ସସପେଣ୍ଡ ହେଲେ ଦୁଇ ମହିଳା ପୋ-ଲିସ । ମନ୍ଦିର ଭିତରେ କରୁଥିଲେ ଏମିତି କାର-ନାମା , ଦେଖିଲେ ହେବେ ଆଶ୍ଚର୍ଯ୍ୟ ।

ବର୍ତ୍ତମାନ ସମୟରେ ମନ୍ଦିର ଭିତରେ ଦୁଇ ମହିଳା ପୋଲି-ସଙ୍କ କାର-ନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହା ଆପଣ ବି ଦେଖିଲେ ଛି ଛି କହିବେ । ଆଉ ଭାବିବେଯେ ମନ୍ଦିର ଭିତରେ କଣ ଏମିତି କରନ୍ତି ? ଆଜ୍ଞା ହଁ , ଏଭଳି ଏକ ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ମହିଳା ପୋ-ଲିସ ନିଜ କର୍ତ୍ତବ୍ୟ ଭୁଲି ଯାଇଛନ୍ତି ।

ୟୁନିଫର୍ମ ପିନ୍ଧି ମନ୍ଦିର ଭିତରେ ଯାହା କରୁଥିଲେ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଘଟଣା ଏହା ଯେ ଏହି ଦୁଇ ମହିଳା ପୋ-ଲିସ ଆଜିକାଲିକା ସୋସିଆଲ ମିଡ଼ିଆ ଯୁଗରେ ମନ୍ଦିର ଭିତରେ ସୁଦ୍ଧା ଭିଡ଼ିଓ ବନାଇ ପୋଷ୍ଟ କରୁଥିଲେ । ଯାହା ବାସ୍ତବରେ ଲ-ଜ୍ଜ୍ୟାଜ-ନକ କା-ଣ୍ଡ ଅଟେ । କିନ୍ତୁ ଭିଡ଼ିଓ ବନାଇବା ବେଳେ କିମ୍ବା ଆଗରୁ ସେମାନେ କେବେ ଭାବି ନଥିଲେ ଯେ ତାଙ୍କ ସହିତ ଏଭଳି କିଛି ଘ-ଟିଯିବ ବୋଲି ।

ସମସ୍ତେ କରୁଛନ୍ତି ଏବଂ ଆମେ କରିବୁ କହି ହିନ୍ଦୀ ଗୀତରେ ରିଲସ ଭିଡ଼ିଓ ବନାଉ ଥିଲେ । ଆଉ ବର୍ତ୍ତମାନ ଏହି ଭିଡ଼ିଓ ଏତେ ଭାଇରଲ ହେଲା ଯେ ଦୁହିଁଙ୍କର ଚାକିରୀ ମଧ୍ୟ ଚାଲିଗଲା । ଏହି ସୋସିଆଲ ମିଡ଼ିଆ କାହା ପାଇଁ ବରଦାନ ପାଲଟିଛି ତ ଆଉ କାହା ପାଇଁ ଅଭି-ଶାପ ହୋଇ ଯାଇଛି ।

ନିକଟରେ ଭାଇରଲ ହୋଇଥିବା ମନ୍ଦିର ଭିତରେ ଦୁଇ ମହିଳା ପୋଲି-ସଙ୍କ ରିଲସ ଭିଡ଼ିଓ ବର୍ତ୍ତମାନ ସେମାନଙ୍କୁ ଓଲଟା ମହ-ଙ୍ଗା ପଡ଼ିଛି । ବିହାରର ବୋୖଦ୍ଧ ଗୟା ସ୍ଥିତ ମହାବଦୀ ମନ୍ଦିରର ସୁର-କ୍ଷା ପାଇଁ ଅନେକ କନେଷ୍ଟବଳ ମହିଳାଙ୍କୁ ନିୟୋଜିତ କରାଯାଇଛି । ତେବେ ଘ-ଟଣା ଏହା ଯେ ଦୁଇଜଣ ମହିଳା କନେଷ୍ଟବଳ ଡ୍ୟୁଟି ସମୟରେ ଫୋନ ଧରି ରିଲସ କରୁଥିଲେ ।

ସେହି ରିଲସ ଡିସେମ୍ବର ୨ ତାରିଖରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିଲା । ପୋଷ୍ଟ ହେବା ପରେ ଏହି ଭିଡ଼ିଓଟି ବେଶ ଭାଇରଲ ହୋଇଥିଲା । ଭାଇରଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଦୁଇ ମହିଳା କନେଷ୍ଟବଳ ହିନ୍ଦୀ ଗୀତରେ ନାଚି ନାଚି ଭିଡ଼ିଓ ବନାଉଛନ୍ତି । ଡ୍ୟୁଟିରେ ଥିବାବେଳେ ତାଙ୍କର ଏଭଳି କାର୍ଯ୍ୟ କଳାପକୁ ନେଇ ବେଶ ନିନ୍ଦା କରାଯାଉଛି । ଏହି ଘଟ-ଣାଟି ଭାଇରଲ ହେବା ପରେ ଏହାର ତ-ଦନ୍ତ କରାଯାଇଛି ଏବଂ ଦୁଇ ମହିଳା କନେଷ୍ଟବଳଙ୍କୁ ସସ-ପେଣ୍ଡ କରାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *