ହୁସିଆର…ପେଟ୍ରୋଲ ପମ୍ପକୁ ଏହି ଗାଡି ନେଇ ପହଁଚିବା ମାତ୍ରେ କଟିଯିବ ୧୦,୦୦୦ ଟଙ୍କା ଚାଲାଣ!

ହୁସିଆର…ପେଟ୍ରୋଲ ପମ୍ପକୁ ଏହି ଗାଡି ନେଇ ପହଁଚିବା ମାତ୍ରେ କଟିଯିବ ୧୦,୦୦୦ ଟଙ୍କା ଚାଲାଣ! ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ଖାଲି। ତୁରନ୍ତ କରାଇ ନିଅନ୍ତୁ ଗାଡିର ଏହି ପେପର। ଏହି ଦିନ ଲାଗୁ ହେବ ଏହି ନିୟମ।ଆଜ୍ଞା ହଁ ବନ୍ଧୁଗଣ ସବୁଠୁ ବଡ଼ ଖବର ଆଜି ସାମ୍ନାକୁ ଆସିଛି। ସାରା ଦେଶରେ ଏବେ ପ୍ରଦୂଷଣ ବଡ଼ ସମସ୍ୟା ପାଲଟିଛି। ଏପରି ସ୍ଥିତିରେ ସରକାର ସିଏନନଜି ଏଏନନଜି ଇଲେକ୍ଟ୍ରି ଏବଂ ବାୟ ହୋୟେଲରେ ଚାଲୁଥିବା ଗାଡିକୁ ଅଧିକ ମାତ୍ରାରେ ପ୍ରସ୍ୟାହିତ କରୁଛନ୍ତି।

ଅନ୍ୟପକ୍ଷରେ ପୋଲିସ ବି ଏପରି ଗାଡି ଉପରେ ନଜର ରଖିଛନ୍ତି ଯାହା ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି। ଏଇ କର୍ମରେ ପୁନେରେ ଏକ ସ୍ୱୟଂ ଶାସିତ ସିଷ୍ଟମ ବିକଶିତ କରାଯାଇଛି। ଏହି ସିଷ୍ଟମ ଏପରି ଗାଡି ଉପରେ ନଜର ରଖିବ ଯାହାର ପୋଲିୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ ବା ପିୟୁସି ପ୍ରମାଣପତ୍ର ଏକ୍ସପାୟାର ହୋଇଯାଇଛି।

ସୂଚନା ଅନୁସାରେ ଏହି ସିଷ୍ଟମ ପୁନେର ପେଟ୍ରୋଲ ପମ୍ପରେ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିରେ ପେଟ୍ରୋଲ ପମ୍ପରେ କ୍ୟାମେରା ଇଷ୍ଟଲ କରାଯିବ। ଯିବା ଆସିବା କରୁଥିବା ସମସ୍ତ ଗାଡି ଉପରେ ନଜର ରଖିବ। ଏହି କ୍ୟାମେରା ସେହି ଗାଡିକୁ ସିଷ୍ଟମରେ ଫିଡ଼ ହୋଇଥିବା ଡାଟା ସହ ମ୍ୟାଚ କରାଇ ସହଜରେ ଚିହ୍ନଟ କରିବ। ଯାହା ବିନା ଭ୍ୟାଲିଡି ପିୟୁସରେ ଚାଲୁଥିବ।

ତେବେ ଏପରି ଗାଡି ଧରାଯିବା ପରେ ମାଲିକ ଠାରୁ ୧୦,୦୦୦ ଟଙ୍କା ଚାଲାଣ କଟାଯିବ। ଏପରି ଯୋଜନା ଦିଲ୍ଲୀରେ ବି ଲାଗୁ କରାଯିବାକୁ ପ୍ରସ୍ତୁତି ଚାଲିଛି। ଯଦି ଆପଣ ବି ପ୍ରତିଦିନ ଗାଡି ଚଲାଉଛନ୍ତି ତେବେ ଗାଡିର ପିୟୁସି ଭେଲିଡିଟି ଚେକ କରିନିଅନ୍ତୁ। ଯଦି ତାହା ଏକ୍ସପାର ହୋଇଯାଇଛି ତେବେ ତୁରନ୍ତ ଯାଞ୍ଚ କରି ପ୍ରମାଣପତ୍ର ଆଣନ୍ତୁ।ତେବେ ସମସ୍ତ ପେଟ୍ରୋଲ ପମ୍ପ ପାଖରେ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ନିର୍ମାଣ କରାଯାଇଛି। ଆପଣ ଏଠାରେ ନିଜ ଗାଡିର ପୋଲିୟସନ ଲେବୁଲ ଯାଞ୍ଚ କରି ପିୟୁସି ହାସଲ କରିପାରିବେ।

Leave a Reply

Your email address will not be published. Required fields are marked *