କଥା କହିଲା ମୂଷା , ଆଉ ଭିଡ଼ିଓ ହୋଇଥିଲା ଭାଇରଲ । କିନ୍ତୁ ଏବେ କାନ୍ଦୁଛନ୍ତି ଯୁବତୀ ……..ଯାହାକୁ ନେଇ ସେବାୟତ କହିଲେ …….

କିଛିଦିନ ପୂର୍ବରୁ ଏକ ଦୃ-ଶ୍ୟ ଦେଖିବାକୁ ମିଳିଥିଲା ଯେ ଜଣେ ଯୁବତୀ ଦୁଇଟି ମୂଷାକୁ ନେଇ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ । ଆଉ ସେହି ସମୟରେ ମୂଷା ଦୁଇଟି ଯୁବତୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ । କିନ୍ତୁ ଯୁବତୀଙ୍କ କାନ୍ଦିବା କଥା ଶୁଣି ଏବେ ସେବାୟତ ସହି ପାରୁ ନାହାଁନ୍ତି । ତେବେ ସେବାୟତ ଜଣକ ସେଦିନ ସେହି ଦୁଇ ମୂଷାକୁ ପାଖରୁ ଦେଖିଥିଲେ ।

ମୂଷା ମାନେ ବାସ୍ତବରେ ପ୍ରଶ୍ନର ଉତ୍ତର ଦେଉଥିଲେ । ଆଉ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେବାୟତ । ଏହାକୁ ନେଇ ସେବାୟତ ମଧ୍ୟ କହିଛନ୍ତି ଯେ ବାସ୍ତବରେ ମୂଷା ଦୁଇଟି ସେହି ଯୁବତୀ ଜଣଙ୍କର ସବୁ ପ୍ରଶ୍ନର ଉତ୍ତର ଦେଉଥିଲେ । ଆଉ ପାଖକୁ ଦେଖିଥିବା ଲୋକେ କେବେ ମି-ଛ କହିବେନି । ସେବାୟତ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେହି ଯୁବତୀ ଜଣକ ନିଜର ଦୁଇଟି ମୂଷାକୁ ଧରି ଭଗବାନ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ ।

ସେ କେବେବି ଭାଇରଲ ହେବାକୁ ଆସି ନଥିଲେ । କିନ୍ତୁ କିଛି ଲୋକ ସେହି ଝିଅ ଜଣଙ୍କୁ ନି-ନ୍ଦା କରି ନିଜେ ଭାଇରଲ ହେବାକୁ ଚେଷ୍ଟା କରୁଛନ୍ତି ସତ । ଯାହାକି କେବେବି ଭଗବାନ ଜଗନ୍ନାଥ ସହିବେ ନାହିଁ ଏବଂ ନିଶ୍ଚୟ ସେମାନେ କେବେ ନା କେବେ ଫଳ ଭୋଗିବେ । ଜଣେ ସେବାୟତ ଏହାକୁ ନେଇ ଆଗକୁ ଆସି କହିଛନ୍ତି ଯେ କୌଣସି ୟୁଟ୍ୟୁବର କୌଣସି ଜିନିଷକୁ ନେଇ ଟ୍ରୋଲ କରି ପାରିବେ କିନ୍ତୁ ଭଗବାନ ମହାପ୍ରଭୁ ଜଗନ୍ନାଥଙ୍କ କଥା ଯେତେବେଳେ ଆସୁଛି ସେତେବେଳେ ଏଭଳି ଆଦୋୖ ଠିକ ନୁହେଁ ।

ଏହାବ୍ୟତୀତ ମହାପ୍ରଭୁଙ୍କ ଚରଣକୁ ଆସୁଥିବା କୌଣସି ଜୀବକୁ କେବେବି ନି-ନ୍ଦା କରାଯାଇ ପାରିବ ନାହିଁ । ଆଉ ଯିଏ ଏଭଳି କରିଥିବ ତାହାକୁ ଭଗବାନ ନିଶ୍ଚୟ ଦ-ଣ୍ଡ ଦେବେ । ଏହାବ୍ୟତୀତ ସେବାୟତ ଜଣକ କହିଛନ୍ତି ଯେ ମୂଷାଟି କେବେବି ମଣିଷଙ୍କ ଭଳି କଥା କହିବନି ।

କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଯେ ଯୁବତୀଙ୍କର ସବୁ ପ୍ରଶ୍ନର ଉତ୍ତର ମୂଷା ଦୁଇଟି ଠିକ ସମୟରେ ଦେଉଥିଲେ । ଆଶ୍ଚର୍ଯ୍ୟ ଜନକ ଭାବରେ ସେମାନଙ୍କ ମଧ୍ୟରେ ଅଦ୍ଭୁତ ତାଳ ମେଳ ଦେଖିବାକୁ ମିଳିଥିଲା । ଏମିତି କେବେବି ସାଧାରଣ ମୂଷା ମଧ୍ୟରେ ଦେଖିବାକୁ ମିଳି ନଥାଏ । ସେଥିପାଇଁ ହିଁ ଲୋକେ ସେହି ଭିଡ଼ିଓ ଦେଖି ଖୁସି ହୋଇ ଯାଇଥିଲେ । କିନ୍ତୁ ବର୍ତ୍ତମାନ କିଛି ୟୁଟ୍ୟୁବର ଟ୍ରୋଲ କରିବା ପରେ ଯୁବତୀ ଜଣକ ସହି ପାରୁ ନାହାଁନ୍ତି ।

ଯାହା ଜାଣିବା ପରେ ସେବାୟତ ଜଣକ ଏଭଳି ପ୍ରତି-କ୍ରିୟା ଦେଇଛନ୍ତି । ଏହାବ୍ୟତୀତ ସେବାୟତ ଜଣକ କହିଛନ୍ତି ଯେ ଯୁବତୀ ଜଣକ ନ କା-ନ୍ଦି ନିଜକୁ ଗର୍ବିତ ଅନୁଭବ କରିବା ଉଚିତ କାରଣ ସେ ଏଭଳି ମୂଷାକୁ ରଖି କୌଣସି ଖରାପ କଥା ଶିଖାଇ ନାହାଁନ୍ତି । ବରଂ ଜୟ ଜଗନ୍ନାଥ କହିବା ଶିଖାଇଛନ୍ତି ।

Leave a Reply

Your email address will not be published. Required fields are marked *