ତିନି ଛାତ୍ରଙ୍କ ସହ ଶାରୀ-ରିକ ସମ୍ପର୍କ ରଖିଲେ ଶିକ୍ଷୟତ୍ରୀ, ଭିଡ଼ିଓ ରେ-କ-ର୍ଡ଼ କରି କଲେ ଭାଇରାଲ। ଆଉ ତା’ପରେ….

ସତରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ସମାଜରେ ଏବେ ମଧ୍ୟ ଲାଗି ରହିଛି ଅନୈତିକତାର ଛାପ। ପୁଣି ସାମ୍ନା କୁ ଆସିଲା ଆଉ ଏକ ଅପ-ରାଧର ଲମ୍ବା କାହାଣୀ। ଅନୈତିକ ସମ୍ପର୍କ ର କରୁଣ ପରିଣତି, ଯାହା ଦୋହୋଲାଇ ଦେଇଛି ଏକ ସଂପୂର୍ଣ୍ଣ ପରିବାରକୁ। ମଣିଷ ଯେତେ ଉପରକୁ ଉଠି ଚାଲିଲେ ମଧ୍ୟ ଯଦି ତାର ମାନବିକତାକୁ ସଠିକ ଭାବରେ ବ୍ୟବହାର ନକରେ ତେବେ ଏହାର କୌଣସି ମୂଲ୍ୟ ରହେ ନାହିଁ।ବାସ୍ତବରେ ବହୁତ୍ ଜଟିଳ ଏ ଦୁନିଆର ନୀତି। କେହି ବି ସାମାଜିକ କଟ-କଣାକୁ ମାନିବାକୁ ନାରାଜ।

କାହିଁ ପ୍ରାଚୀନ କାଳରୁ ଗୁରୁ ଶିଷ୍ୟ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ଗଢି ଉଠିଥାଏ। ଗୁରୁ ନିଜ ଶିଷ୍ୟ ମାନଙ୍କୁ ଉଚିତ ମାର୍ଗ ଦେଖାଇ ଥାଏ। ଶିଷ୍ୟ ସବୁବେଳେ ଗୁରୁଙ୍କ କଥା ମାନି ଚଳି ଥାଏ। ଗୁରୁଙ୍କୁ ମଧ୍ୟ ଉଚ୍ଚ ଆସନ ଦିଆଯାଏ। କାରଣ ଶିକ୍ଷକ ଶିଷ୍ୟକୁ ଅନ୍ଧରରୁ ଆଲୋକକୁ ବାଟ ଗୁରୁ ହିଁ ଦେଖାଇଥାଏ। ହେଲେ ଗୁରୁ ଏପରି ରୂପ ନେବ ତାହା କେହି ବିଶ୍ୱାସ କରି ପାରୁ ନାହାନ୍ତି। ବର୍ତ୍ତମାନ ସମାଜରେ କିଛି ଶିକ୍ଷକଙ୍କ ପାଇଁ ପୂରା ଶିକ୍ଷକ ସମାଜ ବଦନାମ ହେଉଛି। ନିଜର ଯୌନ ଭୋକ ମେଣ୍ଟାଇବା ପାଇଁ ଛାତ୍ରୀ ମାନଙ୍କ ସହ ଖରାପ କାମ କରିବାକୁ ପଛାଉ ନାହାଁନ୍ତି।

ବିଦ୍ୟାଳୟକୁ ଯଦି ମନ୍ଦିର ବୋଲି ମନେ କରାଯାଏ ତେବେ ସେଠାରେ ଶିକ୍ଷାଦାନ କରୁଥିବା ଶିକ୍ଷକ ହେଉଛନ୍ତି ଦେବତା ସହିତ ସମାନ। କାହିଁ ପ୍ରାଚୀନ କାଳରୁ ଗୁରୁ ଶିଷ୍ୟ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ଗଢି ଉଠିଥାଏ। ଗୁରୁ ନିଜ ଶିଷ୍ୟ ମାନଙ୍କୁ ଉଚିତ ମାର୍ଗ ଦେଖାଇ ଥାଏ। ଶିଷ୍ୟ ସବୁବେଳେ ଗୁରୁଙ୍କ କଥା ମାନି ଚଳି ଥାଏ। ଗୁରୁଙ୍କୁ ମଧ୍ୟ ଉଚ୍ଚ ଆସନ ଦିଆଯାଏ। କାରଣ ଶିଷ୍ୟକୁ ଅନ୍ଧରରୁ ଆଲୋକକୁ ବାଟ ଗୁରୁ ହିଁ ଦେଖାଇଥାଏ। ହେଲେ କାମନା ଓ ବାସନା ଆଳରେ ପଡି ଶିକ୍ଷକ ନିଜର କର୍ତ୍ତବ୍ୟ ଭୁଲି ଯାଉଛନ୍ତି। ବର୍ତ୍ତମାନ ସମୟରେ ଏକ ସରକାରୀ ଶିକ୍ଷୟତ୍ରୀଙ୍କ କାର-ନାମ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ମଦୁରାୟୀର ଜଣେ ୪୨ ବର୍ଷୀୟ ଶିକ୍ଷୟତ୍ରୀ ୧୬ ବର୍ଷୀୟ ତିନି ଜଣ ଦଶମ ଛାତ୍ରଙ୍କୁ ପାଠ ପଢେଇବା ପାଇଁ ଘରକୁ ଡାକିଥିଲେ। ତେବେ ଘରେ ତାଙ୍କ ସହ କ୍ଲୋଜ ହେବାକୁ ଚେଷ୍ଟା କରିଥିଲେ। ଏହାପରେ ସେ ତାଙ୍କର ପୁରୁଣା ପ୍ରେମିକ ସହ ମିଶି କରି ଅ-ଶ୍ଳୀ-ଳ ଭିଡ଼ିଓ ରେ-କ-ର୍ଡ଼ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ।

ତେବେ ଭିଡ଼ିଓ ଭାଇରାଲ ହେବା ଦେଖି ତିନି ଜଣ ଛାତ୍ର ଶିକ୍ଷୟିତ୍ରୀ ଓ ତାଙ୍କ ପ୍ରେମିକଙ୍କ ନାମରେ ଅଭି-ଯୋଗ କରିଥିଲେ। ତେବେ ଅଭିଯୋଗ ଆଧା-ରରେ ପୋ-ଲି-ସ ଶିକ୍ଷୟତ୍ରୀ ଓ ବ୍ୟବସାୟିକ ଜଣଙ୍କୁ ଗି-ର-ଫ କରିଥିଲା। ପୋ-ଲି-ସ ଦେଇଥିବା ସୂଚନା ଅନୁସାରେ, ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷୟତ୍ରୀ ଜଣେ ବିବାହିତ ଥିଲେ। କିନ୍ତୁ ୨୦୧୦ ମସିହାରୁ ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇଥିଲେ ଓ ୩୯ ବର୍ଷୀୟ ବ୍ୟବସାୟୀ ଙ୍କ ସହ ଶାରୀ-ରିକ ସ-ମ୍ପ-ର୍କ ରଖି ତାଙ୍କ ସହ ରହିଥିଲେ।

Leave a Reply

Your email address will not be published. Required fields are marked *