ନିଜ ସ୍ୱାମୀର ହ-ତ୍ୟା ହେବା ପରେ କୌଣସିବି ସ୍ତ୍ରୀ ନିଶ୍ଚିତ ଦୁଃ-ଖିତ ହେବ । ଆଉ ଏଠାରେ ମଧ୍ୟ ପରିସ୍ଥିତି ସମାନ ଅଟେ । ନିଜ ସ୍ୱାମୀର ହ-ତ୍ୟା ହେବା ପରେ ଏଠାରେ ସ୍ତ୍ରୀ କାନ୍ଦିଥିଲା । ଆଉ ତାହାକୁ ଦେଖି କେହିବି ଭାବିନଥିଲେ ଯେ ଏସବୁ ପଛରେ ତାହାରି ହାତ ଥାଇପାରେ ବୋଲି । ଆଜ୍ଞା ହଁ ! ନିଜ ପ୍ରେମିକ ସହିତ ମିଶି ନିଜ ସ୍ୱାମୀକୁ ଜୀବନରୁ ମା-ରି ଦେଇଛି ଜଣେ ମହିଳା । ଆଉ ବର୍ତ୍ତମାନ ଏହି ଘଟ-ଣାର ପ-ର୍ଦାଫା-ସ ହୋଇ ଅଭି-ଯୁକ୍ତ ସ୍ତ୍ରୀ ଏବଂ ତାର ପ୍ରେମିକ ବନ୍ଧା ହୋଇ ଥା-ନାକୁ ଯାଇଛନ୍ତି ।
କମିଶନରେଟ ପୋ-ଲିସ ଏଭଳି ଏକ ମାମ-ଲାର ତ-ଦନ୍ତ କରି ସତ୍ୟତାକୁ ସାମ୍ନାକୁ ଆଣିଛନ୍ତି । ପର-କୀୟା ପ୍ରୀ-ତି ପାଇଁ ନିଜ ପ୍ରେମିକ କଥାରେ ପଡ଼ି ନିଜ ସ୍ୱାମୀକୁ ହ-ତ୍ୟା କରିଛି ମହିଳା । ସୂଚନା ଅନୁଯାୟୀ ଗତ ୧ ତାରିଖ ଚୌଦ୍ୱାର ଥା-ନା ବିରାଟଗାଦି ପାଖରେ ନିଆଁରେ ପୋଡ଼ି ହୋଇ ଅ-ର୍ଦ୍ଧଦ-ଗ୍ଧ ଅବସ୍ଥାରେ ନିଶ୍ଚଳ ରଞ୍ଜନ ମହାପାତ୍ରଙ୍କୁ ଉ-ଦ୍ଧାର କରାଯାଇଥିଲା ।
କିନ୍ତୁ ଏସସିବି ମେଡ଼ିକାଲ ମେଡ଼ିକାଲ ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା । ନିଶ୍ଚଳଙ୍କ ମୃ-ତ୍ୟୁ ପରେ ଚୌଦ୍ୱାର ଥା-ନା ପୋ-ଲିସ ଏକ ଅପମୃ-ତ ମାମ-ଲା ରୁଜ୍ଜୁ କରି ତ-ଦନ୍ତ ଆରମ୍ଭ କରିଥିଲା । ଏପଟେ ସ୍ତ୍ରୀ ମଧ୍ୟ ମୁଣ୍ଡ ବାଡ଼େଇ କା-ନ୍ଦୁଥିଲା । କିନ୍ତୁ ପରିବାର ଲୋକେ ଏହି ଘଟ-ଣାକୁ ଦୁର୍ଘ-ଟଣା ବୋଲି ମାନିବାକୁ ନାରାଜ ଥିଲେ ।
ନିଶ୍ଚଳଙ୍କ ଭାଇଙ୍କ କହିବା ଅନୁଯାୟୀ ଗତକାଲି ଜଣେ ଅଜଣା ବ୍ୟକ୍ତିଙ୍କ ସହିତ ନିଶ୍ଚଳ ଘରୁ ବାହାରି ଯାଇଥିଲେ ଏବଂ ତାପରେ ତାଙ୍କର କୌଣସି ଖୋଜ ଖବର ନଥିଲା । କିନ୍ତୁ ବିଳମ୍ବିତ ରାତିରେ ତାଙ୍କର ମୃ-ତ୍ୟୁ ଖବର ମିଳିଥିଲା । କିନ୍ତୁ ଆଜି କମିଶନରେଟ ପୋ-ଲିସ ନିଶ୍ଚଳଙ୍କ ମୃ-ତ୍ୟୁକୁ ନେଇ ବଡ଼ ଖୁଲାସା କରିଛି । ନିଶ୍ଚଳଙ୍କ ମୃ-ତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା । ନିଶ୍ଚଳଙ୍କୁ ଅଭି-ଯୁକ୍ତ ଜି-ଅନ୍ତା ଜା-ଳି ଦେଇଥିଲେ ।
କିନ୍ତୁ ନିଜେ ହିଁ ସ୍ତ୍ରୀ ନିଜ ପ୍ରେମିକ ସହିତ ମିଶି ସ୍ୱାମୀର ହ-ତ୍ୟା କଲା ଏବଂ ପରେ କା-ନ୍ଦି କା-ନ୍ଦି ନାଟକ କଲା । କଟକ ଡିସିପି ପିନାକ ମିଶ୍ର ପ୍ରତି-କ୍ରିୟା ରଖିଛନ୍ତି ଯେ ଗତ ୧ ତାରିଖ ଦିନ ନିଶ୍ଚଳଙ୍କୁ ବିରାଟଗାଦି ନିକଟରେ ଅ-ର୍ଧଦ-ଗ୍ଧ ଅବସ୍ଥାରେ ଉ-ଦ୍ଧାର କରାଯାଇ ହସ୍ପିଟାଲକୁ ପଠା ଯାଇଥିଲା । ଏହା ମଧ୍ୟ କହିଛନ୍ତି ଯେ ଘଟ-ଣାର ମୁଖ୍ୟ ଅଭି-ଯୁକ୍ତ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ମହାରଣା ଏବଂ ତାଙ୍କ ସ୍ତ୍ରୀ ସୁହାସିନୀ ମହାପାତ୍ର । ତେବେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ଗି-ରଫ କରାଯାଇଥିବା ଅଭି-ଯୁକ୍ତଙ୍କ ବିରୋ-ଧରେ କେବେ କଡ଼ା କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉଛି । ଏହାବ୍ୟତୀତ ଅଭି-ଯୁକ୍ତଙ୍କୁ କେଉଁ ଦ-ଣ୍ଡ ମିଳୁଛି ତାହା ମଧ୍ୟ ଦେଖିବାକୁ ବାକି ରହିଲା ।