସର ନିର୍ଦେଶ ପରେ କା-ର୍ଯ୍ୟାନୁ-ଷ୍ଠାନ ନେଲା ମାହାଙ୍ଗା ପୋ-ଲିସ । ଜଣା ପଡ଼ିଲା ମାହାଙ୍ଗା ସ୍କୁଲ ଛାତ୍ରୀଙ୍କ ମୃ-ତ୍ୟୁର ପୁରା ସତ ।

ଗତ ତିନିଦିନ ହେବ ମାହାଙ୍ଗାର ଦଶମ ସ୍କୁଲର ଛାତ୍ରୀଙ୍କ ମୃ-ତ୍ୟୁକୁ ନେଇ ଏହି ଖୁବ ଚର୍ଚ୍ଚା ଲାଗି ରହିଥିଲା । ଆଉ ବର୍ତ୍ତମାନ ସ୍ଥିତି ଅନୁଯାୟୀ ଏହା କୁହାଯାଇଛି ଯେ ମୁଖ୍ୟ ଅଭି-ଯୁକ୍ତ ଏଥର ଧରା ପଡ଼ିଯିବ । ଏହି ଘ-ଟଣା ଅନୁଯାୟୀ ବର୍ତ୍ତମାନ ଗୋଖନ ସ୍କୁଲର ଖେଳ ଶିକ୍ଷକଙ୍କ ଗାଁରେ ପହଞ୍ଚିଛି ମାହାଙ୍ଗା ପୋ-ଲିସ ।

ମାହାଙ୍ଗା ପୋ-ଲିସ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଛେଳିଆଗଡ଼ ଗାଁରେ ପହଞ୍ଚିଛି । ପୂର୍ବରୁ ଏକ ଚିଠି ଏବଂ ଅଡିଓ କଲ ଭାଇରଲ ହୋଇଥିଲା । ପୂର୍ବତନ ବ୍ଲକ ଚେୟାରମେନ ଶରତ ନାୟକଙ୍କର ଶିକ୍ଷକଙ୍କ ମା’ଙ୍କ ସହିତ ଏକ ଅଡିଓ କଲ ଭାଇରଲ ହୋଇଥିଲା ।

ଯେଉଁଥିରେ ଶରତ ନାୟକ ୭୦ ହଜାର ଟଙ୍କା ମାଗୁଥିବା ଶୁଣିବାକୁ ମିଳିଥିଲା । ଏହାବ୍ୟତୀତ ସେ କେସକୁ ରଫାଦଫା କରିବା କଥା ମଧ୍ୟ କହୁଥିଲେ । ଯଦି ତାଙ୍କୁ ସେ ୭୦ ହଜାର ଟଙ୍କା ନଦିଅନ୍ତି ତେବେ ସେ ସାଧାରଣରେ ସବୁ ତଥ୍ୟ ପ୍ରକାଶ କରିବେ ବୋଲି କହିଛନ୍ତି । ସେହି ଅଡିଓ କଲକୁ ନେଇ ହିଁ ମାହାଙ୍ଗା ପୋ-ଲିସ ସବୁ ଦିଗରେ ତ-ଦନ୍ତ କରୁଛି ।

ବର୍ତ୍ତମାନ ମାହାଙ୍ଗା ପୋ-ଲିସ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଛେଳିଆଗଡ଼ ଗାଁରେ ପହଞ୍ଚିଛି । ଏହାକୁ ନେଇ ମାହାଙ୍ଗା ପୋ-ଲିସ କହିଛି ଯେ ତାଙ୍କ ପୁଅ ଅନୁପ ରାୟ ଏବଂ ବିଜୟଲକ୍ଷ୍ମୀ ରାୟଙ୍କୁ ପଚରା ଉଚୁରା କରାଯାଉଥିବା ସହିତ ତ-ଦନ୍ତ ଶେଷ ହେବା ପରେ ହିଁ ଏ ବିଷୟରେ ସ୍ପଷ୍ଟ ଭାବରେ କହିବେ ବୋଲି କହିଛନ୍ତି ।

ତେବେ ଏଠାରେ କହିରଖିବୁ ଯେ ପୂର୍ବରୁ ମଧ୍ୟ ଏ ସମ୍ବନ୍ଧରେ ମାହାଙ୍ଗା ପୋ-ଲିସ ଷ୍ଟେସନରେ ଅଭି-ଯୋଗ ହୋଇଥିଲା । କିନ୍ତୁ ମାହାଙ୍ଗା ପୋ-ଲିସ କୌଣସି ତତ୍ପରତା ଦେଖାଇ ନଥିଲା । ମାତ୍ର ପରେ କଟକ ଏସପିର ନିର୍ଦେଶରେ ମାହାଙ୍ଗା ପୋ-ଲିସ କା-ର୍ଯ୍ୟାନୁ-ଷ୍ଠାନ ନେଇଥିଲା ।

କଲ ରେକ-ର୍ଡ଼ିଂରେ ଏହା କହୁଥିବାର ଶୁଣିବାକୁ ମିଳିଥିଲା ଯେ ସେ କୁଆଡ଼େ ଛାତ୍ରୀଙ୍କୁ ପୋଡ଼ି ଦେଇଛନ୍ତି । ଏହାବ୍ୟତୀତ ତାଙ୍କର ସମସ୍ତ ହାଡ଼ ଏବଂ ପାଉଁଶକୁ ନଦୀରେ ଭସାଇ ଦେଇଛନ୍ତି । ପୁଣି ଏଥିରେ ପୋ-ଲିସ କୌଣସି ସୁରାଗ ପାଇବ ନାହିଁ ବୋଲି ଶରତ ନାୟକ କରିଥିଲା । କିନ୍ତୁ ଏଥିରେ କେତେ ସତ୍ୟତା ଅଛି ତାହା ତ-ଦନ୍ତ ପରେ ହିଁ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *