କାଷ୍ଟିଙ୍ଗ କାଉଚ୍ ବାବଦରେ ମୁଁହ ଖୋଲିଲେ ଚଣ୍ଡୀ ପରିଜା , କହିଲେ ମୁଁ କାହା ଅଣ୍ଟାରେ ହାତ ମା-ରିଥିଲେ ବୋଲି ହୋଇଥିଲା …..

ସାରା ଓଡ଼ିଶାର ଚଳଚିତ୍ର ଜଗତରେ ଅନେକ ଭଲ ଭଲ ନିର୍ଦ୍ଦେଶକ ଆଉ ପ୍ରଯୋଜକ ମାନେ ରହିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ କିଛି ଭଲ ଲୋକ ରହିଥିବା ବେଳେ ଆଉ କିଛି ମଧ୍ୟ ଖରାପ ଅଛନ୍ତି । ଏକାଧାରାରେ ସମସ୍ତେ ଭଲ ହୋଇପାରିବେ ନାହିଁ କି ଏକାଧାରାରେ ସମସ୍ତେ ଖରାପ ମଧ୍ୟ ହୋଇପାରିବେ ନାହିଁ । ତେଣୁ ଏହି ଜଗତରେ ନିଶ୍ଚିତ ଭାବରେ ଅନେକ ଖରାପ ବି ଅଛନ୍ତି । ତେବେ ଏହା ମଧ୍ୟରେ ସାରା ଓଡ଼ିଶାକୁ ହଇଚଇ କରି ରଖି ଦେଇଛି କାଷ୍ଟିଂ କାଉଚ୍ ମାମ-ଲା । ବର୍ତ୍ତମାନ ଜଣେ ବଡ ନିର୍ଦ୍ଦେଶକଙ୍କ ନାମରେ ହୋଇଛି ଏପରି ଅଭି-ଯୋଗ ।

ଆଉ ସେ ହେଉଛନ୍ତି ବିଶିଷ୍ଟ ନିର୍ଦ୍ଦେଶକ ସଞ୍ଜୟ ନାୟକ ଅର୍ଥାତ ଟୁଟୁ ନାୟକ । ଆଉ ତାଙ୍କ ନାମରେ ଏଭଳି ଅଭି-ଯୋଗ ଆଣିଥିବା ଦୁଇ ଜଣ ଅଭିନେତ୍ରୀ ହେଉଛନ୍ତି ପ୍ରକୃତି ମିଶ୍ର ଏବଂ ଜସ୍ମିନ ରଥ । ଦୁହେଁ କହିଛନ୍ତି କି , ଟୁଟୁ ନାୟକ ନିଜ ସ୍ବାର୍ଥ ପୂରଣ ନ ହେବାରୁ ତାଙ୍କୁ ଫିଲ୍ମରେ ସୁଯୋଗ ଦେଲେ ନାହିଁ । ଆଉ ଏହାକୁ କାଷ୍ଟିଂ କାଉଚ୍ ମଧ୍ୟ କୁହାଯାଇପାରିବ। କାହିଁକି ନା ତାଙ୍କ ସର୍ତ୍ତରେ ରାଜି ନ ହେଲେ , ସେମାନେ କିଛି ବୁ କରିପାରନ୍ତି ବୋଲି ଅଭିନେତ୍ରୀ ମାନେ କହିଛନ୍ତି । କିନ୍ତୁ ଏହି କଥାକୁ ସଫା ସଫା ବାରଣ କରିଛନ୍ତି ନିର୍ଦ୍ଦେଶକ ଟୁଟୁ ନାୟକ ।

ସେ କହିଛନ୍ତି କି , ଏପରି କାମ ସେ ନିଜ ଯୁବକ ବେଳରେ କରି ନାହାଁନ୍ତି ଆଉ ଏବେ କଣ କରିବେ । ଅନ୍ୟ ପକ୍ଷରେ ବର୍ତ୍ତମାନ ଯେତେବେଳେ ଏ ବାବଦରେ ନିର୍ଦ୍ଦେଶକ ଚଣ୍ଡୀ ପରିଜାଙ୍କୁ ପ୍ରଶ୍ନ କରା ଯାଇଥିଲା , ସେ ଏପରି କିଛି ଉତ୍ତର ରଖିଥିଲେ । ତାଙ୍କ କହିବା ଅନୁଯାୟୀ , ତାଙ୍କ ନାମରେ ମଧ୍ୟ ଏପରି ଅନେକ ଅଭି-ଯୋଗ ହୋଇଛି । ଶର୍ମିଷ୍ଠା ନାମକ ଜଣେ ଅଭିନେତ୍ରୀ ତାଙ୍କ ନାମରେ ଆଣିଥିଲେ ଏପରି କାଷ୍ଟିଂ କାଉଚ୍ ଅଭି-ଯୋଗ । ସେ କହିଥିଲେ କି , ଚଣ୍ଡୀ ପରିଜା ତାଙ୍କୁ ଗୋଟିଏ କୋଣକୁ ନେଇ ଯାଇ ତାଙ୍କ ଅଣ୍ଟାରେ ହାତ ମା-ରି ଦେଇଥିଲେ ।

ତେବେ ଏହା ଏବେକାର କଥା ନୁହେଁ , ଏପରି କଥା ସାମ୍ନାକୁ ଆସିବାର ପ୍ରାୟତଃ ୪ ବର୍ଷ ହୋଇ ଗଲାଣି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ବର୍ତ୍ତମାନ ତାଙ୍କୁ ୬୫ ବର୍ଷ ହେଲାଣି ଆଉ ଚାରି ବର୍ଷ ପୂର୍ବରୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ଆଉ ଏତେ ବୟସରେ ସେ ଏପରି କାମ କରିବା ସମ୍ଭବ ନୁହେଁ । ଏହା ବ୍ୟତୀତ ଟୁଟୁ ନାୟକଙ୍କ ନାମରେ ଆଣିଥିବା ଏପରି ଅଭି-ଯୋଗ ମଧ୍ୟ ପୁରାପୁରି ମି-ଛ । ଜଣେ ଭଲ ନିର୍ଦ୍ଦେଶକ ଭାବରେ ସେ ପରିଗଣିତ ହୁଅନ୍ତି , ତେଣୁ ତାଙ୍କ ନାମରେ ଏପରି ଅଭି-ଯୋଗର କିଛି ବି ଯଥାର୍ଥ ନାହିଁ ।

Leave a Reply

Your email address will not be published. Required fields are marked *