ସେଦିନ କଳା ରାତିର ଘଟିଥିବା ସବୁ କଥା କହିଲେ ଅଭିନେତ୍ରୀ ଉଷାସୀ ମିଶ୍ର , କହିଲେ ଲୋକେ ମୋ ଲୁଗା …

ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ସୁନାମ ପ୍ରାପ୍ତ ନାୟିକା ହେଉଛନ୍ତି ଉଷାସୀ ମିଶ୍ର । ସମସ୍ତଙ୍କୁ ନିଜ ଅଭିନୟ ଯାଦୁରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବାନ୍ଧି ରଖିଛନ୍ତି । ଲୋକେ ତାଙ୍କ ଅଭିନୟ ପାଇଁ ପୁରାପୁରି ପାଗଳ ଅଟନ୍ତି । ବିଶେଷ କରି ତାଙ୍କ ସହିତ ସିଦ୍ଧାନ୍ତ ମହାପାତ୍ରଙ୍କ ଯୋଡ଼ି ଦେଖିବା ପାଇଁ ଲୋକେ ଆଗରୁ ପହଞ୍ଚି ଯାଉଥିଲେ ସିନେମା ହଲ ରେ । ଆଗରୁ ଏହି ଦୁଇ ଯୋଡ଼ି ମଧ୍ୟ ଅନେକ ପ୍ରସିଦ୍ଧ ଥିଲେ । ଆଉ ଲୋକେ ସେମାନଙ୍କୁ ଅତ୍ୟନ୍ତ ଭଲ ପାଇବା ମଧ୍ୟ ଦେଉଥିଲେ । ତେବେ ଉଷାସୀ ମିଶ୍ର ଏପରି ଜଣେ ନାୟିକା ଯିଏ ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଥାନ୍ତି । ତେବେ ସେ ଆଗରୁ ହେଉ କି ବର୍ତ୍ତମାନ ହେଉ ଲୋକେ ତାଙ୍କୁ ଅନେକ ଭଲ ପାଇବା ଦେଇଥାନ୍ତି । କାହିଁକି ନା ସେ ଏପରି ଜଣେ ନାୟିକା ଯାହାଙ୍କ ସ୍ଥାନ କେହି ନେଇପାରିବେ ନାହିଁ ।

ତେବେ ସେ ଆଗରୁ ହେଉ କି ବର୍ତ୍ତମାନ ମଧ୍ୟ ହେଉ , ଲୋକଙ୍କ ହୃଦୟରେ ସେ ସଦାବେଳେ ଜୀବିତ ରହିଥିବେ । ଅନ୍ୟ ପକ୍ଷରେ ଆଉ ଏକ କଥା ଆପଣ ଜାଣିଥିବେ କି , ଉଷାସୀ ମିଶ୍ର ବର୍ତ୍ତମାନ ସମୟରେ ଯାତ୍ରା ଜଗତରେ ମଧ୍ୟ ପାଦ ଥାପିଛନ୍ତି । ଯେଉଁ ଠାରେ ସେ ନିଜର ଅଭିନୟରେ ରହିଥିବା ଯାଦୁ ଦେଖାଇବା ଆରମ୍ଭ କରି ସାରିଲେଣି । ତେବେ ଏସବୁ ମଧ୍ୟରେ କଳାକାର ଜୀବନରେ ରହିଥିବା କିଛି ଦୁଃ-ଖ କ-ଷ୍ଟ ସେ ବଖାଣି କହିଛନ୍ତି । ଯାହା ଶୁଣିବା ପରେ ଆପଣଙ୍କ ଆଖିରୁ ମଧ୍ୟ ଲୁ-ହ ଆସିଯିବ । ସତରେ କୁହାଯାଏ କଳାକାର ନିଜ ଜୀବନର ସବୁ ଦୁଃ-ଖ କ-ଷ୍ଟ ଲୁ-ଚାଇ କରି ରଖିଥାନ୍ତି ଆଉ ସବୁ କିଛି ଭୁଲି ଯାଇ ଦର୍ଶକ ମାନଙ୍କ ଆଗରେ ହସି ହସି ଅଭିନୟ କରିବାର କଥା ଆପଣ ଶୁଣିଥିବେ ।

ତେବେ ଏପରି ଏକ କଥା ଆଉ ନିଜ ଜୀବନର ଅଙ୍ଗେ ନିଭାଇଥିବା କଥା ଖୋଲି କରି କହିଛନ୍ତି ସେ । ତାଙ୍କ କହିବା ଅନୁଯାୟୀ , କିଛି ବର୍ଷ ପୂର୍ବରୁ ସେ ନିଜ ସାଥୀ ମାନଙ୍କ ସହିତ ଯାତ୍ରା କରିବା ପାଇଁ ତାଳଚେର ଯାଇଥିଲେ । ତେବେ ସେ ଗାଡିରୁ ଓହ୍ଲାଇଲା ବେଳକୁ କିଛି ଲୋକେ ଘେରି ଯାଇଥିଲେ ଆଉ ତାଙ୍କର ଇ-ଜ୍ଜତ ନେବା ପାଇଁ ଚେଷ୍ଟା କରିଥିଲେ । ଏପରିକି ତାଙ୍କ ଲୁଗା ପଟା ମଧ୍ୟ ଚିରି ଦେଇଥିଲେ । ତେବେ ଏସବୁ ମଧ୍ୟରେ ତାଙ୍କୁ କେହି ବି ସାହାଯ୍ୟ କରିବା ପାଇଁ ଆଗକୁ ଆସି ନଥିଲେ । କିନ୍ତୁ ଏପରି ଜଣେ ମଣିଷ ରହିଥିଲେ , ଯିଏକି ତାଙ୍କ ସାଥି କଳାକାର ଜଣେ ଆସି ତାଙ୍କୁ ର-କ୍ଷା କରିଥିଲେ । ତେବେ ତାଙ୍କ କହିବା ଅନୁଯାୟୀ , ସେଦିନ ସେ ଜାଣି ନେଇଥିଲେ କି ଲୋକେ ଏ ଦୁନିଆଁରେ ସବୁ ସ୍ୱାର୍ଥପର ଅଟନ୍ତି ।

ତେବେ ଏହାପରେ ସେ ଯାତ୍ରା କରିବେ ନାହିଁ ବୋଲି କହିବାରୁ ମ୍ୟାନେଜର ତାଙ୍କୁ କରିବାକୁ କହିଥିଲେ ଆଉ ବାଧ୍ୟ ହୋଇ ସେ ଯାତ୍ରା ମଧ୍ୟ କରିଥିଲେ । ତେବେ ଏହାପରେ ସେ ଥା-ନାରେ ସେ ଏତ-ଲା ଦେଇଥିଲେ । ଆଉ ସେହି ଥା-ନାରେ ମଧ୍ୟ ଅନେକ ଘ-ଟଣା ଘଟିଥିଲା । ପୋ-ଲିସ ତାଙ୍କ ଅଭି-ଯୋଗ ଲେଖୁ ନଥିଲା । ତେଣୁ ସେ ବାଧ୍ୟ ହୋଇ ମିଡ଼ିଆକୁ ଡକାଇ ଥିଲେ । ଆଉ ଶେଷରେ ଦୀର୍ଘ ତିନି ଦିନ ପରେ ତାଙ୍କ କଥା ପୋ-ଲିସ ଶୁଣି ଥିଲା ଆଉ ତାଙ୍କୁ ନ୍ୟା-ୟ ଦେବା ପାଇଁ କହିଥିଲା । ତେବେ ଏସବୁ ମଧ୍ୟରେ ଉଷାସୀ ମିଶ୍ର ଗୋଟିଏ କଥା କହିଛନ୍ତି କି , ଏ ଦୁନିଆଁରେ ନାରୀ ମାନେ ସୁର-କ୍ଷିତ ନାହାଁନ୍ତି । ଅନ୍ୟ ପକ୍ଷରେ ଲୋକେ ଏ ଦୁନିଆରେ କେହି କାହାର ମଧ୍ୟ ନୁହଁନ୍ତି । ଆଉ ଲୋକ ଅନ୍ୟକୁ ଦୁଃ-ଖରେ ପର କରି ଦେଇ ଚାଲି ଯାଇଥାନ୍ତି।

Leave a Reply

Your email address will not be published. Required fields are marked *