୫ ଜଣଙ୍କୁ ଫା-ଶୀ ଦ-ଣ୍ଡ ଆଉ ଜଣେ କାହିଁକି ରହିଗଲା ଝିଅ ଆଣିଲା ଅଭି-ଯୋଗ।

୫ ଜଣଙ୍କୁ ଫା-ଶୀ ଦ-ଣ୍ଡ ଆଉ ଜଣେ ରହିଗଲା। ସେଦିନର ଭିଡିଓ ଦେଖିଲେ ଛାତି ଥରୁଛି। ଦୁଇଟି ହାତ ଓ ପାଦକୁ ହା-ଣି ଥିଲେ। ପୁଣି ତାଙ୍କର ସେହି ଖଣ୍ଡିଆ ହାତକୁ ଖାଇଦେଲେ।ବିତି ଯାଇଛି ୫ ବର୍ଷ। ଆଜି ୫ ଜଣଙ୍କୁ ମିଳିଛି ଫା-ଶୀ ଦ-ଣ୍ଡ। ଦୌରାଜ ଦେଇଛନ୍ତି ଆଦେଶ। ହେଲେ ସେଦିନ ଚି-ତ୍କାର କରି ମଧ୍ୟ ବାପାଙ୍କୁ ବଞ୍ଚାଇ ପାରିନଥିବା ଝିଅ କହୁଛନ୍ତି ଏଇ ୫ ଜଣଙ୍କୁ ତ ଦ-ଣ୍ଡ ମିଳିଲା ହେଲେ ଆଉ ଜଣେ ରହିଗଲା। ସେଦିନ ବାପାଙ୍କ ମନରେ ବିଶ୍ୱାସ ଜନ୍ମାଇ ୬ ଜଣ ଘର ଭିତରକୁ ଆସିଥିଲେ।

ଆଉ ସୁନ୍ଦର ସୁନ୍ଦର କଥା କହି ଘର ବାହାରକୁ ଡାକିଥିଲେ ବାପାଙ୍କୁ। ଆଉ ତା’ପରେ ଅତି ନି-ର୍ମମ ଭାବେ ଦୁଇଟି ହାତକୁ ହାଣିଥିଲେ ଆଉ ପାଦକୁ କା-ଟିଦେଲେ। ନିଜ ଘର ଆଗରେ ଛଟ ପଟ ହେଉଥାଏ ବାପା ସେପଟେ ସେହି ୬ ଜଣ ଦୁଇଟି ଖଣ୍ଡିଆ ହାତକୁ ନେଇ ଗାଁରେ ବାଇକରେ ଧରି ବୁଲିଲେ ଆଉ ଆ-ତଙ୍କ ମଚାଇଲେ। ପରେ ଜଙ୍ଗଲକୁ ନେଇ ଚାଲିଗଲେ ଆଉ ସେହି ଦୁଇଟି ହାତକୁ ଟିକ ଟିକ କରି ଖଣ୍ଡ କରି ନରରା-କ୍ଷସ ପରି ଖାଇଦେଲେ। ଏଇ ୫ ଜଣଙ୍କୁ ମିଳିଛି ଫା-ଶୀ ଦ-ଣ୍ଡ।।ହେଲେ ଆଉ ଜଣେ ଏଥିରେ ସମ୍ପୃକ୍ତ ଅଛନ୍ତି ହେଲେ ତାଙ୍କୁ ଦ-ଣ୍ଡ ଦିଆଯାଇନି। ଆଉ ତାଙ୍କୁ ଶୀଘ୍ର ଧରି ଦ-ଣ୍ଡ ଦିଆଯାଉ ବୋଲି ଝିଅ ଧାରଣା ଦେଉଛନ୍ତି।

ହଁ ଆଜ୍ଞା ବୋହୁ ଚର୍ଚ୍ଚିତ ରାମଚନ୍ଦ୍ର ହ-ତ୍ୟା ମାମ-ଲାରେ ୫ ଦୋ-ଷୀଙ୍କୁ ଫା-ଶୀ ଦ-ଣ୍ଡାଦେଶ ପରେ ଆଜି ଆଉ ଜଣଙ୍କୁ ଗି-ରଫ ଦାବି କରିଛନ୍ତି ଝିଅ। କିଂଜର ଜିଲ୍ଲା ଘଷିପୁର ନିର୍ବାଚନ ମଣ୍ଡଳୀ ଅଧିନ ଧକୁଠା ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ହ-ତ୍ୟା ମାମ-ଲାର ରାୟ ପ୍ରକାଶ ପାଇଛି। ଗତ କାଲି ୫ ଦୋ-ଷୀଙ୍କୁ ଫା-ଶୀ ଦ-ଣ୍ଡାଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜ।

ତେବେ ଦୋ-ଷୀ ଅଜିତ ପୃଷ୍ଟି ସଞ୍ଜୀବ ପୃଷ୍ଟି ଅଲେଖ ପୃଷ୍ଟି ଅରୁନ ପୃଷ୍ଟି ଓ ଦଳ ବୈତଙ୍କୁ ଫା-ଶୀ ଦ-ଣ୍ଡାଦେଶ ଦିଆଯାଇଛି। ତେବେ ୨୦୧୯ ରେ ରାମଚନ୍ଦ୍ରଙ୍କୁ ଘର ସାମ୍ନାରେ ହ-ତ୍ୟା କରାଯାଇଥିଲା। ୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖରେ ରାମଚନ୍ଦ୍ର ବେହେରାଙ୍କୁ ଖ-ଣ୍ଡ ଖଣ୍ଡ କରି ଭୁଜା-ଲିରେ ହା-ଣି ହ-ତ୍ୟା କରାଯାଇଥିଲା। ତେବେ ୫୩ ଜଣ ସାକ୍ଷୀଙ୍କ ବୟା-ନକୁ ଆଧାର କରି ହ-ତ୍ୟାକା-ଣ୍ଡରେ ସମ୍ପୃକ୍ତ ଏହି ୫ ଜଣ ଦୋ-ଷୀଙ୍କୁ ଫା-ଶୀ ଦ-ଣ୍ଡାଦେଶ ଦେଇଛନ୍ତି ଆନନ୍ଦପୁର ଜିଲ୍ଲା ପାଳ ଦୌରାଜ ଯୋଜ।ହେଲେ ଏପଟେ ଆଜି ଘଷିପୁରା ଥା-ନା ସମୁଖରେ ୨୦୧୯ ମସିହା ଜିଲ୍ଲା ପରିଷଦ ସ୍ୱାମୀ ରଞ୍ଜିତ ପୃଷ୍ଟି ଗି-ରଫ ଦାବିରେ ଥା-ନା ସମୁଖରେ ସ୍ୱର୍ଗତ ରାମଚନ୍ଦ୍ର ବେହେରାଙ୍କ ଝିଅ ମିନାରାଣୀ ବେହେରା।

Leave a Reply

Your email address will not be published. Required fields are marked *