ଫୋନ କରି ଜଙ୍ଗଲକୁ ଯୁବତୀଙ୍କୁ ଡାକିଥିଲା ପ୍ରେମିକ । ଆଉ ଦୁ-ଷ୍କର୍ମ ପରେ କଲା ହ-ତ୍ୟା ।

ଆଜିକାଲି ମହିଳା କେଉଁଠିବି ସୁର-କ୍ଷିତ ନୁହଁନ୍ତି । କେତେବେଳେ ଯେ କେଉଁ ସମସ୍ୟା ଆସିବ ତାହା କିଏ କହି ପାରିବ ? ଜଣକୁ ଭଲ ପାଉଥିବା ମଣିଷ ବି କେଉଁ ଉଦ୍ଦେଶ୍ୟରେ କାହାର ହ-ତ୍ୟା କରିବ ତାହା କହି ହେବ ନାହିଁ । ଏକ ଘଟ-ଣା ଅନୁଯାୟୀ ଯୁବତୀ ଜଣକ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିଲେ । କିନ୍ତୁ ସେଠାରେ ଦୁଷ୍କ-ର୍ମର ଶି-କାର ହେଲେ । ଖାଲିଯେ ଦୁଷ୍କ-ର୍ମର ଶି-କାର ହେଲେ ତାହା ନୁହେଁ , ବରଂ ଯୁବତୀ ଜଣଙ୍କୁ ଜୀବନରୁ ମା-ରି ଦେଲେ । ସ୍ଥାନୀୟ ଲୋକଙ୍କ କହିବା କଥା ଯେ ଏହି ଯୁବତୀ ଜଣକ ଅନେକ ସମୟରେ ଜଣେ ଯୁବକଙ୍କ ସହିତ କଥା ହେଉଥିଲେ । ଆଉ ସେହି ଯୁବକ ଜଣକ ଏହି ଯୁବତୀଙ୍କୁ ଜଙ୍ଗଲକୁ ଡାକିଥିଲା ।

ଶେଷରେ ଯୁବତୀଙ୍କୁ ଦୁଷ୍କ-ର୍ମ କରି ହ-ତ୍ୟା କରିଥିବା ସ୍ଥାନୀୟ ଲୋକେ ସ-ନ୍ଦେହ କରିଛନ୍ତି । ଜଣେ ମହିଳା କହିଛନ୍ତି ଯେ ଯୁବତୀ ଜଣକ ଅନେକ ସମୟରେ ଜଣେ ଯୁବକଙ୍କ ସହିତ କଥା ହେଉଥିଲେ ଏବଂ ସେହି ଯୁବକ ଜଣକ ହିଁ ତାଙ୍କର ହ-ତ୍ୟା କରିଛି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥା-ନା ଅଧୀନରେ ଏଭଳି ଏକ ଘଟ-ଣା ଘଟି ଯାଇଥିବା ଜଣା ପଡ଼ିଛି ।

ଘଟ-ଣାସ୍ଥଳରେ ପୋ-ଲିସ ଏବଂ ସାଇନଟିଫିକ ଟିମ ଆସି ତ-ଦନ୍ତ ଆରମ୍ଭ କରିଛନ୍ତି । ଯୁବକ ଜଣକ ଏହି ଯୁବତୀଙ୍କୁ ଜଙ୍ଗଲକୁ ଡାକିଥିଲା । ଯେଉଁ ଯୁବକ ଜଣକ ଯୁବତୀଙ୍କୁ ଜଙ୍ଗଲକୁ ଡାକିଥିଲା ତାକୁ ପୋ-ଲିସ ବର୍ତ୍ତମାନ ଅଟକ ରଖିଛି । ଯୁବକ ପାଖରୁ ବର୍ତ୍ତମାନ ପୋ-ଲିସ କଥା ଆଦାୟ କରୁଛି ।

ପୋ-ଲିସ ଅଧିକାରୀ ଜଣକ କହିଛନ୍ତି ଯେ ସାଇନଟିଫିକ ଟିମ ଆସି ତ-ଦନ୍ତ କରି ଏଭିଡେନ୍ସ କଲେକ୍ଟ କରୁଛନ୍ତି । ଆଉ ସବୁ ତଥ୍ୟ ମେଡ଼ିକାଲ ଏକଜାମୀନେସନ ପରେ ହିଁ ଜଣା ପଡ଼ିବ ବୋଲି କହିଛନ୍ତି । ତେବେ ଯୁବତୀଙ୍କୁ କିଏ ଦୁଷ୍କ-ର୍ମ କଲା ଏବଂ କିଏ ହ-ତ୍ୟା କଲା ତାହା ବର୍ତ୍ତମାନ ଜଣା ପଡ଼ିନାହିଁ । କିନ୍ତୁ ସ୍ଥାନୀୟ ଲୋକେ ସ-ନ୍ଦେହ କରିଛନ୍ତି ଯେ ଜଙ୍ଗଲକୁ ଯୁବତୀଙ୍କୁ ଡାକିଥିବା ଯୁବକ ହିଁ ତାଙ୍କୁ ହ-ତ୍ୟା କରିଛନ୍ତି । ଆଉ ବର୍ତ୍ତମାନ ଏହି ଘଟ-ଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଏହାବ୍ୟତୀତ ବଡ଼ ଗାଁ ପୋ-ଲିସ ଏହି ମାମ-ଲାର ସମାଧାନ କରିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *