ସତର୍କ ରୁହନ୍ତୁ, ଡହ ଡ଼ହ ଖରା ଭିତରେ ଦାନା ବାନ୍ଧୁଛି ଲଘୁଚାପ। ଗର୍ଜୁଛି ସମୁଦ୍ର ଆସୁଛି ବାତ୍ୟା।
ଗର୍ଜୁଛି ସମୁଦ୍ର ଆସୁଛି ବାତ୍ୟା। ପ୍ରବଳ ତାତି ଭିତରେ ଦାନା ବାନ୍ଧୁଛି ଲଘୁଚାପ। ତୃତୀୟ ପର୍ଯ୍ୟୟ ଭୋଟ ବେଳେ ନାକେଦାମ କରିଦେବ ବର୍ଷା। କମ ପବନ ହେବ ବାଦଲଫଟା ବର୍ଷା କାଚିବ। ଘୁର୍ଣ୍ଣିବଳୟକୁ ଶକ୍ତିଶାଳୀ କରିବା ପାଇଁ ପାଗ ରହିଛି ଅନୁକୂଳ।ଗୋଟେ …
Read More