ଗାଡ଼ି EMI ପାଇଁ କରିଥିଲେ ଥରୁଟିଏ ଏଭଳି କାମ । କିନ୍ତୁ ଧରା ପଡ଼ିବା ପରେ ଯାହା ହେଲା……..

ଟଙ୍କା ପାଇଁ ଲୋକେ କଣ ନାଇଁ କଣ କରୁଛନ୍ତି । ନିଜର ଆତ୍ମସମ୍ମାନକୁ ଯେଉଁ ମଣିଷ ଜଗି ରଖି ଚାଲିଥାଏ , ସେହି ମଣିଷ ଦିନେ ଟଙ୍କା ଅଭା-ବରେ ବେଇମାନ ଏବଂ ବେଆ-ଇନ କାମ କରିବାକୁ ପଛାଏ ନାହିଁ । ଯେଉଁ କାରଣରୁ ସେ ସମୟ ସମୟରେ ଏଭଳି ଭାବରେ ଫ-ସିଯାଏ ଯେ ତାହା କହିବା ବାହାର । ଆଜ୍ଞା ହଁ , ଏଭଳି ଏକ ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ଯେଉଁଠି ଜଣେ ବ୍ୟକ୍ତିଙ୍କୁ ବେଆ-ଇନ ଦେଶୀ ମ-ଦ ଚା-ଲାଣ କରି ବିକୁଥିବା ସମୟରେ ଧ-ରା ଯାଇଛି ଏବଂ ତାଙ୍କୁ ଗି-ରଫ ମଧ୍ୟ କରାଯାଇଛି । ଏଭଳି ଏକ ଘଟ-ଣା ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ରହିଛି । କାରଣ ସେହି ବ୍ୟକ୍ତି ଜଣକ ପରିସ୍ଥିତିରେ ପଡ଼ି ମ-ଦ ବ୍ୟବସାୟ ଆରମ୍ଭ କରିଥିଲେ । କିନ୍ତୁ ଜାଣି ନଥିଲେ ଯେ ଏଭଳି କିଛି ଘ-ଟଣା ଘଟିଯିବ ବୋଲି ।

ଘଟଣା ଅନୁଯାୟୀ ବିରସାମୁଣ୍ଡା ଛକରେ ମାରୁତି କାର ସହିତ ୫୨୦ ଲିଟର ଦେଶୀ ମ-ଦ ଜ-ବତ କରିବା ସହିତ ଜଣେ ଅଭି-ଯୁକ୍ତଙ୍କୁ ଗି-ରଫ କରାଯାଇଛି । ସୂଚନା ଅନୁଯାୟୀ ଏଭଳି ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ସକାଳେ ଗୁ-ପ୍ତ ତଥ୍ୟ ପାଇ ମୋବାଇଲ ୟୁନିଟ ଟିମ ଚଢ଼ାଉ କରି ୫୨୦ ଲିଟର ଦେଶୀ ମ-ଦ ଜ-ବତ କରିବା ସହିତ କାର ସହିତ ଜଣେ ଅଭି-ଯୁକ୍ତଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି ।

ମିଳିଥିବା ସୂଚନା ମୁତାବକ ଏସଆଇ ଅଜୟ ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ନିଜ ଟିମ ସହିତ ବିରସାମୁଣ୍ଡା ଛକ ନିକଟରେ ଜଗି ବସିଥିଲେ । ଅଭି-ଯୁକ୍ତ ତିଲୋକା ଅଞ୍ଚଳରେ ରହୁଥିବା ସୂଚନା ମିଳିଛି ଏବଂ ତାଙ୍କ ନାମ ଧନଞ୍ଜୟ ସିଂହ ବୟସ ୩୬ ବର୍ଷ ।ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳର ଜରେଇକିଲ୍ଲା ଭାଲୁଲତା ଗାଁରୁ ଦେଶୀ ମ-ଦ ବେଆ-ଇନ ଭାବରେ କାର ଯୋଗେ ରାଉକେଲା ଗୋପବନ୍ଧୁ ପାଲେଇ ଅଞ୍ଚଳରେ ବିକିଥାନ୍ତେ । କିନ୍ତୁ ହଠାତ ଅବକାରୀ ବିଭାଗ ସୂଚନା ପାଇ ଧରିଲା ।

ବ୍ୟକ୍ତି ଜଣଙ୍କର କହିବା କଥା ଯେ ତାଙ୍କର ଏକ ଫାଷ୍ଟ ଫୁଡ଼ ଦୋକାନ ଥିଲା । ସେହି ରୋଜଗାରରେ ସେ ଗାଡ଼ି EMI ଦେଉଥିଲେ । କିନ୍ତୁ କର୍ମଚାରୀ ମାନେ କାମ ଛାଡ଼ି ଯିବାରୁ ସେ ଗାଡ଼ି EMI ଦେବାପାଇଁ ଏହି କାମ ମାତ୍ର ଦୁଇଥର କରିବେ ବୋଲି ଭାବିଥିଲେ । କିନ୍ତୁ ଥରୁଟିଏ କରି ଧରା ପଡ଼ିଗଲେ । ଆଉ ବର୍ତ୍ତମାନ ଅଭି-ଯୁକ୍ତଙ୍କୁ ଗି-ରଫ କରାଯାଇ କୋର୍ଟ ଚା-ଲାଣ କରାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *