ପୋ-ଲିସ କର୍ମଚାରୀଙ୍କ ନାମରେ ସଙ୍ଗିନ ଅଭି-ଯୋଗ ଆଣିଲେ ଆଦି-ବାସୀ ମହିଳା । କହିଲେ ପୋ-ଲିସ କର୍ମଚାରୀ ଶାଢ଼ୀ ଶାୟା ଏବଂ ବ୍ଳାଉଜ ଚିରି କଲେ ଅସ-ଦାଚରଣ ।

ଜଣେ ପୋ-ଲିସ ବାବୁଙ୍କ ନାମରେ ସଙ୍ଗିନ ଅଭି-ଯୋଗ ଆଣି ଲେଖିଛନ୍ତି ଯେ ପୋ-ଲିସ ବାବୁ ଜଣକ ଜୋର ଜବ-ରଦସ୍ତ ଘରର କବାଟ ଭାଙ୍ଗି ତାଙ୍କ ଘର ଭିତରକୁ ପଶିଗଲେ । ଘରେ କେହିବି ନଥିବା ବେଳେ ମହିଳାଙ୍କୁ ଏକୁଟିଆ ପାଇ ଟଣା ଓଟରା କଲେ । ଖାଲି ସେତିକି ନୁହେଁ , ବ୍ଳାଉଜ ଶାଢ଼ୀ ଶାୟା ଚିରି ତାଙ୍କୁ ଉଲଗ୍ନ କରି ତଳେ ପକାଇ ତାଙ୍କ ସହିତ ଅସଦାଚରଣ କଲେ । ମହିଳା ଜଣକ ଯେତେ ଚି-ତ୍କାର କଲେ ବି ତାଙ୍କ କଥା ଶୁଣି ନଥିଲେ ଏବଂ ତାଙ୍କୁ ଘୋଷାରି ଘୋଷାରି ବିଚ ରାସ୍ତାକୁ ଆଣିଥିଲେ । ଯାହାକି ବର୍ତ୍ତମାନ ସ୍ଥାନୀୟ ଲୋକେ ଅଭି-ଯୋଗ ଆଧାରରେ କହିଛନ୍ତି । ଜଣେ ମହିଳାଙ୍କୁ ନେଇ ପୀ-ଡ଼ିତା ଜଣକ ମୁହଁ ଖୋଲିଛନ୍ତି ଏବଂ ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ନେଇ ନ୍ୟା-ୟ ଦାବି କରିଛନ୍ତି ।

ପୀଡ଼ିତା ମହିଳା ଜଣକ କହିଛନ୍ତି ଯେ ଜଣେ ପୋ-ଲିସ ବାବୁ ଜଣକ ତାଙ୍କୁ ଉଲ-ଗ୍ନ କରି ଅସ-ଦାଚରଣ କରିଛନ୍ତି । ଯାହାକୁ ଶୁଣିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେବେ । ତେଣୁ ବର୍ତ୍ତମାନ ନ୍ୟାୟ ଦାବି କରି ମହିଳା ଜଣକ ରାସ୍ତାରେ ବସିଛନ୍ତି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କଙ୍କଡ଼ା ହାଡ଼ ଥା-ନାକୁ ଘେରିଛନ୍ତି ଶତାଧିକ ଆଦିବାସୀ ମହିଳା ଏବଂ ପୁରୁଷ ।

ଗତ ୧୦ ତାରିଖ ଦିନ କାମାକ୍ଷାନଗର ଅବକାରୀ ପୋ-ଲିସ ଏବଂ କଙ୍କଡ଼ାହାଡ଼ ପୋ-ଲିସ ମିଳିତ ଭାବରେ ବାଲିକୁମା ଗାଁରେ ମ-ଦ ଉପରେ ଚଢ଼ାଉ କରିଥିଲେ । ସେଠାରେ ଜନୈକ ମହିଳାଙ୍କୁ ପୋ-ଲିସ ଏବଂ କର୍ମଚାରୀ ମିଶି ଆଦିବାସୀ ମହିଳାଙ୍କୁ ଅସ-ଦାଚରଣ କରିଥିବା ମିଳିତ ମଞ୍ଚ ପକ୍ଷରୁ ମିଳିତ ଭାବରେ ଅଭି-ଯୋଗ କରାଯାଇଛି ।

ଯାହାକୁ ନେଇ ଆଦିବାସୀ ମାନେ ଏକ ବିଶାଳ ରାଲିରେ ସହର ପରିକ୍ରମା କରିବା ସହିତ କଙ୍କଡ଼ା ହାଡ଼ ପୋ-ଲିସ ଷ୍ଟେସନ ସାମ୍ନାରେ ବିକ୍ଷୋଭ କରାଯାଇଛି । ଯେଉଁ ଅଧିକାରୀ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି , ତୁରନ୍ତ ସେମାନଙ୍କୁ ଗି-ରଫ ଦାବି କରିଛି ଆଦିବାସୀ ମିଳିତ ପକ୍ଷ । ଆଉ ଯଦି ତାଙ୍କୁ ଗି-ରଫ କରା ନଯାଏ ତେବେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିକ୍ଷୋବ ଜାରି ରହିବ ବୋଲି ଆଦିବାସୀ ମିଳିତ ପକ୍ଷ ଚେତା-ବନୀ ଦେଇଛନ୍ତି । ଲୋକେ କହିଛନ୍ତି ଯେ ପୋ-ଲିସ ପ୍ରଶାସନର ଏଭଳି ଘୃ-ଣ୍ୟ କାମକୁ କେବେବି ଗ୍ରହଣ କରାଯାଇ ପାରିବ ନାହିଁ କିମ୍ବା ଅଣଦେଖା ମଧ୍ୟ କରାଯାଇ ପାରିବ ନାହିଁ । ଯାହାକୁ ନେଇ ଆଦିବାସୀ ମିଳିତ ମଞ୍ଚ ପକ୍ଷରୁ ଏକ ଅଭି-ଯୋଗ ମଧ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *